‘ମୁଁ ପୁରା ଭାଇରାଲ ହେଇଗଲି, ଲୋକ ମୋ ସହ ସେଲଫି ନେଉଛନ୍ତି, ଭାରି ବଢିଆ ଲାଗୁଛି…’ ଭାଇରାଲ ହେବା ପରେ Tunguru Bhola ଯାହା କହିଲେ ଶୁଣିଲେ ହସି ହସି ଗଡିବେ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବହୁ ଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ ବର୍ତ୍ତମାନ କହିଛନ୍ତି ଯେ ବର୍ତ୍ତମାନ ତ ପପୁଲାର ହୋଇଅଛି । ଅର୍ଥାତ ଫଟୋ ଉଠାଉଛନ୍ତି ମୋ ସହିତ ଏବଂ ଯୁଆଡେ ଗଲେ ମଧ୍ୟ କହୁଛନ୍ତି ଯେ ତୁମ ସେଲଫି ଦିଅ । ଗୀତ ମଧ୍ୟ ତାଙ୍କ ପାଖରେ ଆଣି ବଜାଉଛନ୍ତି ପିଲା । ଘରୁ ବାହାରିଲା ମାନେ ରୋଡ, ହାଟ ଘାଟ ସବୁଆଡେ ତାଙ୍କ ସେଲଫି ନେଉଛନ୍ତି ବୋଲି ସେ କହିଛନ୍ତି । ମାତ୍ର କୌଣସି ପୁଅ ଏହିଭଳି ଫସନ୍ତୁ ନାହିଁ ।

ଅଟୋ ଚଳାଇବାକୁ ଯାଇ ଏହିଭଳି ହେବ ବୋଲି ମୁଁ ଜାଣି ନଥିଲି ମାତ୍ର ହେଇଗଲି ବୋଲି କହିଛନ୍ତି ଟୁଙ୍ଗୁରୁ । ଗୀତଆଣି ଶୁଣେଇବା ସହିତ ମାର୍କେଟ ଯିବା ସମୟରେ ସମସ୍ତେ ଅନାଉଛନ୍ତି । ସେ କହିଛନ୍ତି ଯେ କୌଣସି ପୁଅ ପିଲା ଏବଂ ବିଶେଷ କରି କୌଣସି ନାରୀ ଏହିଭଳି କୌଣସି ପୁଅ କୁ ଫସାଇ ଭାଇରାଲ କରନ୍ତୁ ନାହିଁ ।

ଟୁଙ୍ଗୁରୁ ଙ୍କ ସାଙ୍ଗ ତାଙ୍କ ନାମ ରେ ବାହାରିଥିବା ଗୀତ ତାଙ୍କୁ ଶୁଣାଇ କହୁଛନ୍ତି ଯେ ତୁ କଣ କଲୁ ଯେ ଅଟୋ ରେ ନେଇ ବର୍ତ୍ତମାନ ତୁ ଭାଇରାଲ ପୁରା । ପୂର୍ବ ରୁ ସାଧାରଣ ଭାବରେ ଜୀବନଯାପନ କରୁଥିଲେ । ମାତ୍ର ବର୍ତ୍ତମାନ ସବୁଆଡେ ତାଙ୍କର ଚର୍ଚ୍ଚା । ସେ କହିଛନ୍ତି ଯେ ଅଟୋ ରେ ଯାଉଥିଲେ ଏବଂ ମହିଳା ତାଙ୍କୁ ଫସାଇ ଦେଇଥିଲେ । ସେ ଫସାଇ ମିଡିଆ ଆଗରେ କହିବାରୁ ମୁଁ ଭାଇରାଇ ହେଲି । ମାତ୍ର ଷଡଯନ୍ତ୍ର ହେଇ ହିଁ ଏହା ହେଇଛି ନଚେତ ଏଭଳି ହୋଇ ନଥାନ୍ତା ।

ଏବେ ପପୁଲାର ହୋଇ ଅଛି । ଆଗକୁ ଯିବାକୁ ସୁଯୋଗ ଦେଲେ ସେ ଯିବେ ବୋଲି କହିଛନ୍ତି । ଆଉ କେବେ ଏହିଭଳି ମାନସିକତା ଆସିବ ନାହିଁ । ଯେଉଁ ପିଲାମାନେ ଏଭଳି କରୁଛନ୍ତି ସେମାନେ ମଧ୍ୟ ଏ ସବୁ ରୁ ଦୂରେଇ ରୁହନ୍ତୁ ସେମାନେ ଆଉ କେବେ ମଧ୍ୟ ଏଭଳି କରନ୍ତୁ ନାହିଁ । କମ ବୟସ ର ପୁଅ କୁ ଯେଉଁମାନେ ଫସଉଛନ୍ତି ସେମାନେ ଆଦୌ ଏଭଳି କରନ୍ତୁ ନାହିଁ ଆଉ ଭାଇ ମାନଙ୍କୁ ମଧ୍ୟ ନିବେଦନ କରି ଟୁଙ୍ଗୁରୁ କହିଛନ୍ତି ଯେ ସତର୍କତା ସହିତ ଚଳନ୍ତୁ ।

ବିବାହିତା ମହିଳା ମାନେ ଏହିଭଳି ହାଇଲାଇଟ କରୁଛନ୍ତି । ମୁଁ ବର୍ତ୍ତମାନ ହାଇଲାଇଟ ଆଗକୁ ଯଦି ଏମିତି ଗୀତ ବାହାରିବ ମତେ ସୁଯୋଗ ମିଳିଲେ ମୁଁ ମଧ୍ୟ ଆହୁରି ପପୁଲାର ହେବି ବୋଲି କହିଛନ୍ତି ଟୁଙ୍ଗୁରୁ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *