ଇଡି ଭୟରେ ୭ ଦିନରେ ୩୨ ବସା ବାନ୍ଧିଥିଲା ଅର୍ଚ୍ଚନାଙ୍କ ଚଢ଼େଇ ଶ୍ରଦ୍ଧାଞ୍ଜଳି, ହେଲେ ଖେଳ ପଲଟିଗଲା ଏମିତି…

ବନ୍ଧୁଗଣ, ସୂଚନା ଅନୁଯାୟୀ ୭ ଦିନରେ ସମୁଦାୟ ୩୨ ବସା ବାନ୍ଧିଥିଲା ଅର୍ଚ୍ଚନା ନାଗ ଙ୍କ ଚଢେଇ ଶ୍ରଦ୍ଧାଞ୍ଜଳି ବେହେରା । ଇଡି କୁ ଭୟ କରି ଗୋଟିଏ ପରେ ଗୋଟିଏ ସ୍ଥାନ କୁ ସେ ଉଡା ମାରିବାରେ ବ୍ୟସ୍ତ ଥିଲା । ସେଠାରେ ତାଙ୍କୁ ନେତାମାନେ ମଧ୍ୟ ସାହାର୍ଯ୍ୟ କରୁଥିଲେ । ଏବଂ ସେମାନେ ନିଜ ଫାର୍ମ ହାଉସରେ ନେଇ ରଖୁଥିବା ସୂଚନା ମଧ୍ୟ ମିଳିଛି । ଶ୍ରଦ୍ଧାଞ୍ଜଳି ବେହେରା ଅର୍ଚ୍ଚନା ଙ୍କର ଥିଲେ ସହଯୋଗୀ ।

ଯେଉଁଠାକୁ ଅର୍ଚ୍ଚନା ନାଗ ଯାଇପାରୁନଥିଲେ ସେଠାକୁ ଯାଉଥିଲେ ଶ୍ରଦ୍ଧାଞ୍ଜଳି ବେହେରା । ଏହା ସହିତ ବଡ ବଡିଆ ଙ୍କ ରାତିକୁ ରଙ୍ଗୀନ କରୁଥିଲେ । ପ୍ରଥମେ ସେ ମୋବାଇଲ କୁ ସିକ୍ରେଟ ସ୍ଥାନରେ ଲୁଚାଇ ରଖୁଥିଲେ ଭି-ଡି-ଓ ରେକର୍ଡିଙ୍ଗ ନିମନ୍ତେ । ଏହାପରେ ଉକ୍ତ ନେତା, ମନ୍ତ୍ରୀ ଏବଂ ବ୍ୟବସାୟୀ ମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ । ସକାଳ ହେଲେ ସେ ନିଜ ଘରକୁ ଫେରି ଉକ୍ତ ନେତା ମାନଙ୍କୁ ବ୍ଲାକମେଲ କରୁଥିଲେ ଶ୍ରଦ୍ଧାଞ୍ଜଳି ।

ମାତ୍ର ଏ ସବୁ ସେ ତାଙ୍କର ମନରୁ କରୁନଥିଲେ ତାଙ୍କୁ ଏଭଳି କରିବା ନିମନ୍ତେ ବାଧ୍ୟ କରୁଥିଲେ ଅର୍ଚ୍ଚନା ନାଗ । ସେ ଯଦି ଏହିଭଳି କରିବା ପାଇଁ ମନା କରୁଥିଲେ ତେବେ ଅର୍ଚ୍ଚନା ତାଙ୍କୁ ବ୍ଲାକମେଲ କରୁଥିଲେ ବୋଲି ପୂର୍ବରୁ ଖଣ୍ଡଗିରୀ ଥାନାରେ ଅଭିଯୋଗ କରିଥିଲେ ଶ୍ରଦ୍ଧାଞ୍ଜଳି । ଏହାପରେ ଅର୍ଚ୍ଚନା ନାଗ ଙ୍କ ଅସଲି ଚେହେରା ସାମ୍ନା କୁ ଆସିଥିଲା ।

ଦେହ ବେପରରେ ଯେତେବେଳେ ବ୍ଳାକମେଲ କରି ଅର୍ଚ୍ଚନା ବଡ ବଡିଆ ଙ୍କ ଠାରୁ ଅର୍ଥ ହେରଫେର କରୁଥିବା ଖବର ପୋଲିସ ହାତରେ ଲାଗିଥିଲା । ସେତେବେଳେ ଏହି ଖବର ଇଡି ର ହାତକୁ ଯାଇଥିଲା । ଏହାପରେ ଇଡି ଏହି ମାମଲାରେ ସାମିଲ ଥିବା ଲୋକଙ୍କୁ ନୋଟିସ ପଠାଇଥିଲା । ତେବେ ଶ୍ରଦ୍ଧାଞ୍ଜଳି ଙ୍କ ପାଖକୁ ମଧ୍ୟ ନୋଟିସ ଯାଇଥିଲା ।

ଏହାକୁ ଡରି ଲୁଚି ଲୁଚି ବୁଲୁଥିଲା ଶ୍ରଦ୍ଧାଞ୍ଜଳି । ଏହି ସମୟରେ ଶ୍ରଦ୍ଧାଞ୍ଜଳି ମାତ୍ର ୭ ଦିନ ମଧ୍ୟରେ ୩୨ ଟି ସ୍ଥାନ ପରିବର୍ତ୍ତନ କରିଥିଲା । ତେବେ କାଳେ ପୋଲିସ ତାଙ୍କୁ ଧରି ବାନ୍ଧି ଜେଲ କୁ ନେଇଯିବେ ଏଣୁ ସେ ଡରି ଡରି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଉଥିଲେ । କିନ୍ତୁ ସେ ଅଧିକ ଦିନ ଲୁଚି ରହିପାରିଲେ ନାହିଁ । ବର୍ତ୍ତମାନ ସେ ନିଜ ଓକିଲ ଙ୍କ ସହିତ ମିଶି ଇଡି ଅଫିସ ରେ ହାସଲ ହୋଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *