ପୋଲିସ ଜେରା ସମୟରେ ଭୋ-ଭୋ ହେଇ କାନ୍ଦିଲା Govinda Sahu, ଓଗାଳିଲା ସବୁ ସତ, ଯାହା ସବୁ କହିଲା ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ମମିତା ମେହେର ମୃ-ତ୍ୟୁ ମାମଲାର ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁଙ୍କ ସହ ପୋଲିସ ଅନ୍ୟ ତିନି ଜଣଙ୍କୁ ଅ-ଟ-କ ରଖିଛି । ଗୋବିନ୍ଦଙ୍କୁ ଗତ କାଲି କୋ-ର୍ଟ ଚା-ଲା-ଣ ସହ ଆଜି ରି-ମା-ଣ୍ଡ-ରେ ଆଣିଛି ବଲାଙ୍ଗୀର ପୋଲିସ । ଆଜି ଗୋବିନ୍ଦଙ୍କ ଡ୍ରାଇଭର ରାଧେ ଶ୍ୟାମ ଚଣ୍ଡୀଙ୍କୁ କୋ-ର୍ଟ-ରେ ହା-ଜ-ର କରାଯାଇଥିଲା । ରାଧେଙ୍କୁ ପ୍ରଥମେ ସିନ୍ଧେକେଲାରେ ମେଡିକାଲ ଟେ-ଷ୍ଟ କରାଯାଇ କୋ-ର୍ଟ-ରେ ହା-ଜ-ର କରଯାଇଥିଲା ।

ରାଧେଙ୍କ ବେ-ଲ ରି-ଜେ-କ୍ଟ ହୋଇଛି ଓ ବର୍ତ୍ତମାନ ତାଙ୍କୁ ଜେ-ଲ ପଠାଯାଇଛି । ତାଙ୍କ ପାଇଁ କୌଣସି ରି-ମା-ଣ୍ଡ ଅପିଲ କରିନଥିଲା ବଲାଙ୍ଗୀର ପୋଲିସ । ଏବେ ପୋଲିସ ହି-ଫା-ଜ-ତ-ରେ ଗୋବିନ୍ଦ ସାହୁ, ଜେସିବି ଡ୍ରାଇଭର ପୁଷ୍କର ଭୋଇ, ମୁନସି ଗୁପ୍ତେଶ୍ଵର ତାଣ୍ଡିଙ୍କୁ ପୋଲିସ ଅ-ଟ-କ ରଖିଛି । ବନ୍ଧୁଗଣ ଗୋବିନ୍ଦ ସହ ପଚରା ଉଚରା କରିବା ବେଳେ ଗୋବିନ୍ଦ ଭୋ ଭୋ ହେଇ କାନ୍ଦି ଥିଲା ଓ ଘଟଣା ବିଷୟରେ ସମସ୍ତ ସୂଚନା ଦେଇଥିଲା ।

ଗୋବିନ୍ଦ କିଭଳି ଭାବରେ ମମିତାଙ୍କ ହ-ତ୍ୟା କରିଛି ତାର ସମସ୍ତ ସୂଚନା ପୋଲିସକୁ ଦେଇଥିଲା । ଗୋବିନ୍ଦ ସୂଚନା ଦେବା ସମୟରେ ଡିଆଇଜି ଓ ବଲାଙ୍ଗୀର ପୋଲିସ ଉପସ୍ଥିତ ଥିଲେ । ଏବେ ସବୁଠାରୁ ବଡ କଥା ହେଉଛି ମମିତାଙ୍କ ମୋବାଇଲ ଫୋନ । ବନ୍ଧୁଗଣ ଏହି ଘ-ଟ-ଣା ପଛରେ ଥିବା ଅନେକ ରହସ୍ୟର ପ-ର-ଦା-ଫା-ସ କରିପାରେ ଏହି ମୋବାଇଲ ଫୋନ ।

ତେଣୁ ବର୍ତ୍ତମାନ ସମୟରେ ପୋଲିସ, ସାଇଣ୍ଟିଫିକ ଟିମ ଓ ଟେକିନିକାଲ ଟିମ ମହାଲିଙ୍ଗ ଷ୍ଟାଡିୟମ ଯାଇ ମୋବାଇଲ ଫୋନ ଖୋଜୁଛି । ପଚରା ଉଚରା ବେଳେ ଗୋବିନ୍ଦ ନିଜେ କହିଥିଲା ଯେ, ମମିତାଙ୍କ ଫୋନ ସେହି ସ୍ଥାନରେ ଅଛି ଯେଉଁ ସ୍ଥାନରୁ ତାଙ୍କ ମୃ-ତ ଦେ-ହ ମିଳିଛି । ହେଲେ ବନ୍ଧୁଗଣ ବର୍ତ୍ତମାନ ପର୍ଯ୍ୟନ୍ତ ମୋବାଇଲ ଫୋନ ମିଳିଛି ନା ନାହିଁ ତାହା ସ୍ପର୍ଷ୍ଟ ହୋଇ ନାହିଁ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *