ଭାୟକଲା ଜେଲରେ ରିୟାଙ୍କ ସହ ଯାହା ହେଲା, ଭାଙ୍ଗି ପଡିଲେ ରିୟା, କରିବାକୁ ଲାଗିଲେ ଡ୍ରାମା

ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ରିୟା ଚକ୍ରବର୍ତୀଙ୍କ ଉପରେ ବହୁତ ବଡ ବଡ ଖୁଲାସା ସାମ୍ନାକୁ ଆସିଛି । ସିବିଆଇ ତଦନ୍ତ ପରେ ବର୍ତ୍ତମାନ ଏନସିବି ଏହି କେସର ତଦନ୍ତ କରୁଛି । ଏନସିବି ତଦନ୍ତ ଦ୍ଵାରା ରିୟାଙ୍କୁ ବର୍ତ୍ତମାନ ମୁମ୍ବାଇର ଭାୟକେଲା ଜେଲରେ ରଖାଯାଇଛି । ଜେଲର ପ୍ରଥମ ଦିନରୁ ରିୟାଙ୍କ ଅବସ୍ଥା ବହୁତ ଖରାପ ହୋଇ ଯାଇଥିଲା । ଏହି ଜେଲରେ ତାଙ୍କୁ ଏକ ହତ୍ୟାକାରୀ ଆରୋପି ଭାବରେ ରଖାଯାଇଛି ।

ଅସଲ ଜୀବନରେ ଅବଶ୍ୟ ରିୟା ଏକ ଅଭିନେତ୍ରୀ ରହିଛନ୍ତି ହେଲେ, ଜେଲରେ ତାଙ୍କ ସହିତ ଏକ ଅପରାଧୀ ରୂପେ ବ୍ୟବହାର କରାଯାଉଛି । ରିୟାଙ୍କୁ ୱାର୍ଡ ନମ୍ବର ୧ର ନିର୍ଦ୍ଧିଷ୍ଟ ସେଲରେ ରଖାଯାଇଛି । ପ୍ରଥମ ସେଲରେ ରିୟାଙ୍କୁ ଏକ ବିଛଣା, ଚାଦର ଓ ତକିଆ ଆଦି ଦିଆ ଯାଇଥିଲା । ବର୍ତ୍ତମାନର ସେଲରେ ରିୟାଙ୍କୁ କେବଳ ଏକ ଚାଦର ଦିଆଯାଇଛି ଓ ଏହି ସେଲରେ ପଙ୍ଖା ମଧ୍ୟ ନାହିଁ ।

ଜେଲର ଖାଦ୍ୟ ରିୟାଙ୍କୁ ପସନ୍ଦ ଆସୁନାହିଁ । ସେଥିପାଇଁ ରିୟା କିଛି ଖାଉ ନାହାନ୍ତି । ରିୟା ନିଜ ସେଲରେ ତଳେ ବସି କାନ୍ଦୁଛନ୍ତି ଓ ବେଳେବେଳେ ଗୀତ ମଧ୍ୟ ଗାଉଛନ୍ତି । ରିୟାଙ୍କର ଏହି ବ୍ୟବହାରକୁ ଦେଖି ଜେଲ ପ୍ରଶାସନ ମଧ୍ୟ ଭୟ କରିଛି । ରିୟା ନିଜକୁ ନିୟନ୍ତ୍ରଣ କରିପାରୁ ନାହାନ୍ତି । ରିୟାଙ୍କୁ କମ ସେ କମ ୧୪ ଦିନ ପର୍ଯ୍ୟନ୍ତ ଜେଲରେ ରହିବାକୁ ହେବେ, ଏହାର କୌଣସି ଗ୍ୟାରେଣ୍ଟି ନାହିଁ ଯେ ୧୪ ଦିନ ପରେ ରିୟା ଜେଲରୁ ମୁକ୍ତ ହେବେ । ଏହାର ସମାଧାନ ଜେଲ ପ୍ରଶାସନ କରିବ ।

ଖବର ଅନୁସାରେ ଜଣା ପଡିଛି ଯେ, ରିୟାଙ୍କୁ ଜେରା କରିବା ପାଇଁ ପ୍ରଥମେ ଡ୍ରଗ୍ସର ବାହାନାରେ ଜେଲରେ ରଖାଯାଇଛି, ହେଲେ ଅସଲି କାରଣ ହେଉଛି ସୁଶାନ୍ତଙ୍କ କେସର ସମାଧାନ । ସୁଶାନ୍ତ କେସର ମୁଖ୍ୟ ଆରୋପି ରିୟା ଚକ୍ରବର୍ତୀ ସୁଶାନ୍ତଙ୍କର ହତ୍ୟା କରିଛନ୍ତି । ଏହି କଥା ସମସ୍ତେ ଜାଣି ସାରିଛନ୍ତି ହେଲେ ରିୟା ନିଜ ଭୁଲକୁ ମାନି ନାହାନ୍ତି ।

ସେଥିପାଇଁ ଏନସିବି ଓ ସିବିଆଇ ପ୍ରଥମେ ରିୟାଙ୍କର ସବୁ ଗର୍ବ ଓ ଅହଂକାରକୁ ଭାଙ୍ଗିବା ପାଇଁ ଚାହୁଁଛନ୍ତି । ଏହି କେସର ତଦନ୍ତ ପାଇଁ ରିୟାଙ୍କୁ ବାରମ୍ବାର ପଚରା ଉଚରା କରଯାଇଥିଲା । ହେଲେ ସୁଶାନ୍ତଙ୍କ କେସରେ କିଛି ଖାସ ପ୍ରମାଣ ଏନସିବି ଓ ସିବିଆଇକୁ ମିଳିନଥିଲା ।

କିନ୍ତୁ ଏହି ଡ୍ରଗ୍ସ ମାମଲାରେ ରିୟା ଏନସିବି ସାମ୍ନାରେ ଫସିଯାଇଛନ୍ତି । ଯାହା ଫଳରେ ତାଙ୍କୁ ଏହି ଜେଲ ଦଣ୍ଡ ସହିବାକୁ ପଡୁଛି । ବନ୍ଧୁଗଣ ବହୁତ ଶୀଘ୍ର ରିୟାଙ୍କର କଳା କାରନାମା ସାମ୍ନାକୁ ଆସୁଛି । ଏଥିପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ହେବ ।

ଏଥିରେ ଆପଣଙ୍କ ମତାମତ ନିଶ୍ଚୟ ଦିଅନ୍ତୁ ଓ ନୀତିଦିନ ଘଟୁଥିବା ସମସ୍ତ ଖବର ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *