ଦେଖ… ଏଇ ହତ୍ୟାକାରୀ ଗୋବିନ୍ଦ ! ଯିଏ ଦିନେ ଦାମୀ ଗାଡିରେ ବୁଲୁଥିଲା ଆଜି ସେ କଣ କରୁଛି ଦେଖନ୍ତୁ ଏହି Video

ବନ୍ଧୁଗଣ ଗତ କିଛି ମାସ ତଳେ ଆମ ଓଡିଶାରେ ଏକ ଚାଞ୍ଚଲ୍ୟକର ହତୟଆ ଘଟଣା ଘଟିଥିଲା ଆଉ ତାହା ବିଷୟରେ ଆପଣ ମାନେ ସମସ୍ତେ ଜାଣିଥିବେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ମମିତା ମେହେର ହତୟଆକାଣ୍ଡ ବିଷୟରେ ନିଶ୍ଚୟ ଶୁଣିଥିବେ । ମମିତାଙ୍କୁ ଗୋବିନ୍ଦ ଓ ତାର ସହଯୋଗୀ ଅତି ନୁର୍ସଂଅସ ଭାବରେ ହତୟଆ କରି ପୋଓତି ଦେଇଥିଲା । ଏହି ଘଟଣା ପରେ ଗୋବିନ୍ଦର ଅନେକ କଳା କାର୍ଣ୍ଣମା ସାମ୍ନାକୁ ଆସିଥିଲା ।

ଏହି ମାମଲାଟି ଅନେକ ଦିନ ଧରି ଚାଲିଥିଲା ଓ ପୋଲିସ ତଦନ୍ତକୁ ମଧ୍ୟ ବହୁତ ସମୟ ଲାଗିଥିଲା କାରଣ ଏହି ଘଟଣାଟି ବହୁତ ବିବାଦ ସୃଷ୍ଟି କରିଥିଲା । ତେବେ ବନ୍ଧୁଗଣ ଏବେ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ଜେଲ ଚାରି କାନ୍ଥ ଭିତରେ ଅଛନ୍ତି । ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ମମିତାଙ୍କୁ ହତୟଆ କରିବାରେ ଗୋବିନ୍ଦର ସହଯୋଗ କରିଥିଲା । ଏବେ ଉଭୟ ରାଧେଶ୍ୟାମ ଚଣ୍ଡୀ ଓ ଗୋବିନ୍ଦ ସାହୁ ଜେଲର ପବନ ଖାଉଛନ୍ତି ।

ଏବେ ଉଭୟ ଗୋବିନ୍ଦ ଓ ସହଯୋଗୀ ରାଧେଶ୍ୟାମ ଚଣ୍ଡୀ କଣ୍ଟବଞ୍ଜି କୋର୍ଟରେ ହାଜର ହୋଇଛନ୍ତି । ଦିନେ ଗୋବିନ୍ଦ ପାଇଁ ବଲାଙ୍ଗୀର ଜିଲ୍ଲା ଉଠୁ ଥିଲା ପଡୁଥିଲା ଏବେ କୋର୍ଟ ଦଉଡି ଦଉଡି ଗୋବିନ୍ଦ ହାରାସ । ରାଧେ ଆଉ ଗୋବିନ୍ଦ ଏବେ ଜେଲରେ ନିଜ ଅପରାଧର ସଜା କାଟୁ ଛନ୍ତି । ବନ୍ଧୁଗଣ ମମିତା ମେହେର ହତୟଆକାଣ୍ଡରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତିକୁ ନେଇ ଅନେକ ବିବାଦ ସାମ୍ନାକୁ ଆସିଥିଲା ।

ଗୋବିନ୍ଦ ସାହୁ ଓ ଦିବ୍ୟ ଶଙ୍କରଙ୍କ ଘନିଷ୍ଟ ବନ୍ଧୁତାକୁ ନେଇ ମଧ୍ୟ ବିରୋଧୀ ପ୍ରଶ୍ନ କରିଥିଲେ । ତେବେ ବନ୍ଧୁଗଣ ଏ ପର୍ଯ୍ୟନ୍ତ ବିରୋଧୀ ଦଳ ପ୍ରଶ୍ନ କରୁଛନ୍ତି ଯେ, କାହିଁକି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଗଲା ନାହିଁ । ଦିବ୍ୟ ଶଙ୍କର ବଲାଙ୍ଗୀର କଲେଜକୁ ଆସି ମଜା ନେଉଥିଲେ ଆଉ ତାଙ୍କୁ ମଜା ଦେଉଥିଲେ ଗୋବିନ୍ଦ । ବନ୍ଧୁଗଣ ଗୋବିନ୍ଦ ସାହୁ କଲେଜ ଛାତ୍ରୀ ମାନଙ୍କୁ ଅଶଶ୍ଳୀଇଳ କାର୍ଯ୍ୟରେ ଲଗାଉ ଥିଲା ।

ତେବେ ଏହି କଲେଜକୁ ବଡ ବଡ ନେତା ମାନେ ଆସି ରାତି ରାତି ପର୍ଯ୍ୟନ୍ତ ରହୁଥିଲେ । ସେହି ମନ୍ତ୍ରୀ ମାନଙ୍କ ମଧ୍ୟରୁ ସବୁଠାରୁ ହିଟ ଲିଷ୍ଟରେ ଥିଲେ ଦିବ୍ୟ ଶଙ୍କର ମିଶ୍ର ହେଲେ ତାଙ୍କ ବିରୋଧରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *