ହିରୋଇନ Swetalina ଙ୍କ ଘରକୁ ଆସିଲା ବହୁତ ବଡ ଦୁଃଖ ଖବର, ଦେଖିଲେ ଆଖିରେ ଲୁହ ରହିବନି, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଶ୍ଵେତଲିନା ।

ଶ୍ଵେତଲିନାଙ୍କୁ ଆପଣ ମାନେ ଓଡିଆ ଲୋକପ୍ରିୟ ସିରିଏଲ ‘ତୋ ଅଗଣାର ତୁଳସୀ ମୁ’ରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ଶ୍ଵେତଲିନା ମୁଖ୍ୟ ଅଭିନେତ୍ରୀ ତଥା ତୁଳସୀ ଭୂମିକାରେ ନଜର ଆସିଛନ୍ତି । ଶ୍ଵେତଲିନା ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଶ୍ଵେତଲିନାଙ୍କ ଘରକୁ ବର୍ତ୍ତମାନ ଏକ ବଡ ଦୁଃଖ ଖବର ଆସିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଗତ କାଲି ଶ୍ଵେତଲିନାଙ୍କୁ ତାଙ୍କ ଜେଜେ ମା ଛାଡି ଚାଲି ଯାଇଛନ୍ତି ଓ ଏହି ଦୁଃଖକୁ ଶ୍ଵେତଲିନା ନିଜ ଫ୍ୟାନ୍ସ ମାନଙ୍କ ସହ ସେୟାର କରିଛନ୍ତି । ଶ୍ଵେତଲିନା ନିଜ ଜେଜେ ମାଙ୍କୁ ବହୁତ ଅଧିକ ଭଲ ପାଉଥିଲେ । ବନ୍ଧୁଗଣ ଜେଜେ ମାଙ୍କ ସହ କିଛି ଖୁସି ମୂହୁର୍ତ୍ତର ଫଟୋ ଓ ଭିଡିଓ ସେ ସୋ-ସି-ଆ-ଲ ମି-ଡି-ଆରେ ଅପଲୋଡ କରିଥିଲେ ଯାହାକୁ ଦେଖି ଫ୍ୟାନ୍ସ ମାନେ ବହୁତ ଦୁଃଖ ଅନୁଭବ କରିଛନ୍ତି ।

ହେଲେ ବନ୍ଧୁଗଣ ଜେଜେ ମା ଚାଲିଯିବା ପରେ ବର୍ତ୍ତମାନ ଭାଙ୍ଗି ପଡିଛନ୍ତି ଶ୍ଵେତଲିନା । ଶ୍ଵେତଲିନାଙ୍କୁ ତାଙ୍କ ଜେଜେ ମା ବହୁତ ଭଲ ପାଉଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ଶ୍ଵେତଲିନା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *