Breaking News: ସୁନାମି ସତର୍କତା ଜାରି ! ପଢନ୍ତୁ ପୁରା ଖବର…(Tsunami Alert)

ବନ୍ଧୁଗଣ ବର୍ତ୍ତମାନ IOTWMS  ପକ୍ଷରୁ ଏକ ବଡ ଖବର ସାମନାକୁ ଆସୁଛି । ଏହି ଖବରଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଏବେ ସୁନାମୀ ସତର୍କତା ଜାରି କରାଯାଇଛି । ଭାରତ ମହାସାଗରରେ ସୁନାମୀ ଆଲର୍ଟ ପୂର୍ବ ଟିମୋର କ୍ଷେତ୍ରରେ ଭୂମିକମ୍ପ ।

ରିକ୍ଟର ସ୍କେଲରେ ତୀବ୍ରତା 6.1 ରହିଛି । ତେବେ ପୂର୍ବ ଟିମୋର ଓ ଇଣ୍ଡୋନେସିଆର ଭୂକମ୍ପ ଅନୁଭବ ହୋଇଛି ଇଣ୍ଡୋନେସିଆରେ । ଭୂକମ୍ପ ପରେ ସୁନାମୀ ନେଇ ସତର୍କତା ଜାରି କରିଛି IOTWMS ।  ଟିମୋର ଦ୍ଵିପର ପୂର୍ବରୁ 51.4 କିଲୋମିଟର ଦୂରରେ ରହିଥିଲା ଭୂମିକମ୍ପର ଉତ୍ପତି ସ୍ଥଳ । ଏନେଇ ପାଣିପାଗ ବିଜ୍ଞାନୀ ସନ୍ଦିପ ପଟ୍ଟନାୟକ ଅଧିକ ଆଲୋଚନା କରିଛନ୍ତି ସନ୍ଦିପ ପଟ୍ଟନାୟକଙ୍କ ମତରେ, ପ୍ରଶାନ୍ତ ମହାସାଗରରେ ରିଙ୍ଗ ଅଫ ଫାୟାର ଉପରେ ଏସବୁ ଅବସ୍ଥିତ ।

ଗତ ଫେବୃୟାରି ମାସରେ ବି ଏମିତି କିଛି ହେବାରୁ 12-13 ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । 2004 ମସିହାରେ 9.1 ହୋଇଥିଲା ଆଉ ସେତେବେଳେ ବହୁତ ଅଧିକ କ୍ଷତ କ୍ଷତି ହୋଇଥିଲା । ଏବେ 6.2 ଅଛି ତେଣୁ ଲାଗୁଛି ବେସ କିଛି କ୍ଷତି ହେବ ନାହିଁ କିନ୍ତୁ ସୁନାମୀ ଆଲର୍ଟ 24 ରୁ 48 ଘଣ୍ଟା ପର୍ଯ୍ୟନ୍ତ ରହିପାରେ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ପାଣିପାଗ ବିଜ୍ଞାନୀ ପ୍ରଫେସର ସନ୍ଦିପ ପଟ୍ଟନାୟକ ଏହି ସୁନାମୀକୁ ନେଇ ନିଜର ମନ୍ତବ୍ୟ ଦେଇଛନ୍ତି ।

ରିକ୍ଟର ସ୍କେଲରେ ତୀବ୍ରତା 6.1 ରହିଛି । ତେବେ ପୂର୍ବ ଟିମୋର ଓ ଇଣ୍ଡୋନେସିଆର ଭୂକମ୍ପ ଅନୁଭବ ହୋଇଛି ଇଣ୍ଡୋନେସିଆରେ । ତେଣୁ ଏବେ ସୁନାମୀ ଆଲର୍ଟ ଜାରି ହୋଇଛି । ବନ୍ଧୁଗଣ ଗତ କିଛି ଦିନ ତଳେ ଭାରତରେ ବାତ୍ୟା ଅସାନିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା । ବାତ୍ୟା ଅସାନି ଆନ୍ଧ୍ର ଉପକୂଳରେ ଅନେକ କ୍ଷୟ କ୍ଷତି କରିଛି ।

ଆଉ ଏବେ ଏହି ସୁନାମୀକୁ ନେଇ ଲୋକ ମାନଙ୍କର ଚିନ୍ତା ବଢିବାରେ ଲାଗିଛି । ଏସବୁ ପ୍ରଶାନ୍ତ ମହାସାଗରର ରିଙ୍ଗ ଅଫ ଫାୟାରରେ ରହିଛି । ତେଣୁ ବର୍ତ୍ତମାନ ସୁନାମୀ ଆଲର୍ଟ ଜାରି କରିଛି  IOTWMS । ତା ହେଲେ ବନ୍ଧୁଗଣ ଏହି ଖବର ବିଷୟାରେ ଆପଣ ମାନେ ଅନ୍ୟକୁ ସୂଚନା ଦିଅନ୍ତୁ । ଆଉ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *