ଋଷ ଉପରେ ଭାରତର 3 ଟି ନୂଆ ଉପକାର ! PM Modi ଋଷ ପାଇଁ ବନିଲେ ସଂକଟମୋଚନ, ଦେଖନ୍ତୁ କେମିତି…

ବନ୍ଧୁଗଣ ୟୁକ୍ରେନ ଓ ଋଷିଆ ମଧ୍ୟରେ ଚଲିଥିବା ମହାଯୁଦ୍ଧକୁ ନେଇ ଚିନ୍ତାରେ ଏବେ ବିଶ୍ଵ ।  ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ । ଦୀର୍ଘ ଦିନ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି । ବନ୍ଧୁଗଣ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ସହ ଋଷିଆ ଚାରି ଦିଗରୁ ୟୁକ୍ରେନକୁ ଆକ୍ରମଣ କରୁଛି ।

ଋଷିଆ ଆକ୍ରମଣର ଜବାବ ମଧ୍ୟ ଦେଇ ଚାଲିଛି ୟୁକ୍ରେନ । ବନ୍ଧୁଗଣ ଋଷ ଏବେ ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ରୂପେ ପରିଚିତ ଅଛି ହେଲେ ଋଷ ଉପରେ ଭାରତ ତିନି ଥର ବଡ ଉପକାର କରିଛି । ୩୦ ଦିନରେ ଋଷକୁ ତିନୋଟି ବଡ ଉପକାର କରିଛି ଭାରତ । ଋଷକୁ ଉପକାର କରିବାର ମଉକା ସେତେବେଳେ ମିଳିଲା ଯେତେବେଳେ ୩୧ ଜାନୁୟାରୀ ୨୦୨୨ରେ ୟୁକ୍ରେନ ଓ ଋଷ ମଧ୍ୟରେ ବିବାଦ ବଢିବାରେ ଲାଗିଥିଲା ।

ଏହି ମାମଲା ଉପରେ ଚର୍ଚ୍ଚା ଓ ଭୋଟିଙ୍ଗ କରିବା ପାଇଁ ସମସ୍ତ ଦେଶକୁ ଏକଜୁଟ କରଯାଇଥିଲା ହେଲେ ଭାରତ ଏହି ଚର୍ଚ୍ଚାରୁ ଦୂରେଇ ରହିଥିଆ । ଭାରତ କହିଥିଲା ଏହି ବିବାଦରେ ଋଷ ଆଉ ୟୁକ୍ରେନଙ୍କୁ କଥାବାର୍ତ୍ତା ହୋଇ ସମାଧାନ କରିବା ଉଚିତ । ବନ୍ଧୁଗଣ ଦ୍ଵିତୀୟ ଥର ୨୫ ଫେବୃୟାରି ୨୦୨୨ରେ ଋଷ ବିପକ୍ଷରେ ଅନେକ ଦେଶ ଭୋଟିଙ୍ଗ କରିବା ପାଇଁ କହିଥିଲେ ହେଲେ ଏହି ଭୋଟିଙ୍ଗରୁ ଭାରତ ଦୂରେଇ ରହିଲା ।

ଋଷ ବିରୋଧରେ ଭୋଟିଙ୍ଗ ନକରି ଭାରତ ଋଷ ଉପରେ ଦ୍ଵିତୀୟ ଉପକାର କରିଥିଲା । ବନ୍ଧୁଗଣ ତୃତୀୟରେ ୨୭ ଫେବୃୟାରି ୨୦୨୨ରେ ଦେଶ ଗୁଡିକ ମଧ୍ୟରେ ହେଉଥିବା ମହାସଭା ଭାରତକୁ ଋଷ ବିରୋଧରେ ନିଜ ବୟାନ ଦେବା ପାଇଁ କହିଥିଲେ ହେଲେ ସେତେବେଳେ ବି ଭାରତ ଏହି ଚର୍ଚ୍ଚାରୁ ଦୂରେଇ ରହିଲା ।  ବନ୍ଧୁଗଣ ଭାରତ ଓ ଋଷ ମଧ୍ୟରେ ଘନିଷ୍ଟ ବନ୍ଧୁତା ରହିଛି ଏହା ଏବେ ନୁହେଁ ଦୀର୍ଘ ବର୍ଷ ହେବ ରହିଛି ।

ବର୍ତ୍ତମାନ ଯୁଦ୍ଧରେ ୟୁକ୍ରେନ ସହ ଅନେକ ଦେଶ ଛିଡା ହୋଇଛନ୍ତି । ଆମେରିକା ଓ ବ୍ରିଟେନ ଆଦି ଦେଶ ମଧ୍ୟ ଏହି ଲିଷ୍ଟରେ ଅଛନ୍ତି । ଋଷର ବିରୋଧ କରିବା ପାଇଁ ଭାରତକୁ କୁହାଯାଉଛି ହେଲେ ଭାରତ ଆଉ ଋଷର ସମ୍ପର୍କ ଏତେ ସହଜରେ ଭାଙ୍ଗିବ ନାହିଁ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *