Interesting Gk Question- ଭାରତରେ କେଉଁ ଫୁଲ ୧୨ ବର୍ଷରେ ଥରେ ଫୁଟି ଥାଏ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. କେଉଁ ଜୀବ ଆଖି ଓ କାନ ବାଟେ ଶ୍ଵାସ ପ୍ରଶ୍ଵାସ ନିଏ ?

ଉତ୍ତର- ହରିଣ ଆଖି ଓ କାନ ବାଟେ ଶ୍ଵାସ ପ୍ରଶ୍ଵାସ ନିଏ ।

୨. କେଉଁ ମାଛ ମୁଣ୍ଡରେ ପାଖସ୍ଥଳୀ ଥାଏ ?

ଉତ୍ତର- ଚିଙ୍ଗୁଡି ମାଛ ମୁଣ୍ଡରେ ପାଖସ୍ଥଳୀ ଥାଏ  ।

୩. କାହାର ଆଠଟି ଆଖି ଅଛି ?

ଉତ୍ତର- ମାଙ୍କଡସାର ଆଠଟି ଆଖି ଅଛି ।

୪. ମୟୂର ପୁଛରେ କେତୋଟି ଚନ୍ଦ୍ରିକା ଅଛି ?

ଉତ୍ତର- ମୟୂର ପୁଛରେ ୧୮ଟି ଚନ୍ଦ୍ରିକା ଅଛି  ।

୫. କାହାର ଆଖି ନାହିଁ ?

ଉତ୍ତର- ଜିଆ ହେଉଛି ଏକ ଏପରି ଜୀବ ଯାହାର ଆଖି ନାହିଁ ।

୬. କିଏ ପହଁରି ପାରେ ନାହିଁ ?

ଉତ୍ତର- ଓଟ ହେଉଛି ଏକ ଏପରି ପ୍ରାଣୀ ଯିଏ ପହଁରି ପାରେ ନାହିଁ ।

୭. କାହାର ମେରୁଦଣ୍ଡ ନାହିଁ ?

ଉତ୍ତର- କଙ୍କଡା ହେଉଛି ଏକ ଏପରି ଜୀବ ଯାହାର ମେରୁଦଣ୍ଡ ନାହିଁ ।

୮. କାହାର ପାଞ୍ଚଟି ଆଖି ଅଛି ?

ଉତ୍ତର- ମହୁମାଛି ହେଉଛି ଏକ ଏପରି ଜୀବ ଯାହାର ପାଞ୍ଚଟି ଆଖି ଅଛି ।

୯. କେଉଁ ଜୀବ ସବୁଠାରୁ ବେସି ଦିନ ବଞ୍ଚି ଥାଏ ?

ଉତ୍ତର- କଇଁଛ ଯାହାକି ଗୋଟେ ଜୀବ ଯିଏ ସବୁଠାରୁ ବେସି ଦିନ ବଞ୍ଚି ଥାଏ ।

୧୦. କାହାର ୧୦ଟି ଗୋଡ ଅଛି ?

ଉତ୍ତର- କଙ୍କଡାର ଯାହାକି ୧୦ଟି ଗୋଡ ଅଛି ।

୧୧. କିଏ ସର୍ବଦା ଜିଭ ବାହାର କରିଥାଏ ?

ଉତ୍ତର- ସାପ ହେଉଛି ଏକ ଏପରି ଜୀବ ଯିଏ ଜିଭ ବାହାର କରିଥାଏ ।

୧୨. କିଏ ବସା ତିଆରି କରେ ନାହିଁ ?

ଉତ୍ତର- ବାଦୁଡି ଯିଏ କି ବସା ତିଆରି କରି ପାରେ ନାହିଁ ।

୧୩. କେଉଁ ପକ୍ଷୀର ଦାନ୍ତ ଅଛି
?

ଉତ୍ତର- ବାଦୁଡି ହେଉଛି ଏକ ଏପରି ପକ୍ଷୀ ଯାହାର ଦାନ୍ତ ଅଛି ।

୧୪. କେଉଁ ଗଛର ଫୁଲ ନାହିଁ ?

ଉତ୍ତର- ଛତୁ ଯାହାକି ଗୋଟେ ଗଛ ତାହାର ଫୁଲ ନାହିଁ ।

୧୫. ଚୁଲିର ୩ ମୁଣ୍ଡକୁ କଣ କୁହାଯାଏ ?

ଉତ୍ତର- ଚୁଲିର ୩ ମୁଣ୍ଡକୁ ଝିଙ୍କା କୁହାଯାଏ ।

୧୬. ଭାରତରେ କେଉଁ ଫୁଲ ୧୨ ବର୍ଷରେ ଥରେ ଫୁଟି ଥାଏ ?

ଉତ୍ତର- ନୀଳକୁରିଞ୍ଜି ଫ୍ଲାୱାର ଯାହା କର୍ଣ୍ଣାଟକରେ ଅଛି ।

Leave a Reply

Your email address will not be published. Required fields are marked *