‘ସୋନାକ୍ଷୀ ଭଳିଆ ସେଦିନ ମୋ ସ୍ତ୍ରୀ ଦେଖାଯାଉଥିଲା, ଭାବିନଥିଲି ବାହା ହେବି ବୋଲି ହେଲେ ସେଦିନ ମୋ ସହ ଯାହା…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋ ସ୍ତ୍ରୀ ସୋନାକ୍ଷୀ ଭଳି ଦେଖା ଯାଉଥିଲା । ବାହା ହେବେ ବୋଲି କେବେବି ଭାବି ନଥିଲି । ହେଲେ ପ୍ରେମ ଆଉ ତାପରେ ବାହାଘର ବି ହେଇଗଲା । ତେବେ ଓଡିଆ କଳାକାର ଅଭିଜିତ ଦାସ  ନିଜ ସ୍ତ୍ରୀ ପାଇଁ ଏପରି କିଛି ମନ୍ତବ୍ୟ ଦେଇଛନ୍ତି । ତେବେ ଅଭିନେତା ଅଭିଜିତଙ୍କ କହିବା ଅନୁଯାଇ ମୁଁ ଯେତେବେଳେ ପ୍ରଥମ କରି ତାଙ୍କୁ ଦେଖିଥିଲି । ସେବେ ଠାରୁ ହିଁ ମୁଁ ତାଙ୍କୁ ପସନ୍ଦ କରି ଦେଇଥିଲି ।

ତାପରେ ପ୍ରଥମ ଦେଖାରେ ମୁଁ ତାଙ୍କୁ ପୁରା ଅଭଦ୍ର ଭଳି ତାଙ୍କୁ ଚାହିଁ ରହିଥିଲି । ତାପରେ ଏକ ଲୟରେ ଅନାଇ ଲାଇନ ମାରିଲି । ତାପରେ ମୁଁ ମୋ ବଡ ଭାଇର ପୁଅକୁ ନେଇ ଆଗରେ ଠିଆ କରି ସେହି ବାହାନାରେ ତାଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲି । ତାପରେ ଆମେ ସେହିଠାରୁ ଇନଷ୍ଟାଗ୍ରାମ ID ଉଭୟ ଉଭୟଙ୍କର ଏକ୍ସଚେଞ୍ଜ କରିଥିଲୁ । ତାପରେ ଚାଟିଙ୍ଗ ଆମର ଆରମ୍ଭ ହୋଇଯାଇଥିଲା ।

ତାପରେ ତାଙ୍କୁ ଦେଖା କରିବି କରିବି ବୋଲି ସେପରି କିଛି ସୁଯୋଗ ପାଇନଥିଲି । ହେଲେ ଥରେ ଗୋଟେ ପ୍ରୋଗ୍ରାମରେ ଆମର ପୁଣି ଥରେ ଭେଟ ହୋଇଥିଲା । ସେ ତାଙ୍କର ସବୁ କ୍ରିଉ ମେମ୍ବରକୁ ନେଇ ସବୁଆଡେ ମେକଅପ କରିବାକୁ ଜାଆନ୍ତି । ତାପରେ ମୁଁ ଘରେ ଆସି ତାଙ୍କୁ ବାହା ହେବି ବୋଲି ମାମାଙ୍କୁ କହିଥିଲି । ମାମା ମୋ କଥା ବୁଝିଥିଲେ, ତାପରେ ସେ ଝିଅର ପରିଚୟ ପତ୍ର ସବୁ ବୁଝିବାଝି ଫାଇନାଲି ତାଙ୍କ ସହ ମୋର ବାହାଘର ମଧ୍ୟ ହୋଇଯାଇଥିଲା ।

ତାପରେ ବାହାଘରର କିଛି ଦିନ ପରେ କୋଭିଡ ହୋଇଯାଇଥିଲା । ଆମେ ଦୁହେଁ ମିଶିକି ଘରେ ବହୁତ ସମୟ ଏକାଠି ସ୍ପେନ୍ଡ କରୁ । ତାପରେ ମୁଁ ବେଳେ ବେଳେ ଭାବେ । ସତରେ ଇଏ ସେହି ଝିଅ ଯାହାଙ୍କୁ ମୁଁ ପସନ୍ଦ କରୁଥିଲି । ତାଙ୍କୁ ହିଁ ମୁଁ ପ୍ରକୃତରେ ବାହା ହୋଇଯାଇଛି । ତେବେ ଅଭିନେତା ଅଭିଜିତଙ୍କ କହିବା ଅନୁଯାଇ ମୋ ସ୍ତ୍ରୀ ମୋ ପାଇଁ ସବୁକିଛି ।

ମୁଁ ଯୁଆଡେ ଯାଏ ତାଙ୍କୁ ସାଙ୍ଗରେ ନେଇକି ଯାଏ । ସେ ମୋ ଜୀବନରେ ଆସିଲା ପରେ ମୋ ଲାଇଫ ପୁରା ପରିବର୍ତ୍ତନ ହୋଇଗଲା । ତେବେ ଆମେ ମଧ୍ୟ ଆଶା କରୁଛୁ । ଅଭିଜିତ ଓ ତାଙ୍କ ଧର୍ମପତ୍ନୀଙ୍କ ବୈବାହିକ ଜୀବନ ସବୁବେଳେ ଖୁସି ରହୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *