ବର୍ତ୍ତମାନର ସମୟରେ ସବୁ ଲୋକ ଟଙ୍କା କମାଇବା ପାଇଁ ରାତି ଦିନ ଏକ କରି ଦେଉଛନ୍ତି । ଯାହାଫଳରେ ସେମାନଙ୍କ ଜୀବନ ଶୈଳୀରେ ବହୁତ ପରିବର୍ତ୍ତନ ଆସୁଛି । ସେମାନେ ସବୁବେଳେ ଚିନ୍ତା ଗ୍ରସ୍ତ ହୋଇ ରହୁଛନ୍ତି । ଆପଣଙ୍କର ଏହି କଷ୍ଟକର ଜୀବନରେ ଆମେ ଆପଣଙ୍କ ଖୁସି ପାଇଁ କିଛି ମଜାଦାର ଜୋକ୍ସ ଆଣିଛୁ । ଆପଣମାନେ ଏହି ଜୋକ୍ସକୁ ପଢିଲେ ଆପଣଙ୍କ ମନ ନିଶ୍ଚିନ୍ତ ଖୁସି ହୋଇଯିବ । ତେବେ ଆସନ୍ତୁ ଜାଣିବା ଏହି ଜୋକ୍ସ ବିଷୟରେ ।
ଜୋକ୍ସ-୧
ମଦ ଓ ସିଗାରେଟ ପିଉଥିବା ମଣିଷ କେବେ ବି ମତଲବୀ ହୋଇନଥାନ୍ତି…
କାରଣ ଯାହାକୁ ନିଜ ଶରୀର ସହ କିଛି ମତଲବ ନାହିଁ, ସେ ତା ହେଲେ ଅନ୍ୟ କାହା ବିଷୟରେ କେମିତି ଖରାପ ଚିନ୍ତା କରିପାରିବେ ।
ଜୋକ୍ସ-୨
ଗାର୍ଲଫ୍ରେଣ୍ଡ ଓ ବୟଫ୍ରେଣ୍ଡଙ୍କ ମଧ୍ୟ କଥାବାର୍ତ୍ତା
ବୟଫ୍ରେଣ୍ଡ- ତୁମେ ମୋତେ କେତେ ଭଲ ପାଉଛ ?
ଗାର୍ଲଫ୍ରେଣ୍ଡ- JIO ସିମର ବାଲାନ୍ସ ଯେତେ, ମୁ ସେତେ ଭଲ ପାଉଛି ।
ବୟଫ୍ରେଣ୍ଡ- Confused…ତାହାଲେ ମୁ ଏହାକୁ Unlimited ଭାବିବି ନା ଖାଲି ଡିସେମ୍ବର ପର୍ଯ୍ୟନ୍ତ ଭାବିବି ।
ଜୋକ୍ସ-୩
ସାନ୍ତା ମୋବାଇଲ କମ୍ପାନୀକୁ ଚାକିରି ପାଇଁ ଯାଇଥିଲା, ହେଲେ ପ୍ରଥମ ପ୍ରଶ୍ନର ଉତ୍ତର ଏମିତି ଦେଲା ସେଥିପାଇଁ ତାକୁ ବିଦା କରିଦେଲେ ।
ପ୍ରଶ୍ନ- ସବୁଠାରୁ ବଡ ନେଟୱର୍କର ନାମ କଣ କୁହ ?
ଉତ୍ତର- କାର୍ଟୁନ ନେଟୱର୍କ ।
ଜୋକ୍ସ-୪
ମାମୁଁ ଭଣଜା ମଧ୍ୟରେ କଥା ବାର୍ତ୍ତା
ମାମୁଁ- ତତେ ଏତେ ମାଡ କାହିଁକି ମାରିଲେ ?
ଭଣଜା- ମାମୁଁ ବରଯାତ୍ରୀରେ ଖରାପ କହିଦେଲି ।
ମାମୁ- କଣ କହିଦେଲୁ ?
