ଏମାନେ ହେଲେ ଭାରତର ସବୁଠୁ ସୁନ୍ଦରୀ ମହିଳା ସାଂସଦ, ନଂ 5 ଙ୍କ ଆଗରେ ତ Bollywood ହିରୋଇନ ବି ଫେଲ ମାରିଯିବେ 

ବନ୍ଧୁଗଣ ଯେତେବେଳେ ବି ମହିଳା ମାନଙ୍କୁ ନେଇ ଆଲୋଚନା ହୁଏ ସେତେବେଳେ ତାଙ୍କ ସୁନ୍ଦରତାର ଚର୍ଚ୍ଚା ନିଶ୍ଚୟ ହୁଏ । ଆପଣ ମାନେ ଜାଣିଥିବେ ଆମେରିକା ଆଉ ୟୁରୋପର ମହିଳା ସାଂସଦ ମାନେ ବହୁତ ସୁନ୍ଦର ଅଟନ୍ତି । ଆପଣ ମାନେ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ନିଶ୍ଚୟ ଦେଖିଥିବେ । ହେଲେ ଆପଣ ମାନେ କଣ ଜାଣିଛନ୍ତି ଆମ ଭାରତରେ ଏପରି କିଛି ମହିଳା ସାଂସଦ ଅଛନ୍ତି ଯେଉଁ ମାନେ ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି । ତା ହେଲେ ଆସନ୍ତୁ ଜାଣିବା ସେହି ସବୁ ସୁନ୍ଦର ମହିଳା ସାଂସଦଙ୍କ ବିଷୟରେ ।

ସୁପ୍ରିୟା ସୁଲେ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସୁପ୍ରିୟା ସୁଲେ । ଭାରତର ପୂର୍ବତ୍ତମ କୃଷି ମନ୍ତ୍ରୀ ଶରତ ପବରଙ୍କର ଝିଅ ଅଟନ୍ତି ସୁପ୍ରିୟା । ମହରାଷ୍ଟ୍ର ପୁନେ ସହରରେ ସେ ରୁହନ୍ତି । ରାଷ୍ଟ୍ରବାଦୀ ପାର୍ଟିରେ ସେ ସାଂସଦ ଅଛନ୍ତି । ତାଙ୍କ ସୁନ୍ଦରତା ଦେଖିଲେ ଆପଣଙ୍କ ଆଖି ଲାଖି ଯିବ ।

ପୁନମ ମହାଜନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ପୁନମ ମହାଜନ । ବିଜେପି ଦଳର ବଡ ନେତା ପ୍ରମୋଦ ମହାଜନଙ୍କ ଝିଅ ଅଟନ୍ତି ପୁନମ । ମହାରାଷ୍ଟ୍ରରେ ପୁନମ ସାଂସଦ ଅଛନ୍ତି ଆଉ ଭାରତୀୟ ଜନତା ପାର୍ଟିରେ ସେ କାମ କରୁଛନ୍ତି । ପୁନମ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି ଯାହା ଆପଣ ମାନେ ଏହି ଫଟୋରୁ ଦେଖି ପାରୁଥିବେ ।

ପ୍ରୀତମ ମୁଣ୍ଡେ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ପ୍ରୀତମ ମୁଣ୍ଡେ । ପ୍ରୀତମ ହେଉଛନ୍ତି ବିଜେପି ଦଳର ବଡ ନେତା ଦିବଙ୍ଗତ ଗୋପୀନାଥ ମୁଣ୍ଡେଙ୍କର ଝିଅ । ମହାରାଷ୍ଟ୍ରରେ ପ୍ରୀତମ ମହିଳା ସାଂସଦ ଅଛନ୍ତି । ତାଙ୍କ ସୁନ୍ଦରତା ଦେଖିଲେ ଆପଣ ମାନଙ୍କ ମନ ଖୁସି ହୋଇଯିବ । ପ୍ରୀତମ ସୁନ୍ଦର ହେବା ସହ ବହୁତ ଭଲ କାମ ବି କରନ୍ତି ।

ରୀତି ପାଠକ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ମହିଳା ସାଂସଦ ରୀତି ପାଠକ । ରୀତି ମଧ୍ୟ ପ୍ରଦେଶର ସିଦ୍ଧି ସହରର ସାଂସଦ ଅଟନ୍ତି । ସେ ଭାରତୀୟ ଜନତା ପାର୍ଟିରେ ରହି ନିର୍ବାଚନରେ ବିଜୟ ଲାଭ କରିଥିଲେ । ରୀତି ଦେଖିବା ପାଇଁ ବହୁତ ଅଧିକ ସୁନ୍ଦର ଓ ଆକର୍ଷିତ ଯାହା ଆପଣ ଏ ଫଟୋରେ ଦେଖି ପାରୁଥିବେ ।

ଡିମ୍ପଲ ଯାଦବ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଡିମ୍ପଲ ଯାଦବ । ଡିମ୍ପଲ ଉତ୍ତର ପ୍ରଦେଶର ଜଣେ ମହିଳା ସାଂସଦ ଅଟନ୍ତି । ସେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଅଟନ୍ତି । ତେବେ ପ୍ରୀତି ଦେଖିବା ପାଇଁ ବହୁତ ସୁନ୍ଦର ଓ ଆକର୍ଷିତ । ତାଙ୍କ ସୁନ୍ଦରତା ପାଇଁ ତାଙ୍କର ବହୁତ ଲୋକପ୍ରିୟତା ମଧ୍ୟ ରହିଛି । ତା ହେଲେ ବନ୍ଧୁଗଣ ଆମ ଭାରତର ଏହି ସବୁ ସୁନ୍ଦରୀ ମହିଳା ସାଂସଦ ମାନେ ଆପଣ ମାନଙ୍କୁ କେମିତି ଲାଗିଲେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *