‘ଷ୍ଟେସନରେ ପାଗଳ ବେଶରେ ବୁଲିଛି, ମୋ ବ୍ୟାଗ ବି ଚୋରି ହୋଇଗଲା, ଶେଷରେ ମୁଁ…’ ଭଉଣୀକୁ ଖୋଜିବା ପାଇଁ ଭାଇ ଧରିଲା ପାଗଳ ବେଶ, ଏ ନେଇ ସେ କଣ ଖୁଚନ୍ତି ଶୁଣନ୍ତୁ…

ନମସ୍କାର ବନ୍ଧୁଗଣ ତେବେ ଭାଇ ଭଉଣୀ ର ସମ୍ପର୍କ ଆପଣ ଜାଣିଥିବେ ତେବେ ଯାହାକି ସବୁଠାରୁ ପବିତ୍ର ବନ୍ଧନ ତେବେ ଗୋଟେ ଭାଇ ତା ଭଉଣୀ ପାଇଁ କିଛି ବି କରିପାରେ ଯାହାକି ଆଜି ଜଣେ ଭାଇ ଏହା ପ୍ରମାଣିତ କରି ଦେଇଛନ୍ତି । ତେବେ ଆପଣ ଜାଣିଥିବେ କି ସଫ୍ଟୱେୟର ଇଞ୍ଜିନିୟର କହି ମ୍ୟାଟ୍ରିମନୀ ରେ କରୁଥିଲେ ବିବାହ । ଦିଲ୍ଲୀ ର ଫ୍ଲାଟ, ରାଜସ୍ଥାନ ରେ ଫାର୍ମ ହାଉସ, ପେଟ୍ରୋଲ ପମ୍ପ ଆଦି ର ପ୍ରଲୋଭନା ।

କରୁଥିଲା ସ୍ତ୍ରୀ ବେପାର ବନାଉଥିଲା ଏମ୍ ଏମ୍ ଏସ । ନିଜ ମାମୁଁ ଝିଅ ଭଉଣି କୁ ବି ଛାଡ଼ି ନଥିଲା ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ରମ୍ଭା ର ସମୀର ପ୍ରସାଦ ବେଜ । ୟାଙ୍କ କାରନାମା ଶୁଣିଲେ ଆପଣ ମୁଣ୍ଡ ରେ ହାତ ଦେବେ । ନିଜ ଭଉଣୀ କୁ ମାମୁଁ ପୁଅ ଭାଇ ଠାରୁ ମୁକାଳିବାକୁ ପାଗଳ ବେଶରେ ବୁଲୁଥିଲା ଭାଇ ।

ଅନ୍ୟ ପକ୍ଷରେ ଗୋଟିଏ ପରେ ଗୋଟିଏ ବାହା ହୋଇ ମଉଜ କରୁଥିବା ସ୍ୱାମୀ କୁ ପାଗେଳି ଙ୍କ ଭଳି ଖୋଜି ଚାଲିଥିଲା ସ୍ତ୍ରୀ ରସିକିଆ ଡାକ୍ତର ରମେଶ କୁ ବି କାଟିଦେଲା ଏହି ୪୨୦ ଠକ । ଗଞ୍ଜାମ ଜିଲ୍ଲା ରମ୍ଭା ଅଞ୍ଚଳର ସମୀର ବେଜ କେତେବେଳେ ନିଜକୁ ଇଞ୍ଜିନିୟର ତ କେତେବେଳେ ଏମ୍ ଟେକ ଛାତ୍ର ବୋଲି କହୁଥିଲା । ତେବେ ସେ ନିଜ ସମ୍ପର୍କିୟ ଭଉଣୀ କୁ ମଧ୍ୟ ଛାଡ଼ି ନଥିଲେ ।


ତାଙ୍କୁ ଆଣି ଭୁବନେଶ୍ୱର ର ଏୟାରଫିଲ ଥାନା ଅଞ୍ଚଳରେ ଏକ ଘରେ ଲିଭ ଇନ ରେ ରହୁଥିଲେ ବୋଲି ଖବର ପାଇଥିଲେ ଯୁବତୀ ଙ୍କ ଭାଇ । ତେବେ ଠକ ସମୀର ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ତାଙ୍କ ସମ୍ପର୍କୀୟ ଭାଇ । ଏହି ସମ୍ବନ୍ଧରେ ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ସମୀର ଙ୍କୁ ଗିରଫ କରିବା ସହିତ ଘଟଣା ର ତଦନ୍ତ କରୁଛି ।

ତେବେ ତାଙ୍କ ଭାଇର କହିବା କଥା କି ମୁଁ ପୋଲିସ ଙ୍କୁ କହିଥିଲି କିନ୍ତୁ ସେମାନେ ସବୁ ଟ୍ରେକିଙ୍ଗ ରେ ରହିଛି ବୋଲି ମୋତେ କହୁଥିଲେ । ତେବେ ସେ ଶେଷରେ ନିଜେ ହିଁ ତାଙ୍କ ଭଉଣୀ କୁ ଖୋଜିକି ପାଇଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *