ହଠାତ ମଡ ମଡ ହେଇ ପାଣିରେ ଭାସି ଗଲା Bridge, ଦେଖନ୍ତୁ Live ଭିଡିଓ

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହ ଲୋକମାନେ ନିଜର ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି ।


ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଭାଇରାଲ ହେଉଥିବା ଏହି ଭିଡିଓଟିକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଏହି ଭିଡିଓରେ ଏକ ବ୍ରିଜ ପାଣିରେ ଭୁସୁଡି ପଡୁଛି । ବ୍ରିଜ ପାଖରେ କିଛି ଲୋକ ଛିଡା ହୋଇଛନ୍ତି ହେଲେ ଶୋଭାଗ୍ୟ ବଶତଃ କାହାର କୌଣସି କ୍ଷତି ହୋଇ ନାହିଁ । ସ୍ଥାନୀୟ ଲୋକମାନେ ବ୍ରିଜ ଭାଙ୍ଗିବା ଆଶଙ୍କା ଆଗରୁ କରିଥିଲେ ତେଣୁ କେହି ବି ବ୍ରିଜ ପାର କରିବାକୁ ଚେଷ୍ଟା କରି ନଥିଲେ ।

ପାଣିରେ ଜଳ ସ୍ରୋତ ବଢିବା ହେତୁ କାଠରେ ନିର୍ମିତ ହୋଇଥିବା ଏହି ବ୍ରିଜରେ ଭାଙ୍ଗି ଭାସି ଯାଉଛି । ତେବେ ବନ୍ଧୁଗଣ ଏହି ଘଟଣାଟି କେଉଁ ସ୍ଥାନରେ ଘଟିଛି ତାହା ବିଷୟରେ ଆସନ୍ତୁ ଜାଣିବା । ମିଡିଆ ରିପୋର୍ଟସ ଅନୁସାରେ ମେଘାଳୟରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ମେଘାଲୟରେ ଲଗାଣ ବର୍ଷା ହେତୁ ବୋହୁ ଅଞ୍ଚଳରେ ପାଣି ଜମି ରହିଛି । ସେହିପରି ବନ୍ୟା ଆସିବା ଯୋଗୁଁ ନଦୀରେ ଥିବା କାଠ ପୋଲ ଭାସି ଯାଇଛି ।

ସାଉଥ୍‌ ଗାରୋ ହିଲ୍‌ ଓ ୱେଷ୍ଟ ଗାରୋ ହିଲ୍‌ ଜିଲ୍ଲା ମଝିରେ ଯାଇଥିବା ନଦୀର ପୋଲ ଭାସି ଯାଇଛି । ପୋଲଟି ଜିଜିକା ଓ ମେଗୁଆକୁ ସଂଯୋଗ କରୁଥିଲା । ଗତକାଲି ନଦୀରେ ହଠାତ ବନ୍ୟା ଆସିବାରୁ ପୋଲଟି ଭାସି ଯାଇଥିଲା । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *