ଯେତେବେଳେ Shanaka ଖେଳୁଥିଲେ 98 ରନ୍ ପୁଣି Rohit କରିଦେଲେ କିଛି ଏପରି କାମ ଏବେ ହେଉଛି ଖୁବ ପ୍ରଶଂସା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କ୍ରିକେଟ ଖେଳ ଦେଖିବା ପାଇଁ ପିଲା ଠାରୁ ଆରମ୍ଭ କରି ଯୁବ ବର୍ଗ ସମସ୍ତଙ୍କୁ ବହୁତ ହିଁ ଭଲ ଲାଗିଥାଏ । ତେଣୁ ବହୁତ ଲୋକଙ୍କର କ୍ରିକେଟ ଖେଳ ପ୍ରତି ଆଗ୍ରହ ବହୁତ ମାତ୍ରାରେ ଦେଖା ଯାଉଛି । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ମ୍ଯାଚ ଚାଲିଥିଲା । ତେବେ ଶ୍ରୀଲଙ୍କା ପ୍ରଥମ ଟସ ଜିତି ଖେଳ ଆରମ୍ଭ କରିଥିଲା । ତେବେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ମ୍ଯାଚ ସରୁ ସରୁ ହଟାତ ଭାବରେ ଖେଳରେ ଏକ ଚମତ୍କାରୀ ପରିବର୍ତ୍ତନ ଦେଖା ଦେଇଥିଲା ।

ଯେଉଁଥିରେ କି କ୍ରିକେଟର ରୋହିତ ଶର୍ମା ଓ କ୍ରିକେଟର ମହମଦ ସାମୀ ଙ୍କର ଦମଦାର ଖେଳ ପଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଯେତେବେଳେ ଶ୍ରୀଲଙ୍କାକୁ ଜିତ ପାଇଁ ୩୭୪ ରନର ଆବଶ୍ୟକତା ପଡୁଥିଲା । ସେହି ସମଯରେ ହିଁ ଟିମ ଶ୍ରୀଲଙ୍କାର ପରାଜୟ ହେବାର ସମ୍ଭାବନା ବଢି ଯାଇଥିଲା । ତଥାପି ଶ୍ରୀଲଙ୍କା କ୍ୟାପେଟେନ ନିଜର ପ୍ରୟାସ ଜାରୀ ରଖିଥିଲେ । କ୍ଯାପଟେନ ଦଶୂନ ସନାକାଙ୍କୁ ମହମଦ ସାମୀ ମ୍ଯାନକର୍ଡିଙ୍ଗ କରି ଆଉଟ କରି ଦେଇଥିଲେ ।

ହେଲେ ରୋହିତ ଶର୍ମାର ମହାନତା ଜ୍ଗୁ ସେ ଆଉଟ ହେବାରୁ ବଞ୍ଚି ଯାଉଥିଲେ । ମହମଦ ସମୀ ନିଜର ରନଅପରେ ଶ୍ରୀଲଙ୍କା କ୍ଯାପଟେନକୁ ମ୍ଯାନକର୍ଡିଙ୍ଗ କରିଦେଇଥିଲେ । ଏହାପରେ ମହମଦ ସାମୀ ଅମ୍ପେୟାରଙ୍କୁ ଅପିଲ କରି କହିଥିଲେ । ଅମ୍ପେୟାର ମଧ୍ୟରେ ଏଥିପାଇଁ କିଛି କରିବା ପାଇଁ ଚାହିଁଥିଲେ । ତାପରେ କ୍ରିକେଟର ରୋହିତ ଶର୍ମାଙ୍କର ନିଜର ବିଶାଳ ହୃଦୟ ନେଇକି ସ୍ପୋର୍ଟ୍ସମ୍ୟାନ ସ୍ପିରିଟ ନେଇ ନିଜର ବହୁତ ବଡ ନମନୀୟତା ଦେଖାଇଲେ ।

ତାପରେ ସବୁ କିଛି ବୁଝାସୁଝା କରିବାକୁ ରୋହିତ ଶର୍ମା ପ୍ରୟାସ କରିଥିଲେ । ରୋହିତ ଶର୍ମା ମହମଦ ସାମୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ଯେଉଁଥିରେ କି ମହମଦ  ସାମୀଙ୍କୁ ଅମ୍ପେୟାର ଠାରୁ ମ୍ଯାନକର୍ଡିଙ୍ଗ ଅପିଲକୁ ଫେଟସ୍ତ କରିବାକୁ କହିଥିଲେ । କାରଣ ମ୍ୟାନକର୍ଡିଙ୍ଗରେ ଆଉଟ ହେବା ଏକ ଖେଳାଳୀ ପାଇଁ ବହୁତ ଦୟନୀୟ କଥା ହୋଇଥାଏ । ଏଥିରେ ଆଉଟ ହେବା ପରେ ଖେଳାଳୀଙ୍କର ମନ ଭାଙ୍ଗିଯାଇଥାଏ ।

ତେବେ ଖେଳରେ ଏପରି କିଛି ପରିସ୍ଥିତି ସୃଷ୍ଟି ହୋଇ ମଧ୍ୟ ଅନ୍ତରେ ଭାରତୀୟ ଟିମକୁ ହିଁ ଜିତ ମିଳିପାରିଛି । ଯାହା ଭାରତୀୟ ଟିମ ପାଇଁ ବହୁତ ବଡ ଏକ ଖୁସି ଖବର ପାଲଟିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *