13 Interesting Gk Questions- ଭିକାରୀ ନୁହେଁ କିନ୍ତୁ ପଇସା ମାଗିଥାଏ, ଝିଅ ନୁହେଁ କିନ୍ତୁ ପର୍ସ ରଖିଥାଏ, ପୂଜାରୀ ନୁହେଁ କିନ୍ତୁ ଘଣ୍ଟି ବଜେଇଥାଏ ? କୁହନ୍ତୁ ସେ କିଏ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. ବନ୍ଧୁଗଣ କେଉଁ ପଶୁ ଅଧିକ ବିଶ୍ଵାସୀ ଅଟେ ?

ଉତ୍ତର- କୁକୁର ହେଉଛି ଏକ ଏପରି ପଶୁ ଯିଏ ବହୁତ ବିଶ୍ଵାସୀ ଅଟେ ।

୨. ଅଷ୍ଟ୍ରେଲିଆର ଜାତୀୟ କ୍ରିଡାର ନାମ କଣ ?

ଉତ୍ତର- ଅଷ୍ଟ୍ରେଲିଆର ଜାତୀୟ କ୍ରିଡାର ନାମ ହେଉଛି କ୍ରିକେଟ ?

୩. ବନ୍ଧୁଗଣ କାହାକୁ ବିଦଗଧ କବିର ଆଖ୍ୟା ଦିଆ ଯାଇଛି ?

ଉତ୍ତର- ଅଭିମନ୍ୟୁ ସାମନ୍ତ ସିଂହାରଙ୍କୁ ବିଦଗଧ କବିର ଆଖ୍ୟା ଦିଆ ଯାଇଛି ।

୪. ବିରଜା ଶକ୍ତିପୀଠ ଓଡିଶାର କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର- ବିରଜା ଶକ୍ତିପୀଠ ଓଡିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ।

୫. କେଉ ଗ୍ରହରେ ସବୁଠାରୁ ଛୋଟ ଦିନ ହୁଏ ?

ଉତ୍ତର- ବୃହସ୍ପତି ଗ୍ରହରେ ସବୁ ଠାରୁ ଛୋଟ ଦିନ ହୋଇଥାଏ ।

୬. ୧ ହେକ୍ଟର ଯେ କେତେ ଏକର ?

ଉତ୍ତର- ୧ ହେକ୍ଟର ହେଉଛି ୨.୪୭ ଏକର ।

୭. କେଉଁ ରାସାୟନିକ ପଦାର୍ଥ ଲାଗି ଥିଲେ ଆମେ ଅନ୍ଧାରରେ ମଧ୍ୟ ଘଣ୍ଟାରୁ ସମୟ ଜାଣି ପାରୁ ?

ଉତ୍ତର- ରେଡିୟମ ପଦାର୍ଥ ଲାଗି ଥିଲେ ଆମେ ଅନ୍ଧାରରେ ମଧ୍ୟ ଘଣ୍ଟାରୁ ସମୟ ଜାଣି ପାରୁ ।

୮. ସୂର୍ଯ୍ୟ ଠାରୁ ପୃଥିବୀକୁ ତାପ ଓ ଆଲୋକ ଆସିବା ପାଇଁ କେତେ ସମୟ ଲାଗେ ?

ଉତ୍ତର- ସୂର୍ଯ୍ୟ ଠାରୁ ପୃଥିବୀକୁ ତାପ ଓ ଆଲୋକ ଆସିବା ପାଇଁ ୮ ମିନିଟ ସମୟ ଲାଗେ ।

୯. କେଉଁ ମହାଦେଶ ମେଷ ପାଳନ ଓ ପଶମ ଉତ୍ପାଦନରେ ପୃଥିବୀରେ ପ୍ରଥମ ?

ଉତ୍ତର- ଅଷ୍ଟ୍ରେଲିଆ ଦେଶ ମେଷ ପାଳନ ଓ ପଶମ ଉତ୍ପାଦନରେ ପୃଥିବୀରେ ପ୍ରଥମ ।

୧୦. ମହାପ୍ରଭୁ ଶ୍ରୀ ଜଗନ୍ନାଥ ମହାଲକ୍ଷ୍ମୀଙ୍କ ସହ କେଉଁ ତିଥିରେ ପଶା ଖେଳନ୍ତି ?

ଉତ୍ତର- ମହାପ୍ରଭୁ ଶ୍ରୀ ଜଗନ୍ନାଥ ମହାଲକ୍ଷ୍ମୀଙ୍କ ସହ କୁମାର ପୂର୍ଣ୍ଣମୀ ତିଥିରେ ପଶା ଖେଳନ୍ତି ।

୧୧. ପୃଥିବୀର ସମସ୍ତ କ୍ଷତ୍ରିୟ ମାନଙ୍କ ପୁତ୍ରଙ୍କୁ କିଏ ଧ୍ଵଂସ କରି ଦେଇଥିଲେ ?

ଉତ୍ତର- ପୃଥିବୀର ସମସ୍ତ କ୍ଷତ୍ରିୟ ମାନଙ୍କ ପୁତ୍ରଙ୍କୁ ପରଶୁରାମ ଧ୍ଵଂସ କରି ଦେଇଥିଲେ ।

୧୨. କେଉଁ ଜୀବ ନିଶ ସାହାର୍ଯ୍ୟରେ ଗଳି ପଥକୁ ମାପି ଜାଣି ପାରେ ଯାଇ ହେବ କି ନାହିଁ ?

ଉତ୍ତର- ବିରାଡି ହେଉଛି ଏକ ଏପରି ଜୀବ ଯିଏ ନିଜ ନିଶ ସାହାର୍ଯ୍ୟରେ ଗଳି ପଥକୁ ମାପି ଜାଣି ପାରେ ଯାଇ ହେବ କି ନାହିଁ ।

୧୩. ଭିକାରୀ ନୁହେଁ କିନ୍ତୁ ପଇସା ମାଗି ଥାଏ, ଝିଅ ନୁହେଁ କିନ୍ତୁ ପର୍ସ ରଖିଥାଏ, ପୂଜାରୀ ନୁହେଁ କିନ୍ତୁ ଘଣ୍ଟି ବଜାଇ ଥାଏ ସେ କିଏ ?

ଉତ୍ତର- ବସ କଣ୍ଡକ୍ଟର

Leave a Reply

Your email address will not be published. Required fields are marked *