ଭଣଜା- ମୁଁ ଖାଲି ଏତିକି କହିଲି ଝିଅର ସାଙ୍ଗମାନେ ବରଯାତ୍ରୀରେ ନାଚିବା ପରେ ବରଯାତ୍ରୀ ବାହାରିବ ।
ମାମୁ- ତା ହେଲେ ମାଡଟା ଠିକ ହୋଇଛି ତତେ ।
ଜୋକ୍ସ-୫
ପୁଅ ଓ ଝିଅ ମଧ୍ୟରେ କଥା ବାର୍ତ୍ତା
ଝିଅ- ଆମେ ହେଉଛୁ ୪୫ ଭାଇ ଭଉଣୀ ।
ପୁଅ- ଆରେ ବାପରେ, ଏତେ ସବୁ ଛୁଆ ।
ଝିଅ- ତୋ ବାପାର କଣ ଯାଉଛି ।
ପୁଅ- ଆରେ, ତୁମ ଘରକୁ ଜନ ଗଣନା ଚେକ କରିବା ପାଇଁ ଲୋକ ଆସିନଥିଲେ କି ?
ଝିଅ- ଆସୁଥିଲେ, ହେଲେ ସେମାନେ ଯେତେବେଳେ ଆସୁଥିଲେ ଆମେ ସେହି ସମୟରେ ଘରେ ପାଠ ପଢିବା ପାଇଁ ବସିଯାଉଥିଲୁ । ସେମାନେ ଘରକୁ କୋଚିଙ୍ଗ ସେନ୍ଟର ଭାବି ଚାଲି ଯାଉଥିଲେ ।
ଜୋକ୍ସ-୬
ଶିକ୍ଷକ ଓ ଛାତ୍ର ମଧ୍ୟରେ କଥା ବାର୍ତ୍ତା
ଶିକ୍ଷକ- ପିଲାମାନେ, ପ୍ରତିଜ୍ଞା କର କେବେ ବି, ମଦ ଆଉ ସିଗାରେଟକୁ ଛୁଇଁବନି ।
ଛାତ୍ର- ପିଇବୁ ନାହିଁ
ଶିକ୍ଷକ- ନା ଝିଅ ମାନଙ୍କ ସହ ସାଙ୍ଗ ହେବ, ନା ସେମାନଙ୍କ ପଛରେ ପାଗଳ ହେବ ।
ଛାତ୍ର- ହେବୁ ନାହିଁ ସାର ।
ଶିକ୍ଷକ- ନିଜ ମାଟି ପାଇଁ ଜୀବନ ଦେଇଦେବ ?
ଛାତ୍ର- ଦେଇଦେବୁ ସାର, ଏମିତି ଆଉ ଜୀବନରେ ରହିଲା କଣ ଯେ, କରିବା ପାଇଁ ।
ଜୋକ୍ସ-୭
ପପୁ ଓ ଚମ୍ପୁ ମଧ୍ୟରେ କଥା ବାର୍ତ୍ତା
ପପୁ- ସାଙ୍ଗ ମୁ ଘର ଲୋକଙ୍କ ପାଇଁ ବହୁତ ଟେଂସନ ଅଛି ।
ଚମ୍ପୁ- କାହିଁକି ?
ପପୁ- ଆରେ, ତାଙ୍କୁ ଘଡିରେ ସମୟ ମଧ୍ୟ ଦେଖି ଆସୁନାହିଁ ।
ଚମ୍ପୁ- ମାନେ ବୁଝି ପାରିଲି ନାହିଁ ?
ପପୁ- ସକାଳୁ-ସକାଳୁ ମୋତେ ଉଠାଇ ଦେଉଛନ୍ତି, କହୁଛନ୍ତି ଦେଖ କେତେ ସମୟ ହେଲାଣି ।
ଜୋକ୍ସ-୮
ଗୋଟିଏ ଚାଲାଖ ଭିଣେଇ ଶାଳି ସାହିତ ପ୍ରେମଭରା ବାର୍ତ୍ତାଳାପ କରୁଥିଲା
ଭିଣେଇ ରୋମାଣ୍ଟିକ ହେଇ ଶାଳୀକୁ ପଚାରିଲା …
ଭିଣେଇ – ଆଛା କହିଲୁ, ରାତି ଓ ଚଉଠି ରାତି ଭିତରେ ଫରକ କଣ ?
ଶାଳି – ଚାଉଠି ରାତିରେ ଆମେ କେବଳ ସ୍ଵାମୀ ସହିତ ଶୋଇ ପାରିବା
ଯେତେବେଲେକି ବାକି ସବୁ ରାତିରେ ଏମିତି କୌଣସି ପ୍ରତିବନ୍ଧକ ନାହିଁ ।
ଭିଣେଇ ଏ ପର୍ଯ୍ୟନ୍ତ କୋମାରେ !
ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