Anubhav ଙ୍କ ପିଛା ଛାଡୁନି ବର୍ଷା, ବର୍ଷାକୁ ହାତ ଯୋଡି ଚାଲି ଯିବାକୁ କହିଲେ ଅନୁଭବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ଷା ଅନୁଭବ ଙ୍କ ପିଛା ଛାଡୁ ନାହିଁ । ଲଣ୍ଡନ ରେ ମଧ୍ୟ ଯାଇ ପହଞ୍ଚିଲା ବର୍ଷା । ଅନୁଭବ ମହାନ୍ତି ହାତଯୋଡି ଚାଲି ଯିବାକୁ କହିଲେ । ବର୍ତ୍ତମାନ ଅନୁଭବ ମହାନ୍ତି ତାଙ୍କର ଅପକମିଙ୍ଗ ଫିଲ୍ମ “ଲଭ ଇନ ଲଣ୍ଡନ” ସୁ-ଟି-ଙ୍ଗରେ ବ୍ୟସ୍ତ ରହିଛନ୍ତି । ଏହା ଭିତରେ ବର୍ଷା ଅନୁଭବ ଙ୍କୁ ବହୁତ ହଇରାଣ କରିଛି ତାଙ୍କୁ ସୁ-ଟି-ଙ୍ଗ କରିବା ପାଇଁ ମଧ୍ୟ ଦେଇନାହିଁ । ଏହାକୁ ନେଇ ଦର୍ଶକ ମାନେ କହୁଛନ୍ତି ଯେ ଭାଇ ଆପଣଙ୍କ ପିଛା ବର୍ଷା ଆଦୌ ଛାଡୁ ନାହିଁ ।

ଓଡିଶା ରେ ବର୍ଷା ପାଇଁ ଆପଣ ହଇରାଣ ଆଉ ଲଣ୍ଡନ ରେ ମଧ୍ୟ ବର୍ଷା ପାଇଁ ଆପଣ ହଇରାଣ, ବର୍ଷା ଆପଣଙ୍କୁ ବହୁତ ଭଲ ପାଉଛି । ମାତ୍ର ଏଠି ଏ ବର୍ଷା ର ଅର୍ଥ ଅନୁଭବ ଙ୍କ ପତ୍ନୀ ବର୍ଷା ନୁହଁନ୍ତି । ଆପଣ ମାନେ ଭାବୁଥିବେ ଯେ ଅନୁଭବ ମହାନ୍ତି ଙ୍କ ସ୍ତ୍ରୀ ବର୍ଷା ଙ୍କ କଥା ଏଠାରେ ଉଲ୍ଲେଖ ହେଉଛି ମାତ୍ର ଯଦି ଆପଣ ଏଭଳି କିଛି ଭାବୁଛନ୍ତି ତେବେ ଏହା ସଂପୂର୍ଣ୍ଣ ଭାବରେ ଭୁଲ ଅଟେ ।

ଏଠାରେ ଯେଉଁ ବର୍ଷା ଙ୍କ କଥା କୁହାଯାଉଛି ତାହା ହେଉଛି ଆକାଶରୁ ଝରୁଥିବା ବର୍ଷା । ଲଣ୍ଡନ ରେ ପ୍ରାୟତଃ ସବୁବେଳେ ବର୍ଷା ହୋଇଥାଏ । ଏହା ସାଙ୍ଗକୁ ପ୍ରଚୁର ଥଣ୍ଡା ମଧ୍ୟ ହୋଇଥାଏ । ଅନୁଭବ ଙ୍କ ଫିଲ୍ମ “ଲଭ ଇନ ଲଣ୍ଡନ”ର ସୁ-ଟି-ଙ୍ଗ ଚାଲିଥିବା ବେଳେ ବର୍ଷା ଆଦୌ ଛାଡି ନଥିଲା । ଏହାପରେ ଅନୁଭବ ମହାନ୍ତି ଆକାଶକୁ ଚାହିଁ ହାତ ଯୋଡି କହିଥିଲେ ଯେ ଏ ବର୍ଷା ତୁ ଏଠୁ ଛାଡି ଯା’ ଆମ୍ଭକୁ ଟିକିଏ ଭଲରେ ସୁ-ଟି-ଙ୍ଗ କରିବାକୁ ଦେ’, ଆମେ ଏତେ ଦୂରରୁ ଆସିଛୁ ।

ତେବେ ଅନୁଭବ ଙ୍କ ଏହି ଭି-ଡି-ଓ ଭା-ଇ-ରା-ଲ ହେବାପରେ ଅନୁଭବ ଙ୍କ ପ୍ୟାନ ମାନେ କହୁଛନ୍ତି, ଭଭାଇ ତୁମକୁ ବର୍ଷା ଛାଡିବାକୁ ଚାହୁଁ ନାହିଁ ସେ ସବୁବେଳେ ତୁମ ସହିତ ରହିବାକୁ ଚାହୁଁଛି । ଅପର ପାର୍ଶ୍ଵ ରେ ଦେଖିବାକୁ ଗଲେ ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି, ଏବଂ ବର୍ଷାଙ୍କର ପାରିବାରିକ କଳହ ମାମଲା ଏବେ କଟକ ଫ୍ୟାମିଲି କୋର୍ଟ ରେ ରହିଛି ।

ଆଉ ଏହା ମଧ୍ୟରେ ଅନୁଭବ ମହାନ୍ତି ଯାଇ ଲଣ୍ଡନ ରେ ପହଞ୍ଚିଛନ୍ତି ତାଙ୍କର ଅପ କମିଙ୍ଗ ଫିଲ୍ମ “ଲଭ ଇନ ଲଣ୍ଡନ” ର ସୁ-ଟି-ଙ୍ଗ ପାଇଁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *