କାନ୍ଦିଲେ Aparajita କହିଲେ ‘ପ୍ରକୃତି ମୋ ପୁଅକୁ ଡିଭୋର୍ସ file କରିବାକୁ କହୁଥିଲା, ମୋ ବୋହୂ ଆଉ ସହି ପାରିଲାନି, କାହିଁକି ନା ସେ ମୋ ପୁଅକୁ ସବୁବେଳେ…’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଅପରାଜିତ ମହାନ୍ତି ଏହିଭଳି କହିଛନ୍ତି ଯେ ମୋ ପୁଅ ବାବୁସାନ ଭଲ, ଆଉ ସେ ଫେରିବ କ’ଣ ? ସେ ତ ମୋ ପାଖରେ ଅଛି ସବୁଦିନ ଅଛି ମାତ୍ର ବର୍ତ୍ତମାନ ଭୁଲ ରାସ୍ତା ଧରିଛି । କିନ୍ତୁ ସେ ବହୁତ ଷ୍ଟ୍ରଙ୍ଗ ତା’ ପରିବାରକୁ ସେ ଛାଡି ରହିପାରିବ ନାହିଁ । ତା’ ପୁଅକୁ ସେ ଜୀବନରୁ ଅଧିକ ଭଲପାଏ । ପ୍ରକୃତି ମିଶ୍ରଙ୍କ କିଛି ପୁଅ ଏବଂ ଝିଅ ସାଙ୍ଗ ଅଛନ୍ତି ଯେଉଁମାନେ ଏକାଠି ବସି ନିଶାଦ୍ରବ୍ୟ ସେବନ କରନ୍ତି । ମାତ୍ର ଏହା ଅପରାଜିତା ଶୁଣିଛନ୍ତି କିନ୍ତୁ କେବେ ଦେଖି ନାହାଁନ୍ତି ବୋଲି କହିଛନ୍ତି ।

ତୃପ୍ତିଙ୍କୁ ଅପରାଜିତା କହିଛନ୍ତି ଯେ ମୁଁ ଅଛି ତୋ ସହିତ ତୁ ଜମା ବ୍ୟସ୍ତହନି । ତୋ ସହିତ ତୋ ପରିବାର ତୋ ସ୍ଵାମୀ ପିଲା ସବୁ ଅଛନ୍ତି ଏବଂ ରହିବେ । ତୁ ଯାହା ଚାହୁଁଛୁ ତାହା ହିଁ ହେବ । ବାବୁସାନ ତାଙ୍କ ମା’ ଅପରାଜିତାଙ୍କୁ କହିଥିଲେ ଯେ ମା’ ତୁମେ ଜାଣିନାହଁ ସେ ବୋଧହୁଏ କିଛି ଭି-ଡି-ଓ ରଖିଛି, ଏଣୁ ବ୍ଲାକମେଲ କରୁଛି ମତେ । ଏହା ଶୁଣିବା ପରେ ଅପରାଜିତ କହିଥିଲେ ତାଙ୍କ ପୁଅକୁ ଯେ ତୁ ଆଦୌ ଡରେନାହିଁ ।

ଆମ୍ଭେ ସମସ୍ତେ ତୋ ସହିତ ଅଛୁ । ଏଣ୍ଟାର ମି-ଡି-ଆ ତୋ ସହିତ ଅଛି ତଥା ଏଣ୍ଟାର ଫ୍ୟାମିଲି ତୋ ସହିତ ଅଛି । ପରିବାର ଅଛନ୍ତି ତଥା ମୁଁ ତୋ ସାମ୍ନାରେ ଛିଡା ହେଇଛି ତୁ କିଛି କାହାକୁ ଡରେନାହିଁ । ଯଦି ତତେ ସେ ବ୍ଳାକମେଲ କରୁଛି ତେବେ ପାର୍ଟିକୁଲାର ସେ ସେହି ଉଦେଶ୍ୟରେ ହିଁ ସେ ଆସିଛି । ଏବଂ ସେହି ଉଦେଶ୍ୟ ନେଇ ହିଁ ସେ ଆସିଛି । ମାତ୍ର ତୃପ୍ତି କେତେ ଧର୍ଯ୍ୟ ଧରିଥାନ୍ତେ ବୋଲି କହିଛନ୍ତି ଅପରାଜିତା ମହାନ୍ତି ।

ମା’ ର ଦେହ ଭଲ ନାହିଁ ତଥା ବାପା ଦେହ ଭଲ ନଥିବ ଏବଂ ପ୍ରକୃତି ଧମକେଇବ ବାବୁ କୁ ଆସ ନହେଲେ ଘର ଭିତରେ ପଶିଯିବି । ପ୍ରକୃତି, ବାବୁସାନଙ୍କୁ କୁହନ୍ତି ଯେ ତୃପ୍ତିଙ୍କୁ ଡିଭୋର୍ସ ଦେବା ନିମନ୍ତେ । ମାତ୍ର ଗୋଟେ ଝିଅ କେତେ ସହିବ ? ଏହା ଛଡା ତୃପ୍ତି ପ୍ରକୃତିଙ୍କୁ ବାଡେଇ ନାହାଁନ୍ତି । ସେ ନିଜ ସ୍ଵାମୀ ବାବୁସାନଙ୍କୁ ପଚାରୁଥିଲେ ଯେ କୁଆଡେ ଯାଉଛ ?

ତଥା ତାଙ୍କ ସହିତ ଯୁକ୍ତିତର୍କ ଲାଗିଥିଲା ମାତ୍ର ପ୍ରକୃତି ମଝିରେ ତୃପ୍ତି କୁ ଇଆଡୁ ସିଆଡୁ କହିବାକୁ ଲାଗିଲେ ଏବଂ ତୃପ୍ତି କାରର ପଛପଟ ଡୋର ଖୋଲି ପ୍ରକୃତିର ଚୁଟିଝିଙ୍କି ଫୋନ କୁ ଧରିବାକୁ ଚେଷ୍ଟା କରୁଥିଲା ଯେ ଏଭଳି କ’ଣ ସେ ନିଜ ଫୋନରେ ରଖିଛନ୍ତି ଯାହାକୁ ନେଇ ସେ ବାବୁସାନଙ୍କୁ ବ୍ଳାକମେଲ କରୁଛନ୍ତି ? ତେବେ ଏହିଭଳି ପ୍ରତିକ୍ରିୟା ଦେଇଛନ୍ତି ଅଭିନେତ୍ରୀ ଅପରାଜିତା ମହାନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *