କାନ ଧରି, ଅଧିଆ ପଡି ଭୁଲ ମାଗିଲେ ଟେଣ୍ଡ ହାଉସ ମାଲିକ, ମହାପ୍ରଭୁଙ୍କ ଅପମାନ ପଡିଗଲା ମହଙ୍ଗା…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଏଭଳି ଏକ ଦୁଃଖଦ ଦୃଶ୍ୟ ଭା-ଇ-ରା-ଲ ହେବାରେ ଲାଗିଛି ଯାହାକୁ ଦେଖି ଭକ୍ତ ମର୍ମାହତ ହୋଇ ପଡିଛି । ତେବେ ଆସନ୍ତୁ ଜାଣିନେବା ସେହି ବିଶେଷ ବିବରଣୀ ସମ୍ବନ୍ଧରେ କିଛି କଥା । ଜଗତର ନାଥ ଜଗନ୍ନାଥ ନିଜ ଭକ୍ତ ଙ୍କୁ ଦର୍ଶନ ଦେବା ପାଇଁ ସେ ପଦାକୁ ଆସନ୍ତି ତାହା ପୁଣି ବଡ ରଥରେ ବସି । ତେବେ ରଥ ଉପରେ ଦର୍ଶନ ଦେଉଥିବା ଠାକୁର ଯଦି ବାଉଁଶ ଲଦା ହୋଇଥିବା ଗାଡିରେ ଜାଆନ୍ତି ତେବେ ଏହି ଦୃଶ୍ୟ ଜଗନ୍ନାଥ ପ୍ରେମୀ ଙ୍କ ନିମନ୍ତେ କେତେ ମାତ୍ରାରେ ବ୍ୟଥିତ କରୁଥିବ । 

ତେବେ ଆମ୍ଭ ମାନସିକତା କେଉଁ ସ୍ତରକୁ ଖସି ଯାଇଛି ଏବଂ ଆମ୍ଭ ବିବେକର ଭାବନା କଣ ହୋଇଯାଇଅଛି ? ଅର୍ଥାତ ମଣିଷ ପଣିଆଟା ଯେମିତି ସତରେ ମରିଯାଇଛି । କାରଣ ଏ ହେଉଛି ଷାଠିଏ ନମ୍ବର ରାଜପଥର ଦୃଶ୍ୟ । ଏହି ଦୃଶ୍ୟରେ ଗୋଟିଏ ଟେଣ୍ଡ ହାଉସର ଗାଡି ବାଲେଶ୍ଵରରୁ ପଶ୍ଚିମବଙ୍ଗ ଯାଉଅଛି କୌଣସି ଏକ ବଡ କାର୍ଯ୍ୟ ନିହାତି ଭାବରେ ହେବ । ଏବଂ କାର୍ଯ୍ୟ ଆରମ୍ଭରେ ଏହି ଜଗନ୍ନାଥ ଙ୍କୁ ପୂଜା କରି କାର୍ଯ୍ୟ ଆରମ୍ଭ ହେବ ।

କିନ୍ତୁ ଜଗନ୍ନାଥ ଙ୍କୁ ନେବାର ତାରିକା ଆପଣ ଦେଖିଲେ ମନୁଷ୍ୟର ମୂର୍ଖତାର ପରିଚୟ ମିଳିଯିବ । ତେବେ ଏ ହେଉଛି ପ୍ରତ୍ୟକ ଓଡିଆଙ୍କର ଭାବନାର କଥା ମାତ୍ର ଜଗତର ନାଥ ଜଗନ୍ନାଥ ଙ୍କୁ ଏହି ଗାଡି ପଛରେ ଯେଉଁଭଳି ଭାବରେ ନିଆ ଯାଉଛି, ସତରେ ଏହାଠାରୁ ଆଉ କିଛି ଦୁର୍ଭାଗ୍ୟ ନାହିଁ ।

ଆଉ ଏହି ଭି-ଡି-ଓ ଯେତେବେଳେ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେବାକୁ ଲାଗିଲା ଠିକ ସେତିକି ବେଳେ ସାମ୍ନାକୁ ଆସିଲେ ଟେଣ୍ଡ ହାଉସର ମାଲିକ ଜଗନ୍ନାଥ ମନ୍ଦିରରେ ଅଧ୍ୟାୟ ପଡିଲେ । କାନ ଧରି ଭୁଲ ମାଗିଲେ । ସେ କହିଛନ୍ତି ଯେ କାଲି ଯେଉଁ ଘଟଣା ଘଟିଛି ତାହାକୁ ନେଇ ମାଲିକ ବହୁତ ଅନୁତପ୍ତ କରିଛନ୍ତି ।

ଏହାପରେ ସେ କହିଛନ୍ତି ଯେ ସେ ଓଡିଶା ବାହାରେ ଥିଲେ ଯାହା ଫଳରେ ତାଙ୍କ ୱାର୍କର୍ସ ମାନେ ତାଙ୍କ ଅନୁପସ୍ତିରେ ଏଭଳି ଏକ ଭୁଲ ନିଷ୍ପତ୍ତି ନେଇଛନ୍ତି । ଏବଂ ଅଗଣିତ ଜଗନ୍ନାଥ ପ୍ରେମୀ ଙ୍କ ମନରେ ଯେଉଁ କଷ୍ଟ ହୋଇଛି ସେଥିପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ଅଜାଣତରେ ଏଭଳି ଏତେ ବଡ ଭୁଲ ହୋଇଯାଇଛି ବୋଲି କହିଛନ୍ତି ଟେଣ୍ଡ ମାଲିକ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *