Interesting GK Questions- ଭାରତର କେଉଁ ରାଜ୍ୟରେ କେବଳ 2 ଟି ଜିଲ୍ଲା ଅଛି ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ଏକ ବିଶେଷ ବିବରଣୀ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଉପଯୋଗୀ ସାବ୍ୟସ୍ଥ ହେବ । ସରକାରୀ ଚାକିରୀ ନିମନ୍ତେ ନିଜକୁ ପ୍ରସ୍ତୁତି କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମଧ୍ୟ ଏହା ବହୁତ ଲାଭ ଦାୟକ ସାବ୍ୟସ୍ଥ ହେବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ୧;- ମଣିଷ ସର୍ବ ପ୍ରଥମେ କେଉଁ ଫଳ ଖାଇଥିଲା ? ଉତ୍ତର;- ମଣିଷ ସର୍ବ ପ୍ରଥମେ ଖଜୁରୀ କୋଳି ଅଥବା ଖଜୁରୀ ଫଳ ଖାଇଥିଲା ।

୨;- ମଶାର ଆୟୁଷ କେତେ ଦିନ ?

ଉତ୍ତର;- ୫୬ ଦିନ ।

୩;- କେଉଁ ଦେଶରେ ଅଧିକ ଧନୀଲୋକ ଅଛନ୍ତି ?

ଉତ୍ତର;- ଲଣ୍ଡନ ।

୪;- କେଉଁ ପାରିବା ଖାଇଲେ ଦାନ୍ତ ସଫା ହୁଏ ?

ଉତ୍ତର;- ଅମୃତଭଣ୍ଡା ।

୫;- ଶରୀରର କେଉଁ ଅଙ୍ଗ ସବୁବେଳେ ଓଦା ହେଇ ରୁହେ ?

ଉତ୍ତର;- ଜିଭ ।

୬;- ମୁଁ ସମୁଦ୍ରରେ ଜନ୍ମ ନିଏ ହେଲେ ଆପଣ ମାନଙ୍କ ଘରେ ରୁହେ, ମୁଁ କିଏ ?

ଉତ୍ତର;- ଲୁଣ ।

୭;- ଏମିତି କେଉଁ ଜିନିଷ ଅଛି ଯାହା ଆଲୋକରେ ଆପଣଙ୍କ ପିଛା ଛାଡି ନଥାଏ ?

ଉତ୍ତର;- ଆପଣଙ୍କ ଛାଇ ।

୮;- କେଉଁ ରାଜ୍ୟରେ ଆଧାରକାର୍ଡ ବନାଯାଏ ନାହିଁ ?

ଉତ୍ତର;- କାଶ୍ମୀର ।

୯;- ତାହା କଣ ଯାହା ଗାଁ ରୁ ସହର ବୁଲିଥାଏ ହେଲେ ମନ୍ଦିର ଯିବାକୁ ଡରିଥାଏ ?

ଉତ୍ତର;- ଚପଲ ।

୧୦;- କେଉଁ ଦେଶର ଲୋକମାନେ ସାପ ଖାଇଥାନ୍ତି ?

ଉତ୍ତର;- ଚୀନ ।

୧୧;- ତାହା କେଉଁ ଜିନିଷ ଯାହା ପୁଅମାନେ ଲୁଚେଇକି ଆଉ ଝିଅମାନେ ଦେଖେଇକି ବୁଲନ୍ତି ?

ଉତ୍ତର;- ପର୍ସ ।

୧୨;- ସପ୍ତାହରେ ଦୁଇଥର ଆସେ କିନ୍ତୁ ମାସରେ ଥରେ ଆସେନାହିଁ ?

ଉତ୍ତର;- E ।

୧୩;- ଭାରତର କେଉଁ ରାଜ୍ୟ ରେ କେବଳ ଦୁଇଟି ଜିଲ୍ଲା ଅଛି ?

ଉତ୍ତର;- ଗୋଆ ।

୧୪;- ମଣିଷ ଶରୀରର ବିଜୁଳି କାହାକୁ କୁହନ୍ତି ?

ଉତ୍ତର;- ବୁଦ୍ଧି ।

୧୫;- ଏମିତି କେଉଁ ଜୀବ ଅଛି ଯାହା ଜନ୍ମ ହେବା ମାତ୍ରେ ଦୁଇ ମାସ ପର୍ଯ୍ୟନ୍ତ ଶୋଇଥାଏ ?

ଉତ୍ତର;- ଭାଲୁ ।

୧୬;- ଭାରତର ପ୍ରଥମ ଅଣ୍ଡର ୱାଟର ରେଷ୍ଟୁରାଣ୍ଟ କେଉଁଠାରେ ଖୋଲା ଯାଇଥିଲା ?

ଉତ୍ତର;- ଅହମଦାବାଦ ରେ ।

୧୭;- ଏମିତି କେଉଁ ଶବ୍ଦ ଯେଉଁଥିରେ ଫଳ, ଫୁଲ ଓ ମିଠା ୩ ଟି ଶବ୍ଦ ଆସିଥାଏ ?

ଉତ୍ତର;- ଗୁଲାବଜାମୁନ ।

୧୮;- କେଉଁ ଦେଶର ରାଷ୍ଟ୍ରୀୟ ଧ୍ଵଜ ସିଧା ବା ଓଲଟା ଏକ ସମାନ ହୋଇଥାଏ ?

ଉତ୍ତର;- ଜାପାନ ।

୧୯;- ଟ୍ରେନର ଆବିଷ୍କାର କିଏ କରିଥିଲେ ?

ଉତ୍ତର;- ୧୮୨୫ ମସିହାରେ କୋ ଜଜ ଷ୍ଟିଫେନସନ କରିଥିଲେ ।

୨୦;- ଦୁନିଆର ସବୁଠାରୁ ଦୁଃଖୀ ରହୁଥିବା ପଶୁ କିଏ ?

ଉତ୍ତର;- ପୋଲରବିୟର ।

୨୧;- ଦୁନିଆର ପ୍ରଥମ ସୁନାର ହୋଟେଲ କେଉଁଠି ଅଛି ?

ଉତ୍ତର;- ଭିଏତନାମର ରାଜଧାନୀ ହନୋଇରେ ।

୨୨;- ପରୀକ୍ଷା ର ସନ୍ଧାନ କିଏ କରିଥିଲେ ?

ଉତ୍ତର;- ହେନରି ଫିସେଲ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *