ବିବାହରେ ଏହି ନମୁନା ଗୁଡିଙ୍କୁ ଦେଖିଲେ ହସି ହସି ପେଟ ଦରଜ ହେଇଯିବ, ଦେଖନ୍ତୁ ଏହି Video

ବନ୍ଧୁଗଣ ଏହି ଦୁନିଆର ସମସ୍ତ ଲୋକ ନିଜ ବିବାହକୁ ସ୍ପେଶିଆଲ କରିବା ପାଇଁ ଇଛା କରିଥାନ୍ତି । ହେଲେ ବେଳେବେଳେ ବାହାଘରରେ ଏମିତି କିଛି ମଜାଦାର ଘଟଣା ଘଟି ଯାଏ ଯାହା ସବୁଦିନ ପାଇଁ ମନେ ରୁହେ । କିଛି ବିବାହର ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ବିବାହ ଭିଡିଓ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଭିଡିଓ ବିଷୟରେ ।

୧. ବନ୍ଧୁଗଣ ଏହି ସମୟରେ ଲୋକ ମାନେ ଗୋଟିଏ ବିବାହ କରିବା ପାଇଁ ତରଶୁ ଛନ୍ତି ହେଲେ ଜଣେ ଲୋକ ତିନି ଜଣ ମହିଳାଙ୍କ ସହ ବିବାହ କରିଛନ୍ତି । ଏହି ବ୍ୟକ୍ତି ଜଣକ ନିଜ ତିନୋଟି ଗାର୍ଲଫ୍ରେଣ୍ଡଙ୍କ ସହ ଲିଭିନ ରିଲେସନରେ ରହୁଥିଲେ ଆଉ ବ୍ୟକ୍ତିଙ୍କର ୬ଟି ଛୁଆ ବି ଥିଲେ । ବିବାହରେ ସମସ୍ତ ଛୁଆ ନାଚ ଗୀତ କରି ଏଞ୍ଜୋଏ କରିଥିଲେ ।

୨. ଆମ ଲିଷ୍ଟର ଦ୍ଵିତୀୟ ବିବାହରେ ଜଣେ ଝିଅ ବିବାହ ବେଦିରେ ବାହା ହେବା ପାଇଁ ମନା କରି ଦେଉଛି । କାରଣ ଝିଅ ବି.ଏଡ କରିଥିବା ବେଳେ ପୁଅ ମୂର୍ଖ ଥିଲା । ଝିଅ ଯେତେବେଳେ ଏ କଥା ଜାଣିଲା ସେତେବେଳେ ସେ ବିବାହ କରିବାକୁ ମନା କରିଦେଲା । ଏହା ପରେ ପୁଅକୁ ଛାଡି ଝିଅ ମଣ୍ଡପରୁ ଫେରାର ହେଇଗଲା ।

୩. ଆମ ଲିଷ୍ଟର ତୃତୀୟ ବିବାହରେ ବୋହୁ ବରକୁ ମିଠା ଖାଇବାକୁ ଦେଉଛି । ଏହା ପରେ ବର ବୋହୁକୁ ମିଠା ଖୁଆଉଛି ହେଲେ ବୋହୁ ମିଠା ନ ଖାଇ ସୋଫାରେ ମିଠାକୁ ପକେଇ ଦେଉଛି । ଏହା ପରେ ବର ସେହି ମିଠାକୁ ଉଠେଇ ଜବରଦସ୍ତ ବୋହୁ ପାଟିରେ ଖୁଆଉଛି ।

୪. ବନ୍ଧୁଗଣ ବିବାହରେ ବହୁତ ପ୍ରକାରର ରସମ ଥାଏ । ହେଲେ ଏହି ରସମ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଏହି ବିବାହର ବର ବୋହୁ ସହ ବିବାହ କରିବାକୁ ଆସିଥିଲେ ହେଲେ ଝିଅ ବାଲା ଘର ବରକୁ ମେକ ଅପ୍ ଲଗାଇ ତା ମୁହଁ ବିଗାଡି ଦେଲେ । ବରର ଦୁଃଖ ଆପଣ ମାନେ ବୁଝି ପାରୁଥିବେ ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓରେ ପୁଅ-ଝିଅ ପରସ୍ପର ସହ ପ୍ରେମ କରି ଏକ ଜାଗାରେ ରୋମାନ୍ସ କରୁଥିଲେ । ସେଠାରେ ତାଙ୍କୁ ଗାଁ ବାଲା ଦେଖି ଶିବ ମନ୍ଦିର ନେଇ ବିବାହ କରିଦେଲେ । ବିବାହ ପରେ ଝିଅ କହିଲା ସେ ଖୁସି ନାହିଁ କାରଣ ସେ ଏହି ଯୁବକ ସହ ଟାଇମ ପାସ କରୁଥିଲେ । ଏହା ପରେ ଯୁବକ ମଧ୍ୟ ସେହି ଉତ୍ତର ଦେଇଥିଲେ । ଉଭୟ ପରସ୍ପର ସହ ଟାଇମ ପାସ କରୁଥିଲେ ହେଲେ ସେମାନଙ୍କ ବେଳା ଖରାପ ଥିଲା ।

Leave a Reply

Your email address will not be published. Required fields are marked *