ଋଷିଆ ବିଷୟରେ ମାଳିକା ବର୍ଣ୍ଣିତ ଗୋଟି ଗୋଟି କଥା ହେଉଛି ସତ, ବିଶ୍ଵାସ ହେଉ ନଥିଲେ ଦେଖନ୍ତୁ ପ୍ରମାଣ…(Malika Bichara)

ନମସ୍କାର ବନ୍ଧୁଗଣ ତେବେ ସାଧୁ ଜଣକ ମାଳିକାରେ ଲେଖା ହେଉଥିବା କିଛି କଥା କହିଲେ । ଋଷ ଆଉ ୟୁକ୍ରେନର ଯୁଦ୍ଧ ଏବେ ସମାପ୍ତ ହୋଇନାହିଁ । ପାଣ୍ଡୁଲିପିରୁ ଏହି ଅନନ୍ତ ମାଳିକା ଉଧାର କରାଯାଇଛି । ମାଳିକା ବିଶେଷଜ୍ଞ କାନି ବାବା ମାଳିକାରୁ ଏହି ଯୁଦ୍ଧ ବିଷୟରେ କହିଛନ୍ତି ।। ସେ କହିଛନ୍ତି, ପୃଥିବୀ ବକ୍ଷରେ ମୁଣ୍ଡ ମାଳ ସବୁ ଗଡିବ । ଋଷ ଆଉ ୟୁକ୍ରେନର ଯୁଦ୍ଧ ହେଉଛି ତୃତୀୟ ବିଶ୍ଵ ଯୁଦ୍ଧର ଡାକରା ।

ଚରଣା ଲୋକ ରହିବେ ଆଉ ବାରଣା ଲୋକ ଚାଲିଯିବେ । ଭାରତ ଉପରେ ସେତେ ବେଶି ପ୍ରଭାବ ପଡ଼ିବ ନାହିଁ । ଆଗରୁ ଲୋକମାନେ ପଞ୍ଚସଖାଙ୍କ ମାଳିକାକୁ ବିଶ୍ବାସ କରୁନଥିଲେ । କିନ୍ତୁ ଏବେ ଏହି ମାଳିକା କଥା ସମସ୍ତେ ମାନୁଛନ୍ତି । ତୃତୀୟ ବିଶ୍ଵ ଯୁଦ୍ଧର ଏହା ହେଉଛି ଡାକରା । ବର୍ତ୍ତମାନ ସମୟ ଆଉ ଭଲ ନାହିଁ । ନିଜ ନିଜକୁ ସଜାଗ କର, ଆଉ ଅନନ୍ତ ବାନାକୁ ଧରି ପକାଅ । ଭଗବାନଙ୍କ ଶରଣ ନିଅ । ଜଗନ୍ନାଥ ଭଗବାନଙ୍କ ନାମକୁ କୀର୍ତ୍ତନ କର ।

ଜଗନ୍ନାଥଙ୍କ ପାଖରେ ଏହି ଭାରତୀୟ ସଂସ୍କୃତି ପାଖରେ ନିଜ ମୁଣ୍ଡ ନୁଆଇଁ ଦିଅ । ଏହା ଏବେ ଯୁଦ୍ଧର ସମୟ ଏବଂ ସମାଧାନର ସମୟ ଆସିବ । ତେବେ ଏହି ଗ୍ରନ୍ଥରେ ସେ ସମସ୍ତ କଥା ଲେଖିଛନ୍ତି । ପୃଥିବୀର ତିବିଭାଗ ନାଶ ହୋଇଯିବ । ଭାରତୀୟ ସଂସ୍କୃତିକୁ ସମସ୍ତେ ମାନିବେ । ଜଳ ସ୍ତର ବଢିଯିବ । ଏବେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ କଥା ଚାଲିଛି । କାରଣ ୟୁକ୍ରେନ ହେଉଛି ଖ୍ରୀଷ୍ଟିଆନ ଦେଶ। ଆଉ ଏହାପରେ ମୁସଲମାନ ସମ୍ପ୍ରଦାୟର କିଛି କ୍ଷତି ହେବ ।


ବରଫ ପାହାଡ ସବୁ ତରଳିବା ଆରମ୍ଭ ହୋଇଗଲାଣି । ଏହାପରେ ଦିଲ୍ଲୀ ସିଂହାସନ ଆକ୍ରମଣ ହେବ । ପୃଥିବୀରେ ଯେତେ ଦେଶ ଅଛି ସବୁଠୁ ଭାରତ ହେଉଛି ଶିରି । ଭାରତର ଜମ୍ବୁ ଦ୍ବୀପ ବା ଓଡ଼ିଶା ସବୁଠାରୁ ଉତ୍ତମ ରାଷ୍ଟ୍ର । ପୃଥିବୀର ମସ୍ତକ ହେଉଛନ୍ତି ପ୍ରଭୁ ଜଗନ୍ନାଥ । ମହାପୁରୁଷ ମାନେ ୫୦୦ ବର୍ଷ ପୂର୍ବରୁ କହିଛନ୍ତି ପ୍ରଭୁ କଲକୀ ଏହି ସବୁ କଷ୍ଟକୁ ଦୂର କରିବେ ।

ଏହି ପରମାଣୁ ବୋମା, ଯୁଦ୍ଧକୁ ଆସି ବନ୍ଦ କରିବେ । ସମସ୍ତେ ଭାରତ ଆଗରେ ମୁଣ୍ଡ ନୁଆଇଁବେ । ଆଉ ଜାତିସଂଘ ମଧ୍ୟ ମାନିବ ଏହି କଥା । ଏବେ ଏହି କଥା କେହି ମାନିବେନି । ଯେତେ ବେଳେ ହେବ ସମସ୍ତେ ସେତେବେଳେ ମାନିବେ । ସମସ୍ତେ ସନାତନ ଧର୍ମ ଆଗରେ ମୁଣ୍ଡ ନୁଆଁଇବେ । ଯାହା କି ସବୁକିଛି ସତ ହୋଇଛି।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *