ଲେଡି ଟୀଚର Mamita ନିଖୋଜ ମିଷ୍ଟ୍ରି: ଷ୍ଟାଡିୟମ ରେ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ଜାଣନ୍ତୁ ଶବ ପୋତିବାରେ ହାତ କାହାର ? ଦେଖନ୍ତୁ Video

ବନ୍ଧୁଗଣ ନି-ଖୋ-ଜ ମମିତାଙ୍କ ମାମଲାରେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । କଳାହାଣ୍ଡି ଧର୍ମଗଡ ମହାଲିଙ୍ଗ ଷ୍ଟାଡିଅମ୍‌ ସିଲ୍‌ କରି ଖୋଜା ଖୋଜି କରୁଥିଲା ପୋଲିସ । ପ୍ରାୟ ୧୧ ଦିନ ହେବ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗର ସନ୍‌ସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ନି-ଖୋ-ଜ ଥିବା ବେଳେ ତାଙ୍କ ପତ୍ତା ପାଇପାରୁ ନଥିଲା ପୋଲିସ । ଅନ୍ୟ ପକ୍ଷରେ ମମିତାଙ୍କୁ ହ-ତ୍ୟା କରାଯାଇଛି ବୋଲି ଆଗରୁ କୁହାଯାଉଥିଲା ।

ବନ୍ଧୁଗଣ ବର୍ତ୍ତମାନ ଏକ ମାମଲାର ପ-ର-ଦା-ଫା-ସ ହୋଇଛି । କାରଣ ପୋଲିସକୁ ଏକ ମୃ-ତ ଶ-ବ ମିଳିଛି ଓ କୁହାଯାଉଛି ତାହା ମମିତାଙ୍କର ବୋଲି । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଗତ କିଛି ସମୟ ହେବ ଏକ ମୃ-ତ ଶ-ବ ଉଧାର କରାଯାଇଛି । ଶ-ବ-କୁ ପ୍ରଥମେ ପୋ-ଡା ଯାଇଛି ଓ ତା ପରେ ମାଟିରେ ପୋ-ତା ଯାଇଛି ।

ହେଲେ ଘଟଣା ସ୍ଥଳରେ ଏପରି କିଛି ଜିନିଷ ଜ-ବ-ତ ହୋଇଛି ଯାହା ଦ୍ୱାରା ଜଣା ପଡିଛି ଯେ, ସେହି ଶ-ବ-କୁ ଏକ ମହିଳାଙ୍କର । ଘଟଣା ସ୍ଥଳରେ ଥିବା ମାଜିଷ୍ଟ୍ରେଟ କିଛି ବିଶେଷ କଥାର ଖୁଲାସା କରିଛନ୍ତି । ମାଜିଷ୍ଟ୍ରେଟଙ୍କ ମତରେ, ଘଟଣା ସ୍ଥଳରେ ସେ ପାଉଁଜି ଦେଖିଛନ୍ତି, ସୁନା ଚେନ ଦେଖିଛନ୍ତି ଓ ଏକ ପିଣ୍ଡୁଳା ଦେଖିଛନ୍ତି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଶ-ବ-ଟି କାହାର ତାହା ଜଣା ପଡି ନାହିଁ ।

ପୋଲିସ ଶ-ବ-ର ଡିଏନଏ ଟେ-ଷ୍ଟ କରିବା ପରେ ଜଣା ପଡିବ ଯେ, ଏହି ଶ-ବ ମମିତା ମେହେରଙ୍କର ନା ନାହିଁ । ଘଟଣା ସ୍ଥଳରେ ଅନ୍ୟ କିଛି ବିଶେଷ ଜିନିଷ ମଧ୍ୟ ଜ-ବ-ତ ହୋଇଛି ।ଘଟଣା ସ୍ଥଳରେ କିଛି କାଠ ଡେସ୍କ ମିଳିଛି ଯାହା ସ୍କୁଲ ଓ କଲେଜରେ ବ୍ୟବହାର କରାଯାଏ । ବନ୍ଧୁଗଣ ଏହା ଏକ ହ-ତ୍ୟା ବୋଲି ଜଣା ପଡିଯାଉଛି ଓ ଏହି ହ-ତ୍ୟା ସହ ଅନେକ ଲୋକ ଯୋଡି ହୋଇ ଅଛନ୍ତି କାରଣ ଗୋଟିଏ ଲୋକ ଏମିତି ହ-ତ୍ୟା-ରେ ସଫଳ ହୋଇ ପାରିବ ନାହିଁ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *