ବାହାଘର ଦିନ ଭଡ଼ାରେ ଆସିଥିଲେ ବାପା ! ବଳରାମଙ୍କ ବଡ ଭାଉଜ ନନ୍ଦିନୀଙ୍କ ବାପାଙ୍କୁ ନେଇ କଲେ ବଡ ଖୁଲାସା, ଆଉ ଯାହା କହିଲେ ନା…ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ଓଡିଶାରେ ନନ୍ଦିନୀଙ୍କ ଧୋକାବାଜ କାର୍ଣ୍ଣମାର ଚର୍ଚ୍ଚା ଜୋର ସୋରରେ ହେଉଛି । ବିବାହର ଗୋଟେ ଦିନ ପରେ ନନ୍ଦିନୀ ଘର ଛାଡି ଚାଲି ଯାଇଥିଲେ ଆଉ ଏହା ପରେ ତାଙ୍କ ସ୍ଵାମୀ ବଳରାମ ଥାନାରେ ଯାଇ ଅଭିଯୋଗ କରିଥିଲେ । ନନ୍ଦିନୀଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି ବଳରାମ ଓ ତାଙ୍କ ପରିବାର । ଅନ୍ୟ ପକ୍ଷରେ ନନ୍ଦିନୀ ଏବେ ଗଣମାଧ୍ୟମ ସାମ୍ନାକୁ ଆସି ତାଙ୍କ ଉପରେ ହୋଇଥିବା ଅତୟଆଚାର ବିଷୟରେ କହୁଥିବାର ନଜର ଆସୁଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ବଳରାମଙ୍କ ଭଉଣୀ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ତେବେ ବଳରାମଙ୍କ ଭଉଣୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ସେ କହୁଛନ୍ତି କି ଆମର ନିର୍ବନ୍ଧକୁ ଡକେଇ ବିବାହ କରେଇ ଦେଲେ ।

ନିର୍ବନ୍ଧ ଯଦି ହୁଏ ଉଭୟ ପୁଅ ଆଉ ଝିଅ ଘର ମନ୍ଦିର ଯାଇଥାନ୍ତି ସେଇଠି ନିର୍ବନ୍ଧ ହୁଏ । ଯେତେ ଗରିବ ହେଲେ ବି ଗୋଟେ ଝିଅ ନିର୍ବନ୍ଧ ପାଇଁ ଶାଶୁ ଘରକୁ ଆସିବନି । ସେ ତ କହିଛି ନିର୍ବନ୍ଧ ଦିନ ଆସିଥିଲା ବୋଲି ବାହାଘର ଆମେ ତୋଳାକନ୍ୟା କରି କରିଛୁ ବୋଲି । ଯଦି ନିର୍ବନ୍ଧ ଦିନ ବାହାଘର ହୋଇଛି ତା ହେଲେ ତାଙ୍କ ସମସ୍ତ ସମ୍ପର୍କୀୟ କେମିତି ଆସିଲେ ଆଉ ଆମ ସମ୍ପର୍କୀୟ ମାନେ କେମିତି ଆସିଲେ ।

କେବଳ ଏତିକି ନୁହେଁ ସମସ୍ତ ଲୋକ ପ୍ରେସେଣ୍ଟ ନେଇକି ମଧ୍ୟ ଆସିଥିଲେ । ନିର୍ବନ୍ଧ ଦିନ ତ କେହି ପ୍ରେସେଣ୍ଟ ଧରି ଆସି ନଥାନ୍ତି । ନନ୍ଦିନୀଙ୍କ ପରିବାରରେ କେତେ ଜଣ ମେମ୍ବର ଅଛନ୍ତି ଆଉ କେତେ ଜଣ ମିଡିଆ ସାମ୍ନାକୁ ଆସିଛନ୍ତି । ନନ୍ଦିନୀଙ୍କ ବାପା ଥିଲେ ବୋଲି ଆମେ ଜାଣି ନଥିଲୁ ବିବାହ ଦିନ ଆଣିଛନ୍ତି । ସେ ଭଡାରେ ହୁଏତ ତାଙ୍କ ବାପାଙ୍କୁ ଆଣିପାରନ୍ତି ଯାହାକୁ କହିଲେ ସେ ଆମ ବାପା ବୋଲି ।

ଆମେ ତାଙ୍କୁ ଚିହ୍ନି ନଥିଲୁ ଆଉ ସେ କିଏ ବୋଲି ବି ଆମେ ଜାଣି ନଥିଲୁ । ବିବାହ ଦିନ ଆମେ ଜାଣିଲୁ କି ସେ ତାଙ୍କ ବାପା ବୋଲି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଏକ ବଡ ଖୁଲାସା କରିଛନ୍ତି ବଳରାମଙ୍କ ଭଉଣୀ । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *