ଜେଲ ରେ ଭୋ-ଭୋ ହେଇ କାନ୍ଦନ୍ତି Aryan, ଆର୍ଯ୍ଯନଙ୍କ ସହ ଜେଲ ରେ ବନ୍ଦ ଥିବା କଏଦୀ କହିଲେ ଆର୍ୟ୍ଯନ ଙ୍କ ଏମିତି ଅବସ୍ଥା, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଗୋଟିଏ ବ୍ୟକ୍ତି ବହୁତ ଚର୍ଚାରେ ରହୁଛନ୍ତି ସେ ଆଉ କେହି ନୁହେଁ ସେ ହେଉଛନ୍ତି ଆରିୟାନ ଖାନ । ଅରିୟାନ ଖାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ବେ-ଲ ମିଳି ନାହିଁ ଓ ତାଙ୍କୁ ଆର୍ଥର ରୋଡ ଜେ-ଲ-ରେ ରଖାଯାଇଛି । ଡ୍ର-ଗ କେ-ସ-ରେ ଫ-ସି-ଥି-ବା ଅରିୟାନ ଖାନ ବହୁତ କମ ବର୍ଷରେ ଅନେକ ବଡ ବଡ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଅରିୟାନ ଜେ-ଲ ଯିବା ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭା-ଙ୍ଗି ପଡିଛି । ବଲିଉଡ ଅଭିନେତା ଶାହରୁଖ ଖାନ ନିଜ ଫିଲ୍ମର ସମସ୍ତ ଶୁ-ଟି-ଙ୍ଗ ଛାଡି ପୁଅକୁ ଜେ-ଲ-ରୁ ବାହାର କରିବା ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି । ହେଲେ ଏନସିବି ଆଗରେ ଶାହରୁଖ ଜିତିପାରୁ ନାହାନ୍ତି । ଅରିୟାନ ଯେଉଁ ଜେ-ଲ-ରେ ଅଛନ୍ତି ସେହି ଜେ-ଲ-ରୁ ବାହାରିଥିବା ଜଣେ କଏଦୀ ଅରିୟାନଙ୍କ ବିଷୟରେ କହିଛନ୍ତି ।

ବନ୍ଧୁଗଣ ଯେହେତୁ ଅରିୟାନ ଜଣେ ଭିଆଇପି ତା ହେଲେ ତାଙ୍କୁ କଣ ସ୍ପେଶିଆଲ ଟ୍ରି-ଟ-ମେ-ଣ୍ଟ ମିଳୁଥିବ । ଜେ-ଲ-ରେ ସେ କଣ କରୁଥିବେ ଓ ତାଙ୍କ ମା-ନ-ସି-କ ସ୍ଥି-ତି ଏବେ କେମିତି ଥିବ । ଏ ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ସେହି ଜେ-ଲରୁ ଫେରିଥିବା ଜଣେ କ-ଏ-ଦୀ । ତା ହେଲେ ବନ୍ଧୁଗଣ ସେ କ-ଏ-ଦୀ ସାକ୍ଷାତ୍କାରରେ କଣ ସବୁ ଅରିୟାନଙ୍କ ବିଷୟରେ କହିଛନ୍ତି ଆସନ୍ତୁ ଜାଣିବା ।

କଏଦୀଙ୍କ ନାମ ହେଉଛି ଶ୍ରବଣ ସେ ଅରିୟାନ ଖାନଙ୍କ ବ୍ୟାରେକରେ ଥିଲେ । ଶ୍ରବଣଙ୍କ ମତରେ, ଅରିୟାନଙ୍କୁ କୌଣସି ଭିଆଇପି ଟ୍ରି-ଟ-ମେ-ଣ୍ଟ ମିଳି ନାହିଁ । ତାଙ୍କୁ ଏକ ସାଧାରଣ ମଣିଷ ପରିକା ଜେ-ଲ ଭିତରକୁ ଅଣା ଯାଇଥିଲା ଓ ତାଙ୍କର ଚୁ-ଟି କ-ଟା ଯାଇଥିଲା ଯେମିତି ସବୁ କ-ଏ-ଦୀ-ଙ୍କର କ-ଟା ଯାଏ ।

ଅରିୟାନଙ୍କ ସାଥି ମାନଙ୍କୁ ମଧ୍ୟ ସେହି ବ୍ୟାରେକରେ ରଖାଯାଇଛି ବୋଲି ଶ୍ରବଣ କହିଛନ୍ତି । ଅରିୟାନ ଜେ-ଲ ଭିତରେ ବହୁତ କାନ୍ଦି ଛନ୍ତି । ପ୍ରଥମ ଥର ପାଇଁ ଜେ-ଲ-କୁ ଯାଇଥିବା ସମସ୍ତ ଲୋକ କାନ୍ଦନ୍ତି ସେଭଳି ଅରିୟନ ବି କାନ୍ଦିଥିଲେ । ଅରିୟାନଙ୍କୁ ଜେ-ଲ-ର ଖାଇବା ଭଲ ଲାଗୁ ନଥିଲା ତେଣୁ ସେ କେବଳ କ୍ୟାଣ୍ଟିନରୁ ବିସ୍କେଟ ଅର୍ଡର କରି ଖାଉଥିଲେ । ତା ହେଲେ ବନ୍ଧୁଗଣ ଏହି ସବୁ କଥା କହିଛନ୍ତି ଶ୍ରବଣ । ଅରିୟାନ ଖାନଙ୍କ ବିଷୟରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *