“ଜଗନ୍ନାଥ ଭଜନ ଗାଇବାକୁ କହିଲୁ କିନ୍ତୁ ଗାଇଲେ ନାହିଁ, ପ୍ରତିବାଦ କଲି..ଧମକ ଦେଇ କହିଲେ…’ ଓଡିଆ ସିଙ୍ଗର Humane Sagar ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲେ Tapu Nayak, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଗାୟକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଗୀତ ଗାଇ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଗାୟକ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ହ୍ୟୁମାନ ସାଗର । ବନ୍ଧୁଗଣ ଆପଣ ମାନେ ସମସ୍ତେ ହ୍ୟୁମାନ ସାଗରଙ୍କ ଅନେକ ସୁପର ହିଟ ଗୀତ ଶୁଣିଥିବେ ।

ଓଡିଶାରେ ତାଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ତେବେ ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ହ୍ୟୁମାନ ସାଗର ଏବେ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ବନ୍ଧୁଗଣ ହ୍ୟୁମାନ ସାଗରଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ ।

ସାରା ଓଡିଶାରେ ଯାହାକୁ କିଏ ପରିଚିତ କରେଇଥିଲେ ସେ ଆଉ କେହି ନୁହେଁ ଜଣା ଶୁଣା ସଙ୍ଗୀତଜ୍ଞ ଜାପାନୀ । ଆଲବମ ଗାଇ ସାରା ଓଡିଶାରେ ଲୋକପ୍ରିୟତା ହାସଲ କରିଥିବା ହ୍ୟୁମାନ ସାଗର ଭଜନ ଗାଇବା ପାଇଁ କୁଣ୍ଠାବୋଧ କରୁଛନ୍ତି । ଜାପାନୀ ହ୍ୟୁମାନ ସାଗରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଜାପାନୀଙ୍କ ମତରେ, ସେ ଏକ ଲଢେଇ ଲଢୁଛନ୍ତି ଆଉ ଏହି ଲଢେଇ ଜଗନ୍ନାଥଙ୍କ ପାଇଁ ସେ ଲଢୁଛନ୍ତି ।

ଦୀର୍ଘ 5 ବର୍ଷ ହେବ ସେ ହ୍ୟୁମାନ ସାଗରଙ୍କ ପଛରେ ଲାଗିଥିଲେ ଆଉ ଏକ ଭଜନ ଗାଇବା ପାଇଁ କହୁଥିଲେ । ହେଲେ ସେ ଅନେକ ଥର ଭଜନ ଗାଇବା ପାଇଁ ମନା କରିଛନ୍ତି । ହ୍ୟୁମାନ ସାଗରଙ୍କ ଗୀତ ଶୁଣିବା ପାଇଁ ସମସ୍ତେ ଭଲ ପାନ୍ତି ଆଉ ଆଜି ବି ଜାପାନୀ କହୁଛନ୍ତି ଯଦି ସେ ଜଗନ୍ନାଥ ଭଜନ ଗୋଟେ ଗାଇବେ ତା ହେଲେ ସମସ୍ତେ ଖୁସି ହେବେ । ଜାପାନୀଙ୍କ ବନ୍ଧୁ ତପୁ ନାୟକଙ୍କୁ ଫୋନ କରି ବବୁଲ ଯିଏ କି ସାଗର ସଙ୍ଗମ ଟ୍ରୁପର ମାଲିକ ହ୍ୟୁମାନ ସାଗରଙ୍କ ପିଏ ଭଳି ତାଙ୍କ ପାଖରେ ରୁହନ୍ତି ଧମକ ଦେଇଛନ୍ତି ।

ସେ ତପୁ ନାୟକଙ୍କୁ ଫୋନ କରି କହିଛନ୍ତି ଜାପାନୀ କଟକ ଗଲେ ଆମେ ବହୁତ ବାଡେଇବୁ ବହୁତ ମାରିବୁ ଆମେ ତାକୁ ଜୀବନରୁ ମଧ୍ୟ ମାରିଦେବୁ । ତେଣୁ ଏବେ ଜାପାନୀ ନିଜ ସୁରକ୍ଷା ପାଇଁ ପୋଲିସର ଦ୍ଵାରସ୍ଥ ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *