ଅନୁରାଧା ପୌଡୱାଲଙ୍କ ପୁଅ ତଥା ଫେମସ ସଂଗୀତ ନିର୍ଦ୍ଦେଶକ ଆଦିତ୍ୟ ପୌଡୱାଲଙ୍କର ୩୫ ବର୍ଷ ବୟସରେ ପରଲୋକ, ଶୋକରେ ବୁଡିଲା ପୁରା ବଲିଉଡ

ବନ୍ଧୁଗଣ ଏହି ବର୍ଷଟି ସମସ୍ତଙ୍କ ପାଇଁ ବହୁତ ଦୁଃଖଦ ବର୍ଷ ହୋଇଛି । ପ୍ରଥମେ କରୋନା ଭାଇରସ, ଏହା ପରେ ସୁଶାନ୍ତ ସିଂହ ରାଜପୁତ ଓ ବର୍ତ୍ତମାନ ଭଜନ ଗାୟକ ଅନୁରାଧା ପୌଡୱାଲଙ୍କ ପୁଅ ଆଦିତ୍ଯଙ୍କ ମୃତ୍ୟୁ । ଏହି ଖବର ଶୁଣି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇ ଅଛନ୍ତି । କେବଳ ୩୫ ବର୍ଷ ବୟସରେ ଆଦିତ୍ୟ ଏହି ଦୁନିଆ ଛାଡି ଚାଲିଯାଇଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ପୁରା ମାମଲା ବିଷୟରେ ।

ପୂର୍ବରୁ ବହୁତ ସମୟ ହେବ ଆଦିତ୍ୟ କିଡ୍ନି ରୋଗରେ ପୀଡିତ ଥିଲେ ଓ ଏହି ସମସ୍ଯା ପାଇଁ ବହୁତ ଚିନ୍ତିତ ମଧ୍ୟ ରହୁଥିଲେ । କିଡ୍ନି ଫେଲ ହେବା ଦ୍ଵାରା ଆଜି ସକାଳେ ଆଦିତ୍ୟଙ୍କ କିଡ୍ନି ଫେଲ ହେବା ଦ୍ଵାରା ମୃତ୍ୟୁ ହୋଇଛି । ଆଦିତ୍ୟଙ୍କ ପରିବାର ଉପରେ ଦୁଃଖର ପାହାଡ ପଡିଯାଇଛି । ଦୁଃଖର କଥା ଏହା ହେଉଛି ଯେ, ଆଦିତ୍ୟଙ୍କୁ କେବଳ ୩୫ ବର୍ଷ ବୟସ ହୋଇଥିଲା ।

ଆଦିତ୍ୟ ପୋଡବଲ ନିଜ ମା ଅନୁରାଧା ପୌଡାବଲଙ୍କ ପରି ବହୁତ ଭଜନ ଗାଇଛନ୍ତି । ଏହି ବର୍ଷର ଆରମ୍ଭରେ ସେ ଏକ ଇଣ୍ଟରଭ୍ୟୁ ଦେଇଥିଲେ ଓ ନିଜ ଆଗାମୀ ଭବିଷ୍ୟତର ଯୋଜନା ବିଷୟରେ କହିଥିଲେ । ସେ ଇଣ୍ଟର୍ବ୍ୟୁରେ କହିଥିଲେ ଯେ, ସେ ଭକ୍ତି ସଙ୍ଗୀତରେ ଧ୍ୟାନ କେନ୍ଦ୍ରିତ କରିବାର ଯୋଜନା କରୁଛନ୍ତି । ତାଙ୍କ ନାମ ଭାରତର ସବୁଠାରୁ କମ ବୟସର ସଙ୍ଗୀତ ନିର୍ଦେଶକ ରୂପେ ଲିମ୍କା ବୁକ ଅଫ ରେକର୍ଡ୍ସରେ ସାମିଲ ଅଛି । ଦୁଃଖର କଥା ଏହା ହେଉଛି ଯେ, ଆଦିତ୍ୟ ନିଜ ସ୍ଵପ୍ନକୁ ପୂରଣ ନ କରିପାରି ଏହି ଦୁନିଆ ଛାଡି ଛାଇଯାଇଥିଲେ ।


ଏହି ବର୍ଷ ସମଗ୍ର ବିଶ୍ଵ ପାଇଁ ବହୁତ ଖରାପ ଯାଇଛି । ହେଲେ ଭାରତ ପାଇଁ ଏହା ସବୁଠାରୁ ଖରାପ ବର୍ଷ ରୂପେ ରହିଯାଇଛି । ଏହି ବର୍ଷ ଇରଫାନ ଖାନ, ରିଷି କପୁର, ବାଜିଦ ଖାନ, ସୋରଜ ଖାନ, ସୁଶାନ୍ତ ସିଂହ ରାଜପୁତ ଓ ଆଜି ଆଦିତ୍ୟ ପୌଡବଲ । ଭାରତ ନିଜର କେତେକ ରତ୍ନକୁ ଏହି ବର୍ଷ ହରାଇଛି । ସମସ୍ତ ଭାରତବାସୀ ଏହି ସବୁ ଖବର ଶୁଣି ବହୁତ ଦୁଃଖରେ ଅଛନ୍ତି ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *