ଘର ମାଲିକ ପୁଅ ସହ, ମା ଭାଙ୍ଗିଲା ଯୌବନର ଲହଡ଼ି…ଆଉ ତା’ ପରେ ଦେଖନ୍ତୁ କଣ ହେଲା…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଲୁଚି ଲୁଚି ଗପୁଥିଲେ ଅନ୍ଧକାର ର ରାତିରେ । ପ୍ରେମିକ ସହିତ ଘଣ୍ଟା ଘଣ୍ଟା ଧରି ଚାଲୁଥିଲା ପ୍ରେମାଳାପ । ମୋବାଇଲ ର ଚାଟିଂ ରେ ବ୍ୟସ୍ତ ରହୁଥିଲେ । ଆଉ ଏଥିରେ ସେ ଏତେ ବ୍ୟସ୍ତ ରହୁଥିଲେ ଯେ, ନିଜର କୁନି ପିଲା ଙ୍କୁ ମଧ୍ୟ ଦେଖିବାକୁ ଭୁଲି ଯାଇଥିଲେ । ବିବାହ ର ୧୨ ବର୍ଷ ଭିତରେ ବୋଧହୁଏ ଏହି ସମୟ ଗୋଟିଏ ନୂଆ ହିଁ କିଛି ନେଇ ଆସିଥିଲା ତାଙ୍କର ଜୀବନ ରେ । ସମୟ ରେ ଚାଲି ଆସିଥିଲା ଜୀବନ ରେ ଏକ ନୂତନ ଉନ୍ମାଦନା ଓ ଏକ ନୂଆ ପ୍ରବାହ ।

ସେହି ପ୍ରବାହ ରେ ଭୁଲି ଯାଇଥିଲେ ମାନ ମର୍ଯ୍ୟାଦା ଓ ସମ୍ପର୍କ ର ସେ ସବୁ ଡୋରି କୁ । ଦୁଇ ଛୁଆ ଙ୍କୁ ଜନ୍ମ ଦେଇଥିଲେ ସତ । କିନ୍ତୁ ଭିତରେ ରହିଥିଲା ଅନେକ ସାରା ଯୌବନ ର ପ୍ରବାହ । ସେହି ଯୌବନ ର ପ୍ରବାହ କୁ ସେ ପୁଣିଥରେ ଅନୁଭବ କରିଥିଲେ ଘର ମାଲିକ ଙ୍କ ପୁଅ ସହିତ । ପ୍ରଥମେ ଲୁଚି ଲୁଚି ନଜର ରେ ଦେଖାଦେଖି ହେଲା ଆଉ ଏହା ସହିତ ବଢ଼ିଲା ପ୍ରେମ ର କଥା ।

ଘଣ୍ଟା ଘଣ୍ଟା ଧରି ଅନ୍ଧାର ରୁମ ରେ ବସି କଣ ଗପୁଥିଲେ କେଜାଣି ନିଜ ସ୍ୱାମୀ ଓ ପିଲାମାନେ ଯେତେବେଳେ ପଚାରନ୍ତି କଥା କୁ ସେ ବୁଲାଇ ଦିଅନ୍ତି । ସ୍ୱାମୀ ନିଜ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଜାଣି ପାରିଲେ ନାହିଁ ଯେ, ତାଙ୍କ ସ୍ତ୍ରୀ କଣ କରୁଛନ୍ତି । ତେବେ ଛୁଆ ଙ୍କ ଭବିଷ୍ୟତ କୁ ଅନ୍ଧା ରେ ଠେଲି ଚାଲି ଯାଇଛି ମାଆ ଟି । ନିଜ ସାଥିରେ ନେଇ ଯାଇଛି ସବୁ ଟଙ୍କା ଓ ସମ୍ପତ୍ତି । ଏପଟେ ତାଙ୍କ ସ୍ବାମୀ ସମ୍ପତ୍ତି ସବୁ ଫେରି ପାଇବା ପାଇଁ ଥାନା ରେ ଏତଲା ଦେଇଛନ୍ତି ।


ସୁଧୀର ଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ତ୍ରୀ ଙ୍କ ପ୍ରେମୀ ଖୁଣ୍ଟା ଥାନା ଅନ୍ତର୍ଗତ ଶ୍ରୀନିବାସ ବେହେରା ଙ୍କ ପୁଅ ମାନସ । ଟଙ୍କା ଲୋଭରେ ତାଙ୍କ ସ୍ତ୍ରୀ କୁ ପଟାଇ ପ୍ରେମ ରେ ଫସାଇ ଥିଲା । ବିବାହ ର ୧୩ ବର୍ଷ ପରେ ସ୍ୱାମୀ ଙ୍କୁ ଛାଡ଼ି ସ୍ତ୍ରୀ ଚାଲି ଯାଇଥିଲେ ସ୍ତ୍ରୀ ନିଜ ଯୌବନ କୁ ପୁଣିଥରେ ଉପଭୋଗ କରିବାକୁ । ସୂଚନାଯୋଗ୍ୟ ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ପୁରୁଣା ପାଣିଗ୍ରାମ ର ସୁଧୀର ପାତ୍ର ପ୍ରାୟ ୧୩ ବର୍ଷ ତଳେ ଦେବୀ ଅର୍ଚ୍ଚନା ଙ୍କୁ ବିବାହ କରିଥିଲେ ।

ବିବାହ ପରେ ସବୁକିଛି ଠିକ ବି ଚାଲିଥିଲା । କିନ୍ତୁ ଏହାପରେ ଆସିଥିଲା ଏଭଳି କିଛି ପରିସ୍ଥିତି । ଅଚାନକ ଭାବରେ ମହିଳା ଙ୍କ ଚାଲି ଚଳଣି ସବୁ ବଦଳି ଗଲା । କିନ୍ତୁ ସ୍ୱାମୀ ଚାହୁଁଛି ସ୍ତ୍ରୀ କୁ ମିଳୁ କଠିନ ରୁ କଠିନ ଦଣ୍ଡ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *