ଭୁବନେଶ୍ଵରର ଚାଲିଛି ଆତଙ୍କରାଜ, ଘରେ ପଶି ଦେଖେଇଲେ ଭାଇଗିରି, ଭଙ୍ଗାରୁଜା କଲେ, ଲୋକଙ୍କୁ ଡରେଇଲେ, ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରୁ ସବୁ ଆଶ୍ଚର୍ଯ୍ୟ ଜନକ ଘ-ଟ-ଣା ଘ-ଟୁ-ଛି ଯାହା ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାର ବିଷୟ ପାଲଟୁଛି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଘ-ଟ-ଣା-ଟି ବହୁତ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ରାଜଧାନୀ ଭୁବନେଶ୍ଵର ଆପାର୍ଟମେଣ୍ଟରେ ଗୁ-ଣ୍ଡା-ରା-ଜ ଦେଖିବାକୁ ମିଳିଛି । ସହିଦ ନଗର ସ୍ଥିତ ଏକ ଆପାର୍ଟମେଣ୍ଟରେ ଦୁଇଜଣ ଦୁ-ର୍ବୁ-ତ-ଙ୍କ ଆ-ତ-ଙ୍କ-ରା-ଜ ଦେଖିବାକୁ ମିଳିଛି । ଦୁଇଜଣ ବ୍ୟକ୍ତି ଆପାର୍ଟମେଣ୍ଟରେ ପଶି ଭ-ଙ୍ଗା ରୁ-ଜା କରିବା ସହ ଲୋକମାନଙ୍କୁ ଭ-ୟ-ବି-ତ କରିଥିଲେ । ଭ-ୟ-ବି-ତ କରିବା ସହ ଲୋକ ମାନଙ୍କୁ ଗା-ଳି ଗୁ-ଲ-ଜ କରିଥିଲେ । ଅଧିକାଂଶ ଦିନ ଏପରି ହେଉଥିବା ସ୍ଥାନୀୟ ଲୋକମାନେ ଅ-ଭି-ଯୋ-ଗ କରିଛନ୍ତି ।

ଏପରିକି ଲୋକ ମାନଙ୍କୁ ମାରିବା ପାଇଁ ଧ-ମ-କ ଦେଉଥିବାର ମଧ୍ୟ ସୂଚନା ମିଳିଛି । ଏନେଇ ଗତ କାଲି ଆପାର୍ଟମେଣ୍ଟରେ ବାସିନ୍ଧା ମାନେ ଥାନାରେ ଅ-ଭି-ଯୋ-ଗ କରିଛନ୍ତି ଓ ଦୁଇଜଣ ଦୁ-ର୍ବୁ-ତଙ୍କ ବି-ରୋ-ଧ-ରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦା-ବି ମଧ୍ୟ କରିଛନ୍ତି । ତ ବହୁତ ଦିନ ହେବ ରାତ୍ରି ସମୟରେ କମ ବୟସର ଯୁବକ ମାନେ ରାଜଧାନୀରେ ଭାଇଗିରି ବା ଦାଦାଗିରି କରୁଛନ୍ତି ।

ହାତରେ ଖ-ଣ୍ଡା ଓ ବ-ନ୍ଧୁ-କ ଧରି ଲୋକ ମାନଙ୍କ ମନରେ ଭ-ୟ-ସୃଷ୍ଟି କରୁଛନ୍ତି । ଗତ କିଛି ମାସ ତଳେ ମଧ୍ୟ ଏଭଳି ଏକ ଘ-ଟ-ଣା ସାମ୍ନାକୁ ଆସିଥିଲା ଯେଉଁଥିରେ ପାଖାପାଖି ୫୦ ରୁ ଅଧିକ ଲୋକ ଖଣ୍ଡା ନେଇ ଦା-ଦା-ଗି-ରି କରୁଥିବାର ସୂଚନା ମିଳିଥିଲା । ଏ ପର୍ଯ୍ୟନ୍ତ ଅନେକଙ୍କୁ ଗି-ର-ଫ କରାଯାଇଛି ଓ ପୋଲିସର ଏକ ସ୍ପେଶିଆଲ ଟିମ ସେମାନଙ୍କୁ ଧ-ରି-ବା ପାଇଁ ଘ-ନ-ଘା-ନ ଚ-ଢା-ଉ କରୁଛି ।

ବର୍ତ୍ତମାନ ପୋଲିସ ସେହି ଦୁଇ ଦୁ-ର୍ବୁ-ତ-ଙ୍କୁ ଧରିବା ପାଇଁ ସମସ୍ତ ଯୋଜନା ଆରମ୍ଭ କରି ସାରିଛି । ସହିଦ ନଗରରେ ଦୁ-ର୍ବୁ-ତ ମାନଙ୍କ ଆତଙ୍କର ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେବାରେ ଲାଗିଛି ଯାହାକୁ ନେଇ ଲୋକ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ।

Leave a Reply

Your email address will not be published. Required fields are marked *