ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ । ଏହା ଛାତ୍ରଛାତ୍ରୀ ଙ୍କ ନିମନ୍ତେ ଅତ୍ୟନ୍ତ କାର୍ଯ୍ୟକାରୀ ଅଟେ । ସାଧାରଣତଃ କେତେକ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ଆମ୍ଭେ ମାନେ ଜାଣି ନଥାଉ କିନ୍ତୁ ସେ ସବୁ ବିଷୟରେ ଜାଣିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଆଜି ଆମ୍ଭେ ଜାଣିନେବା କିଛି ବିଶେଷ ପ୍ରଶ୍ନ ଉତ୍ତର କୁ ନେଇ ଏକ ସ୍ଵତନ୍ତ୍ର ବିବରଣୀ ।
୧;- କେଉଁ ଜୀବ ଆଖି ଏବଂ କାନ ବାଟେ ଶ୍ଵାସ ପ୍ରଶ୍ଵାସ ନିଏ ?
ଉତ୍ତର;- ହରିଣ ।
୨;- କାହାର ଆଖି ନାହିଁ ?
ଉତ୍ତର;- ଜିଆ ।
୩;- କେଉଁ ମାଛ ମୁଣ୍ଡରେ ପାକସ୍ଥଳୀ ଥାଏ ?
ଉତ୍ତର;- ଚିଙ୍ଗୁଡି ।
୪;- କାହାର ୮ ଟି ଆଖି ଅଛି ?
ଉତ୍ତର;- ମାଙ୍କଡସା ।
୫;- ମୟୁର ପୁଚ୍ଛରେ କେତୋଟି ଚନ୍ଦ୍ରିକା ଅଛି ?
ଉତ୍ତର;- ୧୮ ଟି ।
୬;- କିଏ ପହଁରିପାରେ ନାହିଁ ?
ଉତ୍ତର;- ଓଟ ।
୭;- କାହାର ଦଶଟି ଗୋଡ ଅଛି ?
ଉତ୍ତର;- କଙ୍କଡା ।
୮;- କାହାର ମେରୁଦଣ୍ଡ ନାହିଁ ?
ଉତ୍ତର;- କଙ୍କଡା ।
୯;- କାହାର ୫ ଟି ଆଖି ଅଛି ?
ଉତ୍ତର;- ମହୁମାଛି ।
୧୦;- କେଉଁ ଜୀବ ସବୁଠାରୁ ବେସୀଦିନ ବଞ୍ଚିଥାଏ ?
ଉତ୍ତର;- କଇଁଛ ।
୧୧;- କିଏ ସର୍ବଦା ଜିଭ ବାହାର କରେ ?
ଉତ୍ତର;- ସାପ ।
୧୨;- କିଏ ବସା ତିଆରି କରିପାରେ ନାହିଁ ?
ଉତ୍ତର;- ବାଦୁଡି ।
୧୩;- ଚୁଲିର ୩ ମୁଣ୍ଡ କୁ କ’ଣ କୁହାଯାଏ ?
ଉତ୍ତର;- ଝିଙ୍କା ।
୧୪;- କେଉଁ ପକ୍ଷୀର ଦାନ୍ତ ଅଛି ?
ଉତ୍ତର;- ବାଦୁଡି ।
୧୫;- କେଉଁ ଗଛର ଫୁଲ ନାହିଁ ?
ଉତ୍ତର;- ଛତୁ ।
୧୬;- ଭାରତରେ କେଉଁ ଫୁଲ ୧୨ ବର୍ଷରେ ଥରେ ଫୁଟିଥାଏ ?
ଉତ୍ତର;- ନୀଳ କୁରଞ୍ଜି ଫୁଲ, ଏହା କର୍ଣ୍ଣାଟକରେ ଦେଖିବାକୁ ମିଳିଥାଏ ।
୧୭;- କେଉଁଠିକୁ ୧୦୦ ଲୋକ ଗଲେ ୧୦୧ ଲୋକ ଫେରନ୍ତି ?
ଉତ୍ତର;- ବାହାଘର ।
୧୮;- କାହା ପାଖରେ ରିଙ୍ଗ ଅଛି କିନ୍ତୁ ପିନ୍ଧିବା ପାଇଁ ଆଙ୍ଗୁଠି ନାହିଁ ?
ଉତ୍ତର;- ମୋବାଇଲ ।
୧୯;- ସେଇଟା କେଉଁ ଜିନିଷ ଯାହା ତୁମର କିନ୍ତୁ ବ୍ୟବହାର କରନ୍ତି ଅନ୍ୟମାନେ ?
ଉତ୍ତର;- ତୁମର ନାମ ।
୨୦;- ତାହା କ’ଣ ଯାହାର ମୁଣ୍ଡ ଏବଂ ଲାଞ୍ଜ ଅଛି କିନ୍ତୁ ଶରୀର ନାହିଁ ?
ଉତ୍ତର;- ମୁଦ୍ରା ।
୨୧;- କେଉଁ ବ୍ୟାଙ୍କରେ ପଇସା ନାହିଁ ?
ଉତ୍ତର;- ରିଭାରବ୍ୟାଙ୍କ (ନଦୀକୂଳ) ।
୨୨;- କେଉଁ ଜୀବ ସବୁବେଳେ କାନ୍ଦୁଥାଏ ?
ଉତ୍ତର;- କୁମ୍ଭୀର ।
୨୩;- ନିଜ ଇଚ୍ଛାରେ ଅଣ୍ଡା ଦିଏ ସେ କିଏ ?
ଉତ୍ତର;- ରାଣୀ ମହୁମାଛି ।
୨୪;- ପାଣି ପିଉ ନଥିବା ଉଭୟଚର ପ୍ରାଣୀ କିଏ ?
ଉତ୍ତର;- ବେଙ୍ଗ ।
୨୫;- ତାହା କ’ଣ ଯାହାକୁ ଆମେ ଦେଖି ପାରିବା କିନ୍ତୁ ଛୁଇଁ ପାରିବା ନାହିଁ ?
ଉତ୍ତର;- ସ୍ଵପ୍ନ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।