ଭୂତକୁ ଡରୁଥିବା ଲୋକ ଭୁଲରେ ବି ଏହି Video କୁ ଦେଖନ୍ତୁ ନାହିଁ

ନମସ୍କାର ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭୂତ ପ୍ରେତ ବିଷୟ ରେ ଶୁଣିଥିବେ । କେତେବେଳେ ଶୁଣିଥିବେ କି କୌଣସି ବ୍ୟକ୍ତି ଦେହରେ ଭୂ-ତ କିମ୍ବା କୌଣସି ଆ-ତ୍ମା ର ବାସ ଅଛି କିମ୍ବା କେହି ଭୁ-ତ କୁ ଦେଖି ଭୟବିତ ହୋଇ ପଡ଼ିଥାଏ । ତେବେ ଏହି ଭୂତ ଏବଂ ପ୍ରେତ କେଉଁଠି ରୁହନ୍ତି କିମ୍ବା କେଉଁଠି ଦେଖା ଯାଆନ୍ତି ତାହା କେହି ଜାଣି ନାହାଁନ୍ତି ଏହା ଛଡା ସିନେମା ଆଦିରେ ଦେଖା ଯାଏ କି ଯେଉଁଠି ସୁନ ସାନ ସ୍ଥାନ କିମ୍ବା ଖାଲି ଘରେ ଭୂତ ର ବାସ ଥାଏ । ତେବେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖି ଆପଣ ନିଶ୍ଚିତ ଡରିଯିବେ । ତେବେ ଆସନ୍ତୁ ଦେଖିନେବା ସେହି ଭିଡିଓ ଗୁଡିକ କଣ ।

୧- ପ୍ରଥମ ଭିଡିଓ ରେ ଜଣେ ବ୍ୟକ୍ତି ଏକ ଖାଲି ଘରକୁ ଯାଇଥିଲା କିନ୍ତୁ ଭିତରକୁ ଯିବା ବେଳେ ସେ ହଠାତ କିଛି ଦେଖି କରି ଦୌଡି ପଳାଇ ଆସିଥିଲେ । ତେବେ ଏହାର କିଛି ସମୟ ପରେ ସେ ଖୋଲା କବାଟ ଟି ଆପେ ଆପେ ବନ୍ଦ ହୋଇ ଯାଇଥିଲା । ତେବେ ଏହା କଣ ଭୂତ ର କାମ କିମ୍ବା ଅନ୍ୟ କିଛି ।

୨- ଦ୍ଵିତୀୟ ଭିଡିଓ ରେ ଗୋଟିଏ ଘରେ ଦୁଇ ଜଣ ଯୁବକ ଶୋଇଥିଲେ ଏବଂ ତାଙ୍କ ମଧ୍ୟରୁ ଗୋଟିଏ ଯୁବକ ଙ୍କ ଗୋଡ଼ କୁ ଆପେ ଆପେ ପବନ ରେ ଉଡିବାକୁ ଲାଗିଥିଲା ଏବଂ ଜୋର ଜୋରରେ ଛାଟିବାକୁ ଲାଗିଲା ଏବଂ ସେହି ଯୁବକ ର ନିଦ ଭାଙ୍ଗିଲା ପରେ ସେହି ଯୁବକ କିଛି ବୁଝି ପାରି ନଥିଲା ।

୩- ତୃତୀୟ ଭିଡିଓ ରେ ହେଉଛି ଜଣେ ଛୋଟ ପିଲାଟି ଛାତ ଉପରେ ବୁଲୁଥିଲା ଏବଂ ବୁଲୁଥିବା ସମୟରେ କେହି ବି ନଥିଲେ ତା ସହ କିନ୍ତୁ ହଠାତ କେହି ତାକୁ ପଛରୁ ଧ-କା ମା-ରି ଥିଲା ଏବଂ ସେ ପ-ଡି ଯାଇଥିଲା ତେବେ ସେ ଛାତ ରେ କେହି ବି ନଥିଲେ । କିନ୍ତୁ ଭିଡିଓ ରେ କିଛି ଛାଇ ଭଳି ଦେଖାଯାଉଥିବା ଅଦୃଶ୍ୟ ଶକ୍ତି ସେହି ପିଲାଟି କୁ ଧ-କା ମା-ରି ପଳାଇ ଥିଲା ।

୪- ଚତୁର୍ଥ ଭିଡିଓ ରେ ଏକ ଘର ଯାହାକି ସମ୍ପୂର୍ଣ୍ଣ ଭାବରେ ଖାଲି ଥିଲା କେହି ବି ନଥିଲେ କିନ୍ତୁ ହଠାତ ଏକ ଘରୁ କେହି ଥିବାର ଦେଖା ଯାଉଥିଲା । କିନ୍ତୁ ଧ୍ୟାନ ର ସହିତ ଦେଖିଲେ ଜଣା ପଡିଲା କି କେହି ବ୍ୟକ୍ତି ଆପେ ଆପେ ଉପରକୁ ଉଠୁଥିଲା ଏବଂ ତଳକୁ ଆସୁଥିଲା । ତେବେ ଏହା କିପରି ସମ୍ଭବ । ତେବେ ଏହି ସବୁ ଭିଡିଓ ସିସିଟିଭି କ୍ୟାମେରା ରେ ରେକର୍ଡ ହୋଇ ଯାଇଥିଲା । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *