ଓଟ ଉପରେ ବସି Salman Khan ଙ୍କ ନୂଆ ଭାଉଜ Giorgia Andriani କରାଇଲେ ହଟ ଫଟୋସୁଟ, ଭାଇରାଲ ହେଉଛି ଭିଡିଓ

ନମସ୍କାର ବନ୍ଧୁଗଣ, ବଲିଉଡ ରେ ବର୍ତ୍ତମାନ ପ୍ରେମ ସମ୍ପର୍କ କୁ ନେଇ ବହୁତ ଚର୍ଚ୍ଚା ଚାଲିଛି । ଅନେକ ଅଭିନେତା ନିଜର ପ୍ରେମିକା ଙ୍କ ସମ୍ପର୍କରେ ଖୋଲାଖୋଲି ଭାବରେ ମିଡ଼ିଆ କୁ ଜଣାଇ ଦେଉଛନ୍ତି ତ ଅନ୍ୟ କେତେକ ଅଭିନେତା ଏହାକୁ ଗୁପ୍ତ ରଖିଛନ୍ତି । କିନ୍ତୁ ବଲିଉଡର ଭାଇଜାନ ସଲମାନ ଖାନ ଙ୍କ ଭାଇ ଅର୍ବାଜ ଖାନ ମଧ୍ୟ ଏହି ଲିଷ୍ଟ ରେ ସାମିଲ ଅଛନ୍ତି । ନିଜ ପତ୍ନୀ ଙ୍କୁ ଛାଡ଼ପତ୍ର ଦେବା ପରେ ଅର୍ବାଜ ଆଉ ଜଣେ ଯୁବତୀ ଙ୍କ ପ୍ରେମ ରେ ପଡି ଯାଇଛନ୍ତି । ତାଙ୍କର ନୂତନ ପ୍ରେମିକା ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଓ ହଟ ଅଟନ୍ତି । ଅର୍ବାଜ ଖାନ ଙ୍କ ର ନୂତନ ପ୍ରେମିକା ଙ୍କ ର ନାମ ହେଉଛି ଜିଓର୍ଗିଆ ଆନ୍ଦ୍ରିଆନି । ଜିଓର୍ଗିଆ ଦେଖିବାକୁ ବହୁତ ସୁନ୍ଦର ଓ ଷ୍ଟାଇଲିଶ ଅଟନ୍ତି ।

ତାଙ୍କର ଅନେକ ଗୁଡିଏ ଫୋଟୋ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ । ନିଜର ହଟ ଲୁକ ପାଇଁ ସେ ସମସ୍ତ ଙ୍କ ପାଖ ରେ ବେଶ ପରିଚିତ ମଧ୍ୟ ଅଟନ୍ତି । ତେବେ ବନ୍ଧୁଗଣ ଏହି ସମୟ ରେ ତାଙ୍କର ଏକ ଫୋଟୋ ପାଇଁ ଚର୍ଚ୍ଚା ବହୁତ ଜୋର ଧରିଛି ଓ ସୋସିଆଲ ମିଡ଼ିଆ ରେ ମଧ୍ୟ ଏହା ବହୁତ ଭାଇରଲ ହେବାରେ ଲାଗିଛି । ତେବେ ବନ୍ଧୁଗଣ ଆଜି ଆମେ ଏହି ଵିଷୟ ରେ ହିଁ ଆଲୋଚନା କରିବାକୁ ଯାଉଛୁ ।

ବନ୍ଧୁଗଣ ବଲିଉଡର ଭାଇଜାନ ସଲମାନ ଖାନ ଙ୍କ ର ଭାଇ ଅର୍ବାଜ ଖାନ ଙ୍କର ନୂତନ ପ୍ରେମିକା ଜିଓର୍ଗିଆ ଆନ୍ଦ୍ରିଆନି ଙ୍କ ର କିଛି ଫୋଟୋ ବହୁତ ଚର୍ଚ୍ଚା ରେ ରହିଛି । ସେ ଅନେକ ସମୟ ରେ ବିଭିନ୍ନ ପ୍ରକାର ଫୋଟୋ ସୁଟ କରିଥାନ୍ତି । ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ମଧ୍ୟ ସେ ଅନେକ ଶୈଳୀ ର ଫୋଟୋ ପୋଷ୍ଟ କରିଛନ୍ତି ।

କେତେବେଳେ ସେ ନିଜର ଷ୍ଟାଇଲିଶ ଲୁକ ଥିବା ଫୋଟୋ ଅପଲୋଡ଼ କରିଛନ୍ତି ତ କେତେବେଳେ ସେ ନିଜର ଯୋଗ କରୁଥିବା ସମୟ ର ଫୋଟୋ ପୋଷ୍ଟ କରିଛନ୍ତି । ସେ ଅନେକ ସମୟ ରେ ନିଜର ଫୋଟୋ ପାଇଁ ବେଶ ଚର୍ଚ୍ଚା ର ପରିସର କୁ ଆସିଥାନ୍ତି । ଜିଓର୍ଗିଆ ଙ୍କର ସୋସିଆଲ ମିଡ଼ିଆ ରେ ଅନେକ ଫ୍ୟାନ ରହିଛନ୍ତି । ତାଙ୍କର ଫୋଟୋ ରେ ଲାଇକ ଓ କମେଣ୍ଟ ର ସବୁବେଳେ ସୁଅ ଛୁଟିଥାଏ ।

ନିଜର ଷ୍ଟାଇଲିଶ ଓ ଗ୍ଲାମରସ ଲୁକ ପାଇଁ ସେ ଅନେକ ଲୋକ ଙ୍କ ହୃଦୟ ରେ ଏକ ସ୍ଥାନ ସୃଷ୍ଟି କରିପାରିଛନ୍ତି । ବନ୍ଧୁଗଣ ଜିଓର୍ଗିଆ ବର୍ତ୍ତମାନ ସମୟ ରେ ଦୁବାଇ ରେ ଦିନ କାଟୁଛନ୍ତି । ସେ ଦୁବାଇ ରେ ବିତାଉଥିବା ପ୍ରତି ଟି ମୁହୂର୍ତ୍ତର ଫୋଟୋ କୁ ସୋସିଆଲ ମିଡ଼ିଆ ରେ ନିଜ ଫ୍ୟାନ ଙ୍କ ସହିତ ସେୟାର କରୁଛନ୍ତି ।

ବନ୍ଧୁଗଣ ଏହି ସମୟ ରେ ସେ ସମୁଦ୍ର କୁଳ ରେ ଓଟ ଉପରେ ବସି ବୁଲୁଥିବାର ଏକ ଫୋଟୋ ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରିଛନ୍ତି । ଏହି ଭିଡିଓ ଟି ସେ ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ଏହି ଭିଡିଓ ଟି ବର୍ତ୍ତମାନ ସମୟ ରେ ବହୁତ ଭାଇରଲ ହେବାକୁ ଲାଗିଛି ।

ଏହି ଫୋଟୋ ରେ ସେ ଏକ ଧଳା ରଙ୍ଗ ର ପୋଷାକ ପିନ୍ଧିଥିବାର ନଜର ଆସିଥିଲେ ଓ ଏହା ସହିତ ତାଙ୍କର କେଶ ମଧ୍ୟ ସମ୍ପୂର୍ଣ୍ଣ ଖୋଲା ରହିଥିଲା ଯାହା ଦ୍ୱାରା ସେ ଆହୁରି ଅଧିକ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି । ଯଦି ଆପଣ ଏହାକୁ ଦେଖିବାକୁ ଚାହୁଁଛନ୍ତି ତେବେ ଆପଣ ତାଙ୍କର ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ମଧ୍ୟ ଏହି ଭିଡିଓ ଟି କୁ ଦେଖିପାରିବେ । ଏହି ଭିଡିଓ ଟି କୁ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *