Interesting Gk Questions- କେଉଁ ସହର କେବଳ ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ?

ନମସ୍କାର ସାଙ୍ଗମାନେ । ଆଜି ଆମେ ୫ଟି ମଜାଦାର ପ୍ରଶ୍ନ ଓ ଉତ୍ତର ବିଷୟରରେ ଆଲୋଚନା କରିବା ଆଶାକରେ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣମାନଙ୍କୁ ଭଲ ଲାଗିବ । ଆପଣ ପ୍ରାୟ ଓଡିଆ ଢଗ ଢମାଳି ସାହିତ୍ୟ ବହିରୁ ପଢିଥିବେ। ଏ ସବୁ ଶୁଣିବାକୁ ବହୁତ୍ ଭଲ ଲାଗିଥାଏ । ଆପଣ ମାନେ ମଧ୍ୟ ଆପଣଙ୍କ ମାଆ ଙ୍କ ଠାରୁ ଏହି ସବୁ ଶୁଣି।ଆଜିକାଲି ବିଭିନ୍ନ ପରୀକ୍ଷା ରେ ଏହି ଭଳି ସାଧରଣ ପ୍ରଶ୍ନ ଆସିବା ସ୍ୱାଭାବିକ।ଆପଣ ଦେଖିଥିବେ କିଛିଲୋକ ଜୀବନରେ

ବହୁତ୍ ଶୀଘ୍ର ସଫଳତା ପାଇଯାଇଥନ୍ତି କିନ୍ତୁ କିଛି ବ୍ୟକ୍ତବିଶେଷ ମାନେ ବହୁତ କଷ୍ଟ କରିବା ସତ୍ତ୍ଵେ ତାଙ୍କୁ ସଫଳତା ମିଳେ ନାହିଁ । ସଫଳତା ପାଇବାପାଇଁ ବହୁତ୍ କଷ୍ଟ କରିବାକୁ ପଡ଼ିଥାଏ। ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜ ର ଜ୍ଞାନ ଭଣ୍ଡା ର କୁ ବୃଦ୍ଧି କରିବା । ତେବେ ଚାଲନ୍ତୁ ଦେଖିବା ।

୧.ବାଇକ ପାଣି ଦ୍ୱାରା କାହିଁକି ଚାଲି ନ ଥାଏ?

ଉତ୍ତର-କାରଣ ପାଣି ରୁ ହାଇଡ୍ରୋଜେନ ଓ ଅକ୍ସୀଜେନ ଅଲଗା କରିବାର ବିଧି ବହୁତ ମହଙ୍ଗା ହୋଇଥାଏ।

୨.କେଉଁ ଦେଶ ର ଲୋକ ମାନେ ବିଲକୁଲ ବି ଗାଧାନ୍ତି ନାହିଁ?

ଉତ୍ତର-ଧ୍ରୁବ ପ୍ରଦେଶର ଲୋକମାନେ।

୩.ଗୋଟିଏ ଫିଲ୍ମ ହୋଇ କରି ପ୍ରସ୍ତୁତ ହେବା ପାଇଁ ମୋଟ କେତେ ଦିନ ସମୟ ଲାଗିଥାଏ?

ଉତ୍ତର-୬ ରୁ ୮ ମାସ।

୪.ଗୋଟିଏ ଏଟିଏମ ମେସିନ ରେ ମୋଟ କେତେ ଟଙ୍କା ରହିଥାଏ?

ଉତ୍ତର-୨୦ ଲକ୍ଷ।

୫.ଗୋଟିଏ ଦିନ ମଧ୍ୟରେ ମୋବାଇଲ ଫୋନ କୁ ପ୍ରାୟ କେତେ ଥର ଚାର୍ଜ କରିବା ଆବଶ୍ୟକ?

ଉତ୍ତର-ତିନି ରୁ ଚାରି ଥର।

୬.ଅଟୋ ରିକ୍ସା ସବୁଜ ଓ ହଳଦିଆ ରଙ୍ଗର କଣ ପାଇଁ ହୋଇଥାଏ?

ଉତ୍ତର-କାରଣ ଦେଖିବାକୁ ବହୁତ ଭଲ ଲାଗିଥାଏ।

୭.ଆମେ ଯେଉଁ ଟୁଥପେଷ୍ଟ ବ୍ୟବହାର କରିଥାଉ ସେଥିରେ କଣ ଜୀଵ ମାନଙ୍କର ହାଡ଼ ଥାଏ?

ଉତ୍ତର-ନା ଜୀଵ ମାନଙ୍କ ର ହାଡ଼ ନ ଥାଏ?

୮.ନଖ ଚୋବାଇବା ଦ୍ୱାରା କ୍ୟାନ୍ସର ହୋଇଥାଏ କି?

ଉତ୍ତର-ହଁ କ୍ୟାନ୍ସର ହୋଇପାରେ।

୯.ଆଇ.ଏ.ଏସ ଓ ଆଇ.ପି.ଏସ ହେବା ପାଇଁ କଣ ଲାଞ୍ଚ ଦେବାକୁ ପଡିଥାଏ?

ଉତ୍ତର-ନାହିଁ।

୧୦.କ୍ରିକେଟ ଖେଳ ରେ ମୋଟ କେତୋଟି ଖେଳାଳି ଖେଳିଥାନ୍ତି?

ଉତ୍ତର-୧୧ ଜଣ।

୧୧.ଡ଼ିସ ଟିଭି କଣ ସ୍ୟାଟେଲାଇଟ ଦ୍ୱାରା ପରିଚାଳିତ ହୋଇଥାଏ?

ଉତ୍ତର-ହଁ ହୋଇଥାଏ।

୧୨.ମିଠା ଖାଇବା ଦ୍ୱାରା କଣ ଓଜନ ବଢିଥାଏ କି?

ଉତ୍ତର- ହଁ ଓଜନ ବଢିଥାଏ।

୧୨.ସମଗ୍ର ଭାରତ ବର୍ଷରେ ମୋଟ କେତୋଟି ଗ୍ରାମ ରହି ଅଛି?

ଉତ୍ତର-୬୨୮୨୩୧ ଟି ଗ୍ରାମ ଅଛି।

୧୩.ମନୁଷ୍ୟ ମାଛ ଖାଇବା ପରେ ଯଦି କ୍ଷୀର ପିଇ ଥାଏ ତେବେ କଣ ହୋଇଥାଏ?

ଉତ୍ତର-ଚର୍ମ ଉପରେ ଧଳା ଚିନ୍ହ ପଡି ଯାଇଥାଏ।

୧୪.କେଉଁ ସହର କେବଳ ଗୋଟିଏ ଦିନ ପାଇଁ ଭାରତ ର ରାଜଧାନୀ ହୋଇଥିଲା?

ଉତ୍ତର-ଆଲ୍ହାବାଦ(ପ୍ରୟାଗ ରାଜ)।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *