କାନ ଭିତରୁ ସୁ-ସୁ ହେଇ ଭୟଙ୍କର ଗର୍ଜନ କରୁଛି ବିଷଧର ସାପ…ମୁହଁ ଦେଖାଉଛି ପୁଣି ପଶି ଯାଉଛି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ସୋସିଆଲ ମିଡିଆରେ ପ୍ରତିଦିନ କିଛିନା କିଛି ଭିଡିଓ ଭାଇରାଲ ହେଉଛି । କିଛି ଭିଡିଓ ମଜାଦାର ଲାଗେ ତ ଆଉ କିଛି ଭିଡିଓ ଦେଖିଲେ ଖୁବ ଭୟ ଲାଗିଥାଏ । ସେମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଛି । ଭିଡିଓଟି ଦେଖିଲେ ଭାରୀ ଅଜବ ଲାଗୁଥିଲେ ବି ଏହାକୁ ଅସମ୍ଭବ ବୋଲି କୁହାଯାଇ ପାରିବନି । ଏମିତି ଏ ଘଟଣା ସମସ୍ତଙ୍କୁ ଚିନ୍ତା କରିବା ପାଇଁ ବାଧ୍ୟ କରି ଦେବ ।

ଜଣେ ମହିଳାଙ୍କ କାନରୁ ଏକ ବିଷାକ୍ତ ସାପ ବାହାରିଥିବାର ଦୃଶ୍ୟ ଏବେ ଭାଇରାଲ ହେଉଛି । ସାପ ନାଁ ଶୁଣିଲେ ଆମକୁ ଭୟ ଲାଗେ । ଆଉ ଏହାକୁ ଦେଖିଦେଲେ ଲୋକେ ଧାଇଁ ପଳାନ୍ତି । ହେଲେ ଯଦି ଏହି ସାପ କାନରେ ପଶିଯାଏ, ତେବେ ଭୟ କେତେ ମାତ୍ରାରେ ଲାଗୁଥିବ, ତାହା ଆପଣ ଅନୁମାନ କରିପାରୁଥିବେ । ଏମିତି ଏକ ଘଟଣା ଏବେ ଦେଖିବାକୁ ମିଳିଛି । ଯେଉଁଠି ମହିଳାଙ୍କ କାନରେ ସାପ ପଶିଯିବା ଦେଖିବାକୁ ମିଳିଛି ।

ସାପଟିକୁ କାନରୁ କାଢିବା ପାଇଁ ଯୁବତୀ ଜଣକ ଡାକ୍ତର ପାଖକୁ ଯାଇଛନ୍ତି । ଡାକ୍ତର ଏହାକୁ କାଢିବାକୁ ଚେଷ୍ଟା କରୁଥିବା ସମୟରେ ସାପଟି କାନ ଭିତରେ ପଶି କଲବଲ ହେଉଛି । ଯାହାର ଭିଡିଓ ଭାଇରଲ ହେଉଛି । ତେବେ ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ହଳଦିଆ ରଙ୍ଗର ସାପ ଯୁବତୀଙ୍କ କାନରେ ପଶିଯାଇଛି । ଯୁବତୀ ଜଣକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ସାପଟିକୁ କାନରୁ କାଢିବା ପାଇଁ ଯୁବତୀ ଜଣକ ଡାକ୍ତର ପାଖକୁ ଯାଇଛନ୍ତି ।

ଡାକ୍ତର ଏହାକୁ କାଢିବାକୁ ଚେଷ୍ଟା କରୁଥିବା ସମୟରେ ସାପଟି କାନ ଭିତରେ ପଶି କଲବଲ ହେଉଛି । କିନ୍ତୁ ଆଁ କରି ଫଣା ଟେକୁଛି । ଡାକ୍ତର ଏହାକୁ ସତର୍କତାର ସହିତ କାଢିବାକୁ ଚେଷ୍ଟା କରୁଛନ୍ତି । ସାପକୁ ଡାକ୍ତର ଫୋରସେପ ମାଧ୍ୟମରେ କାଢିବାକୁ ଚେଷ୍ଟା କରୁଛନ୍ତି । ସାପର ଲମ୍ବା କେତେ ତାହା ଜଣାପଡିନାହିଁ । କାନ ଭଳି ଛୋଟ ଜାଗାରେ ସାପ କେମିତି ପଶିଲା, ତାହା ଜାଣି ହେଉନାହିଁ । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଏହି ଭିଡିଓକୁ ଫେସବୁକରେ ଚନ୍ଦନ ସିଂହ ନାମକ ଆକାଉଣ୍ଟରେ ସେୟାର ହୋଇଛି । ଯେଉଁଥିରେ କେବଳ କ୍ୟାପସନ ଲେଖାଯାଇଛି, କାନରେ ପଶିଗଲା ସାପ । ତେବେ ଏହି ଭିଡିଓ କେଉଁଠାରର ତାହା ଜଣାପଡିନାହିଁ । ଆପଣ ସାପକୁ ନେଇ ଏପରି ଅନେକ ଭିଡିଓ ଦେଖିଥିବେ ନିଶ୍ଚିତ । ଏହାର ସତ୍ୟତା କେତେ ତାହା ଆମକୁ ଜଣାନାହିଁ । ଏହା କେବଳ ସୋସିଆଲ ମିଡିଆ ଭାଇରଲ ଭିଡିଓରୁ ଜଣାପଡିଛି ।

ତେବେ ଏହି ଭିଡିଓ ଆପଣଙ୍କୁ ବିଚଳିତ କରିପାରେ । କିନ୍ତୁ କେବଳ ସଚେତନତା କରିବା ହିଁ ଆମର ଲକ୍ଷ୍ୟ । କୌଣସି ବ୍ୟକ୍ତିଙ୍କୁ କଷ୍ଟ ଦେବା କିମ୍ବା ଅସୁବିଧାରେ ପକାଇବା ଆମର ଉଦ୍ଦେଶ୍ୟ ନୁହେଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *