ଦେଖନ୍ତୁ ଭାରତର ସବୁଠୁ ଦୁର୍ଲଭ ପ୍ରଜାତିର ସାପ (Trinket snake) କିପରି କରାଗଲା ରେସକ୍ୟୁ, ଏମିତି ଭୟଙ୍କର ଅଟେ ଏହାର ଆଟାକ, ଯାହାକୁ ଦେଖିଲେ ଆପଣଙ୍କ ନିଦ ହଜିଯିବ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାପ ସହ ଜଡିତ ଅନେକ ଭିଡିଓ ଦେଖିଥିବେ । ସାପ ମାନଙ୍କ ସହ ଜଡିତ ଅନେକ ଘଟଣା ଓ ଖବର ଆପଣ ମାନେ ସୋ-ସି-ଆ-ଲ ମି-ଡି-ଆ-ରେ ଦେଖିବାକୁ ପାଉଥିବେ । ସାପର ଅନେକ ପ୍ରଜାତି ଅଛି ଓ ସେଥିମଧ୍ୟରୁ କିଛି ଘା-ତ-କ ମଧ୍ୟ ଅଟନ୍ତି । କିଛି ସାପଙ୍କ ବିଶରେ ମଣିଷର ମୃ-ତ୍ୟୁ ହୋଇଥାଏ । ହେଲେ ଆମ ହିନ୍ଦୁ ଧର୍ମରେ ନାଗ ସାପର ବହୁତ ପୌରଣିକ ମାନ୍ୟତା ରହିଛି । ନାଗ ସାପକୁ ଆଗ କାଳରୁ ପୂଜା ଅର୍ଚ୍ଚନା କରନ୍ତି ।

ବନ୍ଧୁଗଣ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ଏକ ଦୁ-ର୍ଲ-ଭ ସାପ ଦେଖିବାକୁ ମିଳିଛି । ଏହି ସାପଟିକୁ ଦେଖି ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଦୁର୍ଲଭ ସାପ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ସାପ ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ଟ୍ରିଙ୍କେଟ ସାପ । ଟ୍ରିଙ୍କେଟ ସାପଟି ଦୁର୍ଲଭ ଅଟେ । ଭା-ଇ-ରା-ଲ ହେଉଥିବା ଏହି ଭିଡିଓରେ ଜଣେ ସାପ ଧରାଳି ଏକ ରୋଷେଇ ଘରୁ ଟ୍ରିଙ୍କେଟ ସାପକୁ ଉଧାର କରୁଛନ୍ତି । ତେବେ ଏହି ସାପଟିକୁ ସେ ପ୍ରଥମ ଥର ପାଇଁ ଧରିଥିବାର କହିଛନ୍ତି । ବନ୍ଧୁଗଣ ଏହି ସାପଟି ପାଖାପାଖି ୭ ରୁ ୮ ଫୁଟ ଅଛି ।

https://www.youtube.com/watch?v=LTu61Zh4d5Y

ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଏହି ସାପର ଚୋ-ଟ ମା-ରି-ବା ଷ୍ଟାଇଲ ସଂପୂର୍ଣ୍ଣ ଭିନ୍ନ ହେଲେ ଏହି ସାପର ଚୋ-ଟ-ରେ ମଣିଷ ନିଜ ପ୍ରାଣ ହରାଇବାର ଚାନ୍ସ ବହୁତ କମ ଥାଏ । ତେବେ ଏହି ସାପଟି ମୂଷା ଖାଇବାକୁ ବହୁତ ଭଲ ପାଏ ଓ ଏହି ସାପ ଥଣ୍ଡା ସ୍ଥାନରେ ରହିବା ପାଇଁ ବେସ ପସନ୍ଦ କରେ ।

ସାପ ଧରାଳି ଜଣକ ଅତି ସାବଧାନତାର ସହ ଟ୍ରିଙ୍କେଟ ସାପଟିକୁ ଉଧାର କରିଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଟ୍ରିଙ୍କେଟ ସାପଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *