ରୋମାଣ୍ଟିକ ସିନ ରେ ନିଜକୁ କଣ୍ଟ୍ରୋଲ କରି ପାରି ନଥିଲେ ଏହି 5 ଜଣ କଳାକାର, ଜଣେ ତ ସବୁ ସୀମା ପାର କରି ଯାଇଥିଲେ

ବଲିଉଡରେ ଫିଲ୍ମରେ ଥିବା ରୋମାଣ୍ଟିକ ସିନକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ଏହି ରୋମାଣ୍ଟିକ ସିନର ସୁଟିଙ୍ଗ ଦ୍ଵାରା ହିରୋଇନ ମାନେ ଶୋଷଣର ଆଧାର ମଧ୍ୟ ହୋଇଯାନ୍ତି, ଯାହାଫଳରେ ପରବର୍ତ୍ତୀ ସମୟରେ ଏମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏପରି କିଛି କଳାକାରଙ୍କ ବିଷୟରେ କହିବୁ ଯେଉଁମାନେ ରୋମାଣ୍ଟିକ ସିନ କରିବା ସମୟରେ ନ୍ଜିଆକୁ ନିୟନ୍ତ୍ରଣ କରିପାରି ନଥିଲେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାରଙ୍କ ବିଷୟରେ ।

୧. ଦିଲୀପ ତାହିଲ ଓ ଜୟ ପ୍ରଦା

ମିଡିଆ ରିପୋର୍ଟ ଅନୁସାରେ ଥରେ ଦିଲୀପ ଜୟାଙ୍କ ସହ କାମ କରୁଥିଲେ । ହେଲେ ସେହି ସମୟରେ ସୁଟିଙ୍ଗ ସମୟରେ ଏମିତି କିଛି ହୋଇଥିଲା ଯାହା ଫଳରେ ଦିଲୀପ ସମସ୍ତଙ୍କ ସାମ୍ନାରେ ଅପମାନିତ ହୋଇଥିଲେ । ଗୋଟେ ଫିଲ୍ମରେ ଦିଲୀପଙ୍କ ସହ ଜୟାଙ୍କ ଇଣ୍ଟିମେଟ ସିନ ସୁଟିଙ୍ଗ କରିବାର ଥିଲା । ହେଲେ କ୍ୟାମେରା ଅନ ହେବା ପୂର୍ବରୁ ଦିଲୀପ ନିଜ ଉପରେ ନିୟନ୍ତ୍ରଣ ହରେଇଥିଲେ ଓ ଜୟାଙ୍କୁ ଜୋର ସେ ଧରିଦେଇଥିଲେ । ଏଥିରୁ ଜୟା ନିଜକୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ, ଶେଷରେ ଜୟା ଦିଲୀପଙ୍କୁ ଏକ ଚାପୁଡା ମାରିଥିଲେ । ଏହାଫଳରେ ଦିଲୀପ ସମସ୍ତଙ୍କ ସାମ୍ନାରେ ବେଜିତ ହୋଇଥିଲେ ।

୨. ସିଦ୍ଧାର୍ଥ ମଲ୍ହୋତ୍ରା ଓ ଜ୍ୟାକଲିନ ଫର୍ନାଣ୍ଡିସ

ଫିଲ୍ମ ‘ଏ ଜେନ୍ଟଲ ମ୍ୟାନ’ରେ ଏମାନଙ୍କର ଏକ କିସ ସିନ ଥିଲା । ରିପୋର୍ଟ ଅନୁସାରେ ଜଣା ପଡିଛି ଯେ, ଏମାନେ ସେହି ସିନରେ ଏତେ ଭାବ ବହୁଳ ହୋଇ କିସ କରୁଥିଲେ ଯେ, ଏମାନଙ୍କୁ ସୁଟିଙ୍ଗ କଟ ହେବାର ଆବାଜ ମଧ୍ୟ ଶୁଭା ଯାଇନଥିଲା । ଏହି ଫିଲ୍ମରେ ଥିବା କିସ ସିନ ସବୁଠାରୁ ଲମ୍ବା କିସ ସିନ ବୋଲି କୁହାଯାଉଛି ।

୩. ରଞ୍ଜିତ ଏବଂ ମାଧୁରୀ ଦୀକ୍ଷିତ

୮୦ ଓ ୯୦ ଦଶକର ଅଧିକାଂଶ ଫିଲ୍ମରେ ରେପ ସିନ ସୁଟିଙ୍ଗ କରାଯାଉଥିଲା । ୧୯୮୯ର ଏକ ଫିଲ୍ମରେ ଠିକ ଏହିପରି ଏକ ସିନ ରହିଥିଲା । ଏହି ଫିଲ୍ମରେ ଭିଲେନ ରଞ୍ଜିତ ମାଧୁରୀଙ୍କ ସହ ରେପ ସିନ କରୁଥିଲେ ହେଲେ, ସେହି ସମୟରେ ରଞ୍ଜିତ ନିଜକୁ ନିୟନ୍ତ୍ରଣ କରିପାରିଲେ ନାହିଁ । ଯାହାଫଳରେ ସେ ମାଧୁରୀଙ୍କ ସହ ଜବରଦସ୍ତ କରିବା ପାଇଁ ଚେଷ୍ଟା କରିଥିଲେ, ଏହା ଦେଖି ମାଧୁରୀ ଡରି ଯାଇଥିଲେ ।

୪. ବିନୋଦ ଖନ୍ନା ଓ ମାଧୁରୀ ଦୀକ୍ଷିତ

ଫିଲ୍ମ ‘ଦୟାବାନ’ରେ ବିନୋଦ ଓ ମାଧୁରୀଙ୍କ ମଧ୍ୟରେ ବହୁତ ଅତରଙ୍ଗ ସିନ ରହିଥିଲା । ଏହି ଫିଲ୍ମର ସୁଟିଙ୍ଗରେ ବିନୋଦ ନିଜକୁ ବିଲକୁଲ ନିୟନ୍ତ୍ରିତ କରିପାରି ନଥିଲେ । ଏହି ଫିଲ୍ମର ଚର୍ଚା ଆଜି ପର୍ଯ୍ୟନ୍ତ ହେଉଛି । ମାଧୁରୀ ଏହି ଫିଲ୍ମକୁ ନିଜ କ୍ୟାରିୟରର ସବୁଠାରୁ ବଡ ଭୁଲ ବୋଲି କହିଛନ୍ତି ।

୫. ରଣବିର କପୁର ଓ ଏବଲିନ ଶର୍ମା

୨୦୧୩ରେ ରିଲିଜ ହୋଇଥିବା ଫିଲ୍ମ ‘ୟେ ଜବାନି ହେ ଦିବାନି’ରେ ଏକ ସିନ ଥିଲା, ଯେଉଁଥିରେ ଏବଲିନ ଶର୍ମାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା, ଏହି ବାହାନାରେ ରଣବିର ତାଙ୍କ ସହ ଫ୍ଲଟିଙ୍ଗ କରୁଛନ୍ତି । ଖବର ଅନୁସାରେ ଜଣା ପଡିଛି ରଣବିର ଏବଲିନଙ୍କ ସହ ଫ୍ଲଟିଙ୍ଗ କରିବା ସମୟରେ ନିଜକୁ ନିୟନ୍ତ୍ରିତ କରିପାରିଲେ ନାହିଁ । ଯାହାଫଳରେ ଡାଇରେକ୍ଟରକୁ ତିନି ଥର କଟ କହିବାକୁ ପଡିଥିଲା ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ସବୁ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *