ରାଣୀ ପଣ୍ଡାଙ୍କ ବର କିଏ ? କାହାକୁ ବିବାହ କରି ନେଲେ Rani Panda, ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଯାତ୍ରା ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଯାତ୍ରା ଜଗତରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଯାତ୍ରା ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ରାଣୀ ପଣ୍ଡା ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନିଶ୍ଚୟ ଜାଣିଥିବେ ।  ରାଣୀ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ଅନେକ ଫଟୋ ଓ ଭିଡିଓ ମଧ୍ୟ ସେୟାର କରନ୍ତି ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଏ । ତେବେ ବନ୍ଧୁଗଣ ରାଣୀ ଅଧିକାଂଶ ସମୟ କେତେକ ବିବାଦକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।

ହେଲେ ଗତ କିଛି ସମୟ ହେବ ରାଣୀ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆରେ ରାଣୀଙ୍କର ଏକ ଭିଡିଓ ବହୁତ ଭାଇରାଲ ହେଉଛି ଆଉ ଆଜି ଆମେ ଆପଣ ମାନଙ୍କୁ ରାଣୀଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ରାଣୀଙ୍କ ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ରାଣୀ ବୋହୁ ଭେଶରେ ନଜର ଆସୁଛନ୍ତି । ମଥାରେ ସିନ୍ଦୁର ଆଉ ବେକରେ ମଙ୍ଗଳସୂତ୍ର ପିନ୍ଧି ଛନ୍ତି ରାଣୀ । ରାଣୀଙ୍କ ଏହି ଲୁକ୍ ସମସ୍ତେ ବହୁତ ଅଧିକ ପସନ୍ଦ କରିଛନ୍ତି । ରାଣୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଭିଡିଓ ଅପଲୋଡ କରିଛନ୍ତି ଯାହା ଏବେ ସାରା ଓଡିଶାରେ ଚର୍ଚ୍ଚାରେ ଅଛି । ଏହି ଭିଡିଓ ଉପରେ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

ହେଲେ ବନ୍ଧୁଗଣ ଏହି ଭିଡିଓରେ ଆପଣ ଦେଖୁଥିବା ରାଣୀଙ୍କ ବୋହୁ ଭେଶ ସତ ନୁହେଁ । ରାଣୀ ରିଅଲ ଲାଇଫରେ ବାହା ହେଇ ନାହାନ୍ତି ବରଂ ଗୋଟେ ସୁଟିଙ୍ଗ ସେଟରେ ରାଣୀ ଏଭଳି ଭେଶ ନେଇଥିବା ବେଳେ ଏହି ରିଲ୍ସ ଭିଡିଓ ବନେଇ ଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରାଣୀଙ୍କର ଏହି ଲୁକ୍ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *