ଭାଙ୍ଗିଲା ଜୋରନ୍ଧା ଗାଦି, ଶୁଭିଲା ଶଦ୍ଦ, ମିଳିଲା କି କଳିଯୁଗ ଶେଷ ହେବାର ସଙ୍କେତ !

ବନ୍ଧୁଗଣ, ସୂଚନା ଅନୁଯାୟୀ ଢେଙ୍କାନାଳରେ ରହିଛି ବିଶ୍ଵପ୍ରସିଦ୍ଧ ଜୋରନ୍ଧା ପିଠ ବା ମହିମାଗାଦୀ, ଯାହାକୁ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଭାଙ୍ଗି ଦେଇଛି । ଏହା ପୂର୍ବରୁ ମାଳିକାରେ ମଧ୍ୟ ବର୍ଣ୍ଣନା ହୋଇଛି । ମାଳିକାରେ ଲେଖା ଯାଇଥିଲା ଯେ କଳିଯୁଗ ଶେଷରେ ବଡ ସଙ୍କେତ ମିଳିବ ଯାହା ଆଜି ସତ ପ୍ରମାଣିତ ହେବ । ମହିମାଗାଦୀରେ ଥିବା ଧ୍ୱନି ମନ୍ଦିର ଏବଂ ବତୀ ମନ୍ଦିରକୁ ଭାଙ୍ଗି ପ୍ରଶାସନ ମାଟିରେ ମିଶାଇ ଦେଇଛି ।

ଯାହା ଆଜି ମହିମା ଧର୍ମାବିଲମ୍ବୀ ମାନଙ୍କୁ ବଡ ଆଘାତ ଦେଇଛି । ମାଳିକା ବଚ୍ଚନ ଅନୁସାରେ କଳିଯୁଗ ଶେଷ ସମୟରେ ମଠ ମନ୍ଦିର ଭଙ୍ଗାଯିବ । ମାତ୍ର ବତୀ ଘର ଏବଂ ଧ୍ୱନି ମନ୍ଦିର ଭଙ୍ଗାଯିବା ପରେ ଅଚାନକ ଆକାଶରେ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା । ଏହି ଶବ୍ଦ ଏତେ ଭୟଙ୍କର ଥିଲା ଯେ ଲୋକେ ଭୂମିକମ୍ପ ଭାବି ନିଜ ଘରୁ ବାହାରି ଆସିଥିଲେ । ମାତ୍ର ତାହା ଭୂମିକମ୍ପ ନଥିଲା । ତେବେ ଏହି ଶବ୍ଦ କେଉଁଠାରୁ ଆସିଲା ।

ତାହା ବର୍ତ୍ତମାନ ରହସ୍ୟ ହୋଇ ରହିଗଲା । ବୈଜ୍ଞାନିକ ମାନେ ଏହାକୁ ନେଇ ବିଭିନ୍ନ ଗବେଷଣା ମଧ୍ୟ କରିଛନ୍ତି । ମାତ୍ର ଏହାର କୌଣସି ସନ୍ଧାନ ପାଇ ପାରିଲେ ନାହିଁ । ମାଳିକା ଅନୁସାରେ ଏହି ଶବ୍ଦ ହେଉଛି ଭୈରବୀ ର । କଳିଯୁଗ ଶେଷ ପୂର୍ବରୁ ଭୈରବୀ ରଡି ଦେବ ବୋଲି ମାଲିକାରେ ଉଲ୍ଲେଖ ହୋଇଛି । ଏହା ବର୍ତମାନ ସତ୍ୟ ହୋଇଛି । ଅପର ପାର୍ଶ୍ଵରେ ଏପଟେ ମହିମାଗାଦୀ ଭଙ୍ଗାଯିବା ପରେ ଭୈରବୀ ରଡି ଶୁଭୁଛି ଅର୍ଥାତ ଆଗାମୀ ଦିନରେ ପୃଥିବୀ ଏପରି ବିନାଶ ଆଡକୁ ଗତି କରିବାକୁ ଯାଉଛି ।

2023 ମସିହାରେ ଆହୁରି ବଡ ଘଟଣା ମାନ ଘଟିବାକୁ ଯାଉଛି ଏହା ମାଲିକାରେ ବର୍ଣ୍ଣିତ ହୋଇଛି । 2023 ଆରମ୍ଭ ହେବ ସାରା ବିଶ୍ଵରେ ଧ୍ବଂଶାଳିଆ । ଜୋରନ୍ଧା ମହିମାଗାଦୀ ଆଗକୁ ସଂପୂର୍ଣ୍ଣ ଭାବରେ ଧ୍ଵଂସ ହୋଇଯିବ ବୋଲି ମାଲିକାରେ ଉଲ୍ଲେଖ ହୋଇଛି । ଆଉ ବର୍ତ୍ତମାନ ମାହିମାଗାଦୀ ଭଙ୍ଗା ହୋଇଯିବା ପରେ ଢେଙ୍କାନାଳ ବାସୀ ଙ୍କ ପାଇଁ ଏହା ବହୁତ ବଡ ବିପଦ ଆଣିବାକୁ ଯାଉଅଛି ।

ଢେଙ୍କାନାଳରୁ ଆରମ୍ଭ ହେବ ଯୁଦ୍ଧ ଆଉ ଢେଙ୍କାନାଳରେ ବୋହିବ ରକ୍ତର ନଦୀ । ଏଠାରେ ଲକ୍ଷ ଲକ୍ଷ ଲୋକଙ୍କ ମୃ-ତ୍ୟୁ ହେବ । ସାରା ବିଶ୍ବରେ କୂଢ କୂଢ ଶବ ଗଦା ହେବ । ଯାଜପୁର, କେନ୍ଦୁଝର ଏବଂ ଭଦ୍ରକ ପାଇଁ ମଧ୍ୟ ସତର୍କ ଘଣ୍ଟି ବାଜିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *