India ର ସବୁଠୁ ଭୟଙ୍କର ବିଷଧର ସାପ (Common krait), ଯିଏ କାମୁଡିଲେ ମୃତ୍ୟୁ ନିଶ୍ଚିତ, ଦେଖନ୍ତୁ କେଉଁଠି ଲୁଚି ବସିଥିଲା ? ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ନିଜ ଜୀବନରେ ବିଭିନ୍ନ ପ୍ରକାରର ସାପ ଦେଖିଥିବେ । ସାଧାରଣତଃ ଆପଣ ମାନେ ଚିଡିଆ ଖାନା ଓ ଟିଭିରେ ସାପ ଦେଖିଥିବେ କିମ୍ବା ଆପଣ ମାନେ ଦେଖିଥିବେ । ହେଲେ ବେଳେବେଳେ ସାପ ମାନେ ଜଙ୍ଗଲି ଏରିଆରେ ରହୁଥିବା କିଛି ଘର କିମ୍ବା ବସ୍ତି ଭିତରକୁ ପଶି ଯାଇଥାନ୍ତି ଓ ଲୋକ ମାନଙ୍କ ପାଇଁ ଘା-ତ-କ ହୋଇଥାନ୍ତି । ଦୁନିଆରେ ସାପର ବିଭିନ୍ନ ପ୍ରଜାତି ରହିଛି ସେଥିମଧ୍ୟରୁ ଗୋଟେ ପ୍ରଜାତି ହେଉଛି ରଣା ।

ବନ୍ଧୁଗଣ ଏହି ସାପଟିର ବି-ଷ ମଣିଷ ପାଇଁ ଘା-ତ-କ ହୋଇଥାଏ । ଏହି ସାପ ଯଦି କୌଣସି ମଣିଷକୁ ଚୋ-ଟ ମା-ରି-ବ ତା ହେଲେ ସେହି ମଣିଷର ମୃତ୍ୟୁ ନିଶ୍ଚିନ୍ତ । ଅବଶ୍ୟ ଏହି ସାପଟି ବହୁତ କମ ଦେଖିବାକୁ ମିଳିଥାଏ ହେଲେ ଭାରତରେ ପ୍ରାୟ ଏକ ମାସରେ ଏହି ସାପ ପାଇଁ ଅଢେଇ ହଜାର ଲୋକ ନିଜ ପ୍ରାଣ ହରାଇ ଥାନ୍ତି । ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି ।

ସେହି ଭିଡିଓରେ ଏହି ସାପଟି ଏକ ବସ୍ତି ଭିତରେ ପଶି ଯାଇଛି ଯାହାକୁ ଉଧାର କରିବା ପାଇଁ ଏକ ସାପ ଧରାଳି ଆସିଛନ୍ତି । ବନ୍ଧୁଗଣ ରଣା ସାପର ଛୁଆଟି ଏକ ବସ୍ତି ଭିତରକୁ ପସିଯାଇଥିବା ବେଳେ ବସ୍ତି ବାସିନ୍ଧ ସାପକୁ ଦେଖି ଭୟବିତ ହୋଇଯାଇଥିଲେ ଓ ବନ ବିଭାଗକୁ ଏହାର ସୂଚନା ଦେଇଥିଲେ । ସୂଚନା ଦେବାର କିଛି ସମୟ ମଧ୍ୟରେ ଏକ ସାପ ଧରାଳି ସେହି ସ୍ଥାନରେ ପହଞ୍ଚି ଥିଲେ ।

ଅବଶ୍ୟ ରଣା ସାପଟି ଅତି ଛୋଟ ଥିଲା କିନ୍ତୁ ତାର ଚୋ-ଟ ଏକ ମଣିଷର ପ୍ରାଣ ନେଇପାରେ । ସାପ ଧରାଳି ଜଣକ ବହୁତ ସାବଧାନତାର ସହ ରଣା ସାପକୁ ସେହି ସ୍ଥାନରୁ ଉଧାର କରିଥିଲେ ଓ ସାପକୁ ନେଇ ଜଙ୍ଗଲରେ ଛାଡି ଥିଲେ । ଯଦି ଆପଣଙ୍କ ଘରର ଆଖ ପାଖରେ କୌଣସି ସାପ ରହିଛି ତା ହେଲେ ଆପଣ ତାକୁ ନ ମା-ରି ବନ ବିଭାଗକୁ ତାର ସୂଚନା ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *