14 Interesting Gk Questions- ଭାରତର କେଉଁ ରାଜ୍ୟରେ କେବଳ 2 ଟି ଜିଲ୍ଲା ଅଛି ? କେବଳ ବୁଦ୍ଧିମାନ ହିଁ କହି ପାରିବେ…

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧-ମଣିଷ ସର୍ବ ପ୍ରଥମେ କେଉଁ ଫଳ ଖାଇଥିଲା ?
ଉତ୍ତର- ଖଜୁରୀ।

୨- ମଶା ର ଆୟୁଷ କେତେଦିନ?
ଉତ୍ତର- ୫୬ ଦିନ।

୩- କେଉଁ ଦେଶରେ ଅଧିକ ଧନୀ ଲୋକ ବାସ କରନ୍ତି?
ଉତ୍ତର- ଲଣ୍ଡନ।

୪- କେଉଁ ପରିବା ଖାଇଲେ ଦାନ୍ତ ସଫା ହୁଏ?
ଉତ୍ତର- ଅମୃତ ଭଣ୍ଡା।

୫- ଶରୀରର କେଉଁ ଅଙ୍ଗ ସବୁବେଳେ ଓଦା ହୋଇ ରୁହେ।
ଉତ୍ତର- ଜିଭ।

୬- ମୁଁ ସମୁଦ୍ର ରେ ଜନ୍ମ ହୁଏ କିନ୍ତୁ ଆପଣଙ୍କ ଘରେ ରୁହେ।
ଉତ୍ତର- ଲୁଣ।

୭- ଏମିତି କେଉଁ ଜିନିଷ ଅଛି ଯାହା ଆଲୋକ ରେ ଆପଣଙ୍କ ପିଛା ଛାଡେ ନାହିଁ।
ଉତ୍ତର- ଛାଇ।

୮- କେଉଁ ରାଜ୍ୟରେ ଆଧାର କାର୍ଡ ବନା ଯାଏ ନାହିଁ?
ଉତ୍ତର- କାଶ୍ମୀର।

୯- ତାହା କଣ ଯାହା ଗାଁ ରୁ ସହରକୁ ବୁଲୁଥାଏ କିନ୍ତୁ ମନ୍ଦିର ଯିବାକୁ ଡରିଥାଏ।
ଉତ୍ତର- ଚପଲ।

୧୦- କେଉଁ ଦେଶ ର ଲୋକମାନେ ସାପ ଖାଇଥାନ୍ତି?
ଉତ୍ତର- ଚୀନ।

୧୧- ତାହା କେଉଁ ଜିନିଷ ଯାହା ପୁଅମାନେ ଲୁଚେଇକି ଏବଂ ଝିଅ ମାନେ ଦେଖେଇକି ବୁଲିଥାନ୍ତି।
ଉତ୍ତର- ପର୍ସ।

୧୨- ସପ୍ତାହରେ ଦୁଇ ଥର ଆସେ କିନ୍ତୁ ମାସରେ ଥରେ ଆସେ ନାହିଁ।
ଉତ୍ତର- ଇ (E)

୧୩- ସବୁଠାରୁ ଅଧିକ ପୋଷ୍ଟ ଅଫିସ କେଉଁ ଦେଶରେ ଅବସ୍ଥିତ।
ଉତ୍ତର- ଭାରତ।

୧୪- ଭାରତର କେଉଁ ରାଜ୍ୟରେ କେବଳ ଦୁଇଟି ଜିଲ୍ଲା ଅଛି?
ଉତ୍ତର- ଗୋଆ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *