ଗୋଟିଏ ଚାଲୁ ଭିଣେଇ ଶାଳି ସହିତ ପ୍ରେମଭରା ବାର୍ତ୍ତାଳାପ କରୁଥିଲା, ଭିଣେଇ- ରାତି ଓ ଚଉଠି ରାତି ଭିତରେ ଫରକ କଣ, ଶାଳୀର ଜବାବ ଶୁଣିଲେ ହସି ହସି ଗଡିଯିବେ

ବର୍ତ୍ତମାନର ସମୟରେ ସବୁ ଲୋକ ଟଙ୍କା କମାଇବା ପାଇଁ ରାତି ଦିନ ଏକ କରି ଦେଉଛନ୍ତି । ଯାହାଫଳରେ ସେମାନଙ୍କ ଜୀବନ ଶୈଳୀରେ ବହୁତ ପରିବର୍ତ୍ତନ ଆସୁଛି । ସେମାନେ ସବୁବେଳେ ଚିନ୍ତା ଗ୍ରସ୍ତ ହୋଇ ରହୁଛନ୍ତି । ଆପଣଙ୍କର ଏହି କଷ୍ଟକର ଜୀବନରେ ଆମେ ଆପଣଙ୍କ ଖୁସି ପାଇଁ କିଛି ମଜାଦାର ଜୋକ୍ସ ଆଣିଛୁ । ଆପଣମାନେ ଏହି ଜୋକ୍ସକୁ ପଢିଲେ ଆପଣଙ୍କ ମନ ନିଶ୍ଚିନ୍ତ ଖୁସି ହୋଇଯିବ । ତେବେ ଆସନ୍ତୁ ଜାଣିବା ଏହି ଜୋକ୍ସ ବିଷୟରେ ।

ଜୋକ୍ସ-୧

ମଦ ଓ ସିଗାରେଟ ପିଉଥିବା ମଣିଷ କେବେ ବି ମତଲବୀ ହୋଇନଥାନ୍ତି…

କାରଣ ଯାହାକୁ ନିଜ ଶରୀର ସହ କିଛି ମତଲବ ନାହିଁ, ସେ ତା ହେଲେ ଅନ୍ୟ କାହା ବିଷୟରେ କେମିତି ଖରାପ ଚିନ୍ତା କରିପାରିବେ ।

ଜୋକ୍ସ-୨

ଗାର୍ଲଫ୍ରେଣ୍ଡ ଓ ବୟଫ୍ରେଣ୍ଡଙ୍କ ମଧ୍ୟ କଥାବାର୍ତ୍ତା

ବୟଫ୍ରେଣ୍ଡ- ତୁମେ ମୋତେ କେତେ ଭଲ ପାଉଛ ?

ଗାର୍ଲଫ୍ରେଣ୍ଡ- JIO ସିମର ବାଲାନ୍ସ ଯେତେ, ମୁ ସେତେ ଭଲ ପାଉଛି ।

ବୟଫ୍ରେଣ୍ଡ- Confused…ତାହାଲେ ମୁ ଏହାକୁ Unlimited ଭାବିବି ନା ଖାଲି ଡିସେମ୍ବର ପର୍ଯ୍ୟନ୍ତ ଭାବିବି ।

ଜୋକ୍ସ-୩

ସାନ୍ତା ମୋବାଇଲ କମ୍ପାନୀକୁ ଚାକିରି ପାଇଁ ଯାଇଥିଲା, ହେଲେ ପ୍ରଥମ ପ୍ରଶ୍ନର ଉତ୍ତର ଏମିତି ଦେଲା ସେଥିପାଇଁ ତାକୁ ବିଦା କରିଦେଲେ ।

ପ୍ରଶ୍ନ- ସବୁଠାରୁ ବଡ ନେଟୱର୍କର ନାମ କଣ କୁହ ?

ଉତ୍ତର- କାର୍ଟୁନ ନେଟୱର୍କ ।

ଜୋକ୍ସ-୪

ମାମୁଁ ଭଣଜା ମଧ୍ୟରେ କଥା ବାର୍ତ୍ତା

ମାମୁଁ- ତତେ ଏତେ ମାଡ କାହିଁକି ମାରିଲେ ?

ଭଣଜା- ମାମୁଁ ବରଯାତ୍ରୀରେ ଖରାପ କହିଦେଲି ।

ମାମୁ- କଣ କହିଦେଲୁ ?

ଭଣଜା- ମୁଁ ଖାଲି ଏତିକି କହିଲି ଝିଅର ସାଙ୍ଗମାନେ ବରଯାତ୍ରୀରେ ନାଚିବା ପରେ ବରଯାତ୍ରୀ ବାହାରିବ ।

ମାମୁ- ତା ହେଲେ ମାଡଟା ଠିକ ହୋଇଛି ତତେ ।

ଜୋକ୍ସ-୫

ପୁଅ ଓ ଝିଅ ମଧ୍ୟରେ କଥା ବାର୍ତ୍ତା

ଝିଅ- ଆମେ ହେଉଛୁ ୪୫ ଭାଇ ଭଉଣୀ ।

ପୁଅ- ଆରେ ବାପରେ, ଏତେ ସବୁ ଛୁଆ ।

ଝିଅ- ତୋ ବାପାର କଣ ଯାଉଛି ।

ପୁଅ- ଆରେ, ତୁମ ଘରକୁ ଜନ ଗଣନା ଚେକ କରିବା ପାଇଁ ଲୋକ ଆସିନଥିଲେ କି ?

ଝିଅ- ଆସୁଥିଲେ, ହେଲେ ସେମାନେ ଯେତେବେଳେ ଆସୁଥିଲେ ଆମେ ସେହି ସମୟରେ ଘରେ ପାଠ ପଢିବା ପାଇଁ ବସିଯାଉଥିଲୁ । ସେମାନେ ଘରକୁ କୋଚିଙ୍ଗ ସେନ୍ଟର ଭାବି ଚାଲି ଯାଉଥିଲେ ।

ଜୋକ୍ସ-୬

ଶିକ୍ଷକ ଓ ଛାତ୍ର ମଧ୍ୟରେ କଥା ବାର୍ତ୍ତା

ଶିକ୍ଷକ- ପିଲାମାନେ, ପ୍ରତିଜ୍ଞା କର କେବେ ବି, ମଦ ଆଉ ସିଗାରେଟକୁ ଛୁଇଁବନି ।

ଛାତ୍ର- ପିଇବୁ ନାହିଁ

ଶିକ୍ଷକ- ନା ଝିଅ ମାନଙ୍କ ସହ ସାଙ୍ଗ ହେବ, ନା ସେମାନଙ୍କ ପଛରେ ପାଗଳ ହେବ ।

ଛାତ୍ର- ହେବୁ ନାହିଁ ସାର ।

ଶିକ୍ଷକ- ନିଜ ମାଟି ପାଇଁ ଜୀବନ ଦେଇଦେବ ?

ଛାତ୍ର- ଦେଇଦେବୁ ସାର, ଏମିତି ଆଉ ଜୀବନରେ ରହିଲା କଣ ଯେ, କରିବା ପାଇଁ ।

ଜୋକ୍ସ-୭

ପପୁ ଓ ଚମ୍ପୁ ମଧ୍ୟରେ କଥା ବାର୍ତ୍ତା

ପପୁ- ସାଙ୍ଗ ମୁ ଘର ଲୋକଙ୍କ ପାଇଁ ବହୁତ ଟେଂସନ ଅଛି ।

ଚମ୍ପୁ- କାହିଁକି ?

ପପୁ- ଆରେ, ତାଙ୍କୁ ଘଡିରେ ସମୟ ମଧ୍ୟ ଦେଖି ଆସୁନାହିଁ ।

ଚମ୍ପୁ- ମାନେ ବୁଝି ପାରିଲି ନାହିଁ ?

ପପୁ- ସକାଳୁ-ସକାଳୁ ମୋତେ ଉଠାଇ ଦେଉଛନ୍ତି, କହୁଛନ୍ତି ଦେଖ କେତେ ସମୟ ହେଲାଣି ।

ଜୋକ୍ସ-୮

ଗୋଟିଏ ଚାଲାଖ ଭିଣେଇ ଶାଳି ସାହିତ ପ୍ରେମଭରା ବାର୍ତ୍ତାଳାପ କରୁଥିଲା

ଭିଣେଇ ରୋମାଣ୍ଟିକ ହେଇ ଶାଳୀକୁ ପଚାରିଲା …

ଭିଣେଇ – ଆଛା କହିଲୁ, ରାତି ଓ ଚଉଠି ରାତି ଭିତରେ ଫରକ କଣ ?

ଶାଳି – ଚାଉଠି ରାତିରେ ଆମେ କେବଳ ସ୍ଵାମୀ ସହିତ ଶୋଇ ପାରିବା

ଯେତେବେଲେକି ବାକି ସବୁ ରାତିରେ ଏମିତି କୌଣସି ପ୍ରତିବନ୍ଧକ ନାହିଁ ।

ଭିଣେଇ ଏ ପର୍ଯ୍ୟନ୍ତ କୋମାରେ !

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *