ଦେଖନ୍ତୁ କେମିତି Ollywood ର ସବୁ ସିଙ୍ଗର ମାନେ ମିଶି ପାଳିଲେ Abhijit Majumdar ଙ୍କ ଜନ୍ମଦିନ, ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ସିଙ୍ଗର ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଈ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ସିଙ୍ଗର ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅଭିଜିତ ମଜୁନ୍ଦାର । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅଭିଜିତ ମଜୁନ୍ଦାରଙ୍କ ଅନେକ ସୁପର ହିଟ ଗୀତ ଶୁଣିଥିବେ ।

ସଙ୍ଗୀତ ଜଗତରେ ତାଙ୍କର ବିଶେଷ ଭୂମିକା ରହିଛି । ସେ ଗୀତ ଗାଇବା ସହ ଏକ ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ ଅଟନ୍ତି । ଗତ କିଛି ସମୟ ହେବ ଅଭିଜିତ ମଜୁନ୍ଦାରଙ୍କର ଜନ୍ମଦିନ ପପାଳନ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଅଭିଜିତଙ୍କ ଜନ୍ମଦିନ ଭିଡିଓ ଗତ କାଲି ସୋ-ସି-ଆ-ଲ ମି-ଡି-ଆରେ ଅ-ପ-ଲୋ-ଡ ହୋଇଥିଲା । ତା ହେଲେ ବନ୍ଧୁଗଣ ଅଭିଜିତ ନିଜ ଜନ୍ମ ଦିନ କିପରି ପାଳନ କରିଲେ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଆସନ୍ତୁ ଜାଣିବା ଏହା ବିଷୟରେ ।

ଅଭିଜିତଙ୍କ ଜନ୍ମ ଦିନ ଅବସରରେ ଓଡିଆ ଇଣ୍ଡଷ୍ଟ୍ରିରେ କେତେକ ନାମିଦାମି କଳାକାର ମାନେ ଉପସ୍ଥିତ ଥିଲେ ଏହା ସହ ଅଭିଜିତଙ୍କ ପରିବାର ଲୋକ ମଧ୍ୟ ଉପସ୍ଥିତ ଥିଲେ । ସମସ୍ତ ସିଙ୍ଗର ମାନେ ଅଭିଜିତଙ୍କ ପାଇଁ କିଛି କେକ ଆଣିଥିଲେ । ବହୁତ ମଜାର ସହ ଅଭିଜିତ ସେହି ସମସ୍ତ କେକ ଗୁଡିକୁ କା-ଟି ଥିଲେ । କେକ କା-ଟି-ବା ପରେ ସମସ୍ତ ସିଙ୍ଗର ନିଜ ନିଜର ଗୀତ ଗାଇ ଅଭିଜିତଙ୍କୁ ଖୁସି କରିଥିଲେ । ଅଭିଜିତ ନିଜ ଜନ୍ମ ଦିନ ନିଜ ଘରେ ପାଳନ କରିଥିଲେ ।

ଜନ୍ମ ଦିନ ଅବସରରେ ସେ ବହୁତ ଅଧିକ ଖୁସି ନଜର ଆସିଛନ୍ତି । ସିଙ୍ଗର ମାନେ ଅଭିଜିତଙ୍କ ପାଇଁ କିଛି ଉପହାର ମଧ୍ୟ ଆଣିଥିଲେ । ସୋ-ସି-ଆ-ଲ ମି-ଡି-ଆରେ ଅଭିଜିତଙ୍କ ଜନ୍ମ ଦିନ ଭିଡିଓ ବହୁତ ଚର୍ଚାରେ ରହିଛି ଯାହାକୁ ଦେଖି ଲୋକମାନେ ବହୁତ ଖୁସି ହେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଗାୟକ ଅଭିଜିତ ମଜୁନ୍ଦାର କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *