Govind ବିରୁଦ୍ଧରେ ମୁହଁ ଖୋଲିଲେ ଗୋବିନ୍ଦ ସାହୁ ର ଡ୍ରାଇଭର ରାଧେର ପତ୍ନୀ, ସେ ଯାହା କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଗୋବିନ୍ଦ ସାହୁଙ୍କ କ-ଳା କ-ର୍ଣ୍ଣ-ମା ବିଷୟରେ ସମସ୍ତ ଲୋକ ଜାଣି ସାରିଛନ୍ତି । ବହୁତ ଚର୍ଚିତ ମମିତା ମୃ-ତ୍ୟୁ ମାମଲାରେ ଗୋବିନ୍ଦ ସାହୁ ମୁଖ୍ୟ ଅ-ଭି-ଯୁ-କ୍ତ ଅଟନ୍ତି । ମମିତାଙ୍କୁ ସେ ନିଜେ ହ-ତ୍ୟା କରିଥିଲେ ଓ ସେ ନିଜ ଦୋ-ଷ ମାନି ସାରିଛନ୍ତି । ଗତ ଦୁଇ ଦିନ ତଳେ ଗୋବିନ୍ଦଙ୍କୁ ପୋଲିସ ଗି-ର-ଫ କରିଥିଲା ଓ ଏହି ଦୁଇ ଦିନ ମଧ୍ୟରେ ପୋଲିସ ଗୋବିନ୍ଦ ଠାରୁ ସବୁ କଥା ଓ-ଗା-ଳି ଥିଲା ।

ଆଜି ଗୋବିନ୍ଦଙ୍କ ଡ୍ରାଇଭର ରାଧେ ଶ୍ୟାମ ଚଣ୍ଡୀଙ୍କୁ କୋ-ର୍ଟ-ରେ ହା-ଜ-ର କରାଯାଇଥିଲା । ରାଧେଙ୍କୁ ପ୍ରଥମେ ସିନ୍ଧେକେଲାରେ ମେଡିକାଲ ଟେଷ୍ଟ କରାଯାଇ କୋ-ର୍ଟ-ରେ ହାଜର କର ଯାଇଥିଲା । ରାଧେଙ୍କ ବେ-ଲ ରିଜେକ୍ଟ ହୋଇଛି ଓ ବର୍ତ୍ତମାନ ତାଙ୍କୁ ଜେ-ଲ ପଠା ଯାଇଛି । ତାଙ୍କ ପାଇଁ କୌଣସି ରିମାଣ୍ଡ ଅପିଲ କରିନଥିଲା ବଲାଙ୍ଗୀର ପୋଲିସ । ତେବେ ବର୍ତ୍ତମାନ ରାଧେଙ୍କ ପତ୍ନୀ ଗଣମାଧ୍ୟମ ସାମ୍ନାକୁ ଆସି ନିଜ ସ୍ଵାମୀ ବିଷୟରେ କହିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ରାଧେଙ୍କ ପତ୍ନୀ ମତରେ- ‘ମୁ ୪ ରୁ ୫ ଦିନ ହେବ କିଛି ଖାଇନି କି ପିଇନି । ପୋଲିସ ଆସି ମୋ ସ୍ଵାମୀକୁ ନେଇଗଲେ । ଗୋବିନ୍ଦ ସାହୁ ମୋ ସ୍ଵାମୀକୁ ଫ-ସେ-ଇ ଦେଇଛି । ଗୋବିନ୍ଦକୁ ଫ-ସେ-ଇ-ବା ପାଇଁ ମୁ ଗୋଟେ ମୋବାଇଲ ଆଉ ଗୋଟେ କପଡା ମୋ ପାଖରେ ରଖିଥିଲି । ହେଲେ ସେ ଘରକୁ ଆସି ନେଇଗଲା’ ।

ବନ୍ଧୁଗଣ ଏହି ପରି ଭାବେ ଗୋବିନ୍ଦଙ୍କ ବିଷୟରେ କହିଛନ୍ତି ରାଧେଙ୍କ ପତ୍ନୀ । ତା ହେଲେ ଗୋବିନ୍ଦ ଏହି ମାମଲାରେ ସମସ୍ତ ପ୍ରମାଣ ପତ୍ରକୁ ନଷ୍ଟ କରିବା ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ ହେଲେ ପୋଲିସ ହାତରେ ସେ ବଞ୍ଚି ପାରିଲେ ନାହିଁ ।

Leave a Reply

Your email address will not be published. Required fields are marked *