ଭୁଲ ରେ ବି ବିବାହିତା ମହିଳା ପିନ୍ଧନ୍ତୁ ନାହିଁ ଏହି ଜିନିଷ, ସ୍ଵାମୀଙ୍କ ଉପରେ ମାଡି ଆସେ ସଙ୍କଟ

ହିନ୍ଦୁ ଧର୍ମରେ ବସ୍ତୁଶାସ୍ତ୍ରର ବହୁତ ମହତ୍ଵ ରହିଛି । ଆମେ ଯେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବାସ୍ତୁ ବିଷୟରେ ଜାଣି ଥାଉ । ବର୍ତ୍ତମାନର ଆଧୁନିକ ଦୁନିଆରେ ବହୁତ ସ୍ତ୍ରୀ ମାନେ ଏମିତି କିଛି ଜିନିଷ ପିନ୍ଧି ଥାନ୍ତି, ଯାହା ଦ୍ୱାରା ସେମାନଙ୍କ ସ୍ଵାମୀର ମୃତ୍ୟୁ ହେବାର ସମ୍ଭାବନା ରହିଥାଏ । ସେହି ଜିନିଷକୁ ପିନ୍ଧିବା ଦ୍ଵାରା ସେମାନଙ୍କ ଜୀବନରେ ନକରାତ୍ମକ ପ୍ରଭାବ ପଡିଥାଏ । ଏହା ଦ୍ଵାରା ପରିବାର ଓ ସ୍ଵାମୀର ଜୀବନ ପ୍ରତି ବିପଦ ଆସିଥାଏ । ତେବେ ଆସନ୍ତୁ ଜାଣିବା ଏହି ୩ ଟି ଜିନିଷ ବିଷୟରେ ଯାହାକୁ ପତ୍ନୀ ମାନେ ଭୁଲ ରେ ମଧ୍ୟ ପିନ୍ଧିବା ଉଚିତ ହୋଇନଥାଏ ।

୧. ଧଳା ବସ୍ତ୍ର

ଶାସ୍ତ୍ରରେ ଏହା ସ୍ପଷ୍ଟ କୁହା ଯାଇଛି ଯେ, କୌଣସି ପତ୍ନୀକୁ ସଂପୂର୍ଣ୍ଣ ଧଳା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ । କାରଣ ଧଳା ବସ୍ତ୍ର ସ୍ଵାମୀ ମରିବା ପରେ ପିନ୍ଧାଯାଏ । ଏହା କରିବା ଦ୍ଵାରା ଆପଣଙ୍କ ମାନ ସମ୍ମାନ ଯାଇପାରେ । ଏହା ଏକ ପ୍ରକାରର ପାପ ମଧ୍ୟ ହୋଇଥାଏ । ଆପଣଙ୍କ ଏହି ଭୁଲ ପାଇଁ ଆପଣଙ୍କ ସ୍ଵାମୀର ଜୀବନ ଉପରେ ବିପଦ ଆସିପାରେ । ବାସ୍ତୁଶାସ୍ତ୍ର ଅନୁସାରେ ମଧ୍ୟ କୌଣସି ପତ୍ନୀକୁ ସମ୍ପୂର୍ଣ୍ଣ ଧଳା ବସ୍ତ୍ର ପିନ୍ଧିବା ଭୁଲ ଅଟେ । ଯଦି ଆପଣ ଧଳା ବସ୍ତ୍ର ପିନ୍ଧିବାକୁ ଚାହୁଞ୍ଚନ୍ତି, ତେବେ ଏମିତି ବସ୍ତ୍ର ପିନ୍ଧନ୍ତୁ ଯେଉଁଥିରେ ଅନ୍ୟ କିଛି ରଙ୍ଗ ରହିଥିବ ।

୨. ସୁନା ଧାତୁ

 

ଏହି ଆଧୁନିକ ଦୁନିଆରେ ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ ନିଜ ଗୋଡରେ ସୁନାର ପାଉଞ୍ଚି ପିନ୍ଧି ଦେଉଛନ୍ତି । ଏହା ବିବାହ କରିଥିବା ନାରୀ ମାନଙ୍କ ପାଇଁ ସଂପୂର୍ଣ୍ଣ ରୂପରେ ଅଶୁଭ ହୋଇଥାଏ । ଗୋଡରେ ସୁନାର ଜିନିଷ ପିନ୍ଧିବା ଦ୍ଵାରା କୁବେର ଦେବତାଙ୍କ ଅପମାନ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ପରିବାରରେ ବାଦବିବାଦ ଓ ସମ୍ପର୍କ ଭାଙ୍ଗିପାରେ । ତେଣୁ ଭୁଲ ସେ ମଧ୍ୟ ସୁନାକୁ ଗୋଡରେ ପିନ୍ଧିବେ ନାହିଁ । ଏହା ଏକ ପାପ ହୋଇଥାଏ ।


୩. ହିନ୍ଦୁ ଧର୍ମରେ ସିନ୍ଦୁର ଓ ମଙ୍ଗଳସୂତ୍ରର ବହୁତ ମହତ୍ଵ ରହିଛି । ଏହି ଦୁଇଟି ଜିନିଷ ବିନା ବିବାହ ସଂପୂର୍ଣ୍ଣ ହୋଇପାରିବ ନାହିଁ । ବର୍ତ୍ତମାନର ଆଧୁନିକ ଦୁନିଆରେ ବହୁତ ମହିଳା ବିବାହ ପରେ ମଧ୍ୟ ସିନ୍ଦୁର ଓ ମଙ୍ଗଳସୂତ୍ର ପିନ୍ଧୁ ନାହାନ୍ତି । ଏହା ଏକ ବହୁତ ବଡ ପାପ ହୋଇଥାଏ । ଏହା କରିବା ଦ୍ଵାରା ଆପଣଙ୍କୁ ସମାଜରେ ଅପମାନ ମିଳିବା ସହିତ ଆପଣଙ୍କ ସ୍ଵାମୀର ଜୀବନ ପ୍ରତି ବିପଦ ଆସିପାରେ । ତେଣୁ ଭୁଲ ସେ ମଧ୍ୟ ଏହି ସବୁ ଭୁଲ କରିବେ ନାହିଁ ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ । ଦୟାକରି ଏହାକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *