Varun Dhawan ଙ୍କ ପରେ ଏବେ Kiara Advani କରିବେ Bollywood ର ଏହି ହେରୋଙ୍କୁ ବିବାହ

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବଲିଉଡ ଜଗତ ରେ ଏକ ପ୍ରକାର ବିବାହ ଋତୁ ଦେଖିବାକୁ ମିଳିଛି । ଜଣଙ୍କ ପରେ ଜଣେ ଅଭିନେତା ଓ ଅଭିନେତ୍ରୀ ବିବାହ କରିବାରେ ଲାଗିଛନ୍ତି । କିଛିଦିନ ପୂର୍ବ ରୁ ବଲିଉଡର ର ଅଭିନେତା ବରୁଣ ଧାବନ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବର୍ତ୍ତମାନ ସମୟ ରେ ଜଣେ ଅଭିନେତ୍ରୀ ମଧ୍ୟ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି । ସେହି ଅଭିନେତ୍ରୀ ଜଣଙ୍କ ଆଉ କେହି ନୁହନ୍ତି ସେ ହେଉଛନ୍ତି ବଲିଉଡ ର ଷ୍ଟାଇଲିଶ ଓ ହଟ ଅଭିନେତ୍ରୀ କିଆରା ଆଡ଼ଭାନୀ ।

ବନ୍ଧୁଗଣ କିଆରା ଏହି ଆସନ୍ତା କିଛି ଦିନ ମଧ୍ୟରେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି । ତେବେ ବନ୍ଧୁଗଣ ସେ କାହାକୁ ବିବାହ କରିବେ ଏ ପ୍ରଶ୍ନ ତ ଆପଣଙ୍କ ମନ ରେ ନିଶ୍ଚିତ ଭାବରେ ଆସୁଥିବ । ତେବେ ବନ୍ଧୁଗଣ ଆମେ ଆଜି ଏହି ଵିଷୟ ରେ ହିଁ ଆଲୋଚନା କରିବାକୁ ଯାଉଛୁ । ତେବେ ଆସନ୍ତୁ ବନ୍ଧୁଗଣ ଏହି ଵିଷୟ ରେ ଆହୁରି ଅନେକ କିଛି କଥା ଆଲୋଚନା କରିବା ।

ବଲିଉଡର ବହୁତ ହଟ ଓ ଷ୍ଟାଇଲିଶ ଅଭିନେତ୍ରୀ ସବୁବେଳେ ଲାଇମ ଲାଇଟ ଠାରୁ ଦୂରେଇ କରି ରହିଥାନ୍ତି କିନ୍ତୁ ତାଙ୍କର ବୟାନ ଦ୍ୱାରା ସେ ଆପେଆପେ ଲାଇମ ଲାଇଟ କୁ ଚାଲି ଆସିଥାନ୍ତି । ବନ୍ଧୁଗଣ ଗତ କିଛିଦିନ ହେବ କିଆରା ଆଡ଼ଭାନୀ ଓ ସିଦ୍ଧାର୍ଥ ମାଲହୋତ୍ର ମଧ୍ୟରେ ଥିବା ପ୍ରେମ ସମ୍ପର୍କ କୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ବନ୍ଧୁଗଣ ଏହି ଚର୍ଚ୍ଚା ସତ୍ୟ ମଧ୍ୟ ଅଟେ । ଏହି ଦୁଇ ଜଣ ଙ୍କ ମଧ୍ୟ ରେ ଗତ କିଛି ଦିନ ହେବ ପ୍ରେମ ସମ୍ପର୍କ ଦେଖିବାକୁ ମିଳିଛି ଓ କିଆରା ଆଡ଼ଭାନୀ ବଲିଉଡ ର ଷ୍ଟାଇଲିଶ ଅଭିନେତା ସିଦ୍ଧାର୍ଥ ମାଲହୋତ୍ର ଙ୍କୁ ବିବାହ ମଧ୍ୟ କରିବାକୁ ଯାଉଛନ୍ତି ।

ଏହି ଦୁଇ ଜଣ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଗତ କିଛିଦିନ ହେବ ସିଦ୍ଧାର୍ଥ ମଲହୋତ୍ରା ଙ୍କ ସହିତ କବିର ସିଂହ ଫିଲ୍ମ ର ନାୟିକା କିଆରା ଆଡ଼ଭାନୀ ଙ୍କ ନାମ କୁ ଯୋଡ଼ା ଯାଇଥିଲା । ପୂର୍ବ ରୁ କିନ୍ତୁ ଏମାନେ ଦୁଇ ଜଣ ଏହି କଥା କୁ ବାରମ୍ବାର ଖଣ୍ଡନ କରୁଥିଲେ । ଏହି ଦୁଇ ଜଣ ସବୁବେଳେ କହୁଥିଲେ ଯେ ସେମାନେ ଦୁଇ ଜଣ କେବଳ ଭଲ ବନ୍ଧୁ ଅଟନ୍ତି ।

ଏହା ପରେ ସିଦ୍ଧାର୍ଥ ଙ୍କ ନାମ ସହିତ ଆହୁରି ମଧ୍ୟ ଅନେକ ଅଭିନେତ୍ରୀ ଙ୍କ ନାମ ଯୋଡ଼ା ଯାଇଥିଲା କିନ୍ତୁ ଏହା ସମ୍ପୂର୍ଣ୍ଣ ମିଥ୍ୟା ପ୍ରମାଣିତ ହୋଇଥିଲା । କିନ୍ତୁ କିଆରା ଆଡ଼ଭାନୀ ଙ୍କ ସହିତ ଯେଉଁ ଚର୍ଚ୍ଚା ଚାଲିଥିଲା ତାହା ସତ୍ୟ ପ୍ରମାଣିତ ହୋଇଥିଲା । ଏମାନେ ଦୁହେଁ ଏକ ସହିତ ବହୁତ ଥର ଦେଖିବାକୁ ମିଳିଥିଲେ । ଏମାନେ ଦୁହେଁ ଏକା ସହିତ ବହୁତ ସମୟ ଅତିବାହିତ କରୁଥିବାର ମଧ୍ୟ ଶୁଣିବାକୁ ମିଳିଥିଲା ।

ଏମାନେ ଦୁଇ ଜଣ ଏକା ସହିତ ମାଲଦ୍ବୀପ ମଧ୍ୟ ବୁଲିବାକୁ ଯାଇଥିଲେ । ଏଥିରୁ ଜଣା ପଡିଥିଲା ଯେ ଦୁହେଁ ବର୍ତ୍ତମାନ ସମୟ ରେ ଦୁହିଁଙ୍କ ସହିତ ମିଳିତ ଭାବରେ ଅନେକ ସମୟ ଅତିବାହିତ କରୁଛନ୍ତି । ତେବେ ବନ୍ଧୁଗଣ ଏମାନେ ଖୁବ ଶୀଘ୍ର ବିବାହ ବନ୍ଧନ ରେ ମଧ୍ୟ ବାନ୍ଧି ହେବାର ଖବର ମଧ୍ୟ ଶୁଣିବାକୁ ମିଳୁଛି । ଦୁଇ ଜଣ ନିଜର ଆଗକୁ ଥିବା ସମସ୍ତ କାମ ସାରି ଖୁବ ଶୀଘ୍ର ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *