ଚିହ୍ନନ୍ତୁ…ଏହି ସୁନ୍ଦର କ୍ୟୁଟ ଝିଅଟି କିଏ ? ଯିଏ ଆଜି ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଜଣା ଶୁଣା ନାମ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ସାରା ଅଲି ଖାନ  ।

ଆପଣ ମାନେ ସମସ୍ତେ ସାରାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ସାରା ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଆସିବା ଦିନରୁ ସାରା ନିଜ ସୋ-ସି-ଆ-ଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଫଟୋ ଓ ଭିଡିଓ ଅପଲୋଡ କରନ୍ତି । ଗତ କିଛି ସମୟ ହେବ ସାରା ତାଙ୍କ ପିଲା ଦିନର କିଛି ଫଟୋ ସୋ-ସି-ଆ-ଲ ମି-ଡି-ଆରେ ଅପଲୋଡ କରିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ବନ୍ଧୁଗଣ ସାରା ପିଲା ଦିନରେ ବହୁତ ଅଧିକ ସୁନ୍ଦର ଓ କ୍ୟୁଟ ଦେଖା ଯାଉଥିଲେ । ଲୋକମାନେ ଏହି ଫଟୋ ଦେଖି ବହୁତ ଖୁସି ହେଉଛନ୍ତି ଓ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ସାରା ବଲିଉଡ ଅଭିନେତା ସେଫ ଅଲି ଖାନ ଓ ଅଭିନେତ୍ରୀ ଅମୃତା ସିଂହଙ୍କ ଝିଅ ଅଟନ୍ତି । ସାରା ସୋ-ସି-ଆ-ଲ ମି-ଡି-ଆରେ ନିଜ ପିଲା ଦିନର ଫଟୋ ପୋଷ୍ଟ କରି କ୍ୟାପ୍ସନରେ ଲେଖିଛନ୍ତି-‘‘Loved the sun, for many suns’ ।

ଏହା ପୂର୍ବରୁ ମଧ୍ୟ ସେ ତାଙ୍କ ପିଲା ଦିନର କିଛି ଫଟୋ ସୋ-ସି-ଆ-ଲ ମି-ଡି-ଆରେ ଅପଲୋଡ କରିଥିଲେ ହେଲେ ତାଙ୍କର ଏହି ଫଟୋକୁ ଲୋକମାନେ ବହୁତ ଭଲ ପାଇବା ଦେଇଛନ୍ତି । ସାରା ଅଲି ଖାନ ହେଉଛନ୍ତି ଏକ ଏପରି ଅଭିନେତ୍ରୀ ଯିଏ ବହୁତ କମ ସମୟ ମଧ୍ୟରେ ବଲିଉଡ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ସାରାଙ୍କୁ ତାଙ୍କ ଇନ୍ସ୍ଟାଗ୍ରାମ ଆକାଉଣ୍ଟରେ ୩୭ ମିଲିୟନ ଲୋକ ଫଲୋ କରୁଛନ୍ତି ।

ସେ ବଲିଉଡ ଫିଲ୍ମ ‘ଶିମ୍ବା’ରୁ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ । ଏହା ପରେ ସେ ‘ଲଭ ଆଯ କଲ’ ଓ ‘କୁଲି ନମ୍ବର ୧’ରେ ବି ନଜର ଆସି ସାରିଛନ୍ତି । ତାଙ୍କ ସୁନ୍ଦରତା ଓ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସାରାଙ୍କ ଏହି ପିଲା ଦିନର ଫଟୋ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *