ଭାଲୁଟି ଝିଅଟି ସହ ଯାହା କଲା…କ୍ୟାମେରାରେ ରେକର୍ଡ ହେଇଗଲା, ନହେଲେ କେହି ବି ବିଶ୍ଵାସ କରି ନଥାନ୍ତେ, ଦେଖନ୍ତୁ Video

ବନ୍ଧୁଗଣ ଯଦି କ୍ୟାମେରା ନଥାନ୍ତା ତା ହେଲେ ଆମେ ଜୀବ ଜନ୍ତୁଙ୍କ ବିଷୟରେ ଅଧିକ କିଛି କଥା ଜାଣି ପାରୁ ନଥାନ୍ତୁ । କାରଣ ଜୀବ ଜନ୍ତୁଙ୍କ ଦ୍ଵାରା ହୋଇଥିବା ହ-ର-କ-ତ ବହୁତ କମ ଦେଖିବାକୁ ମିଳିଥାଏ । ହେଲେ ଏବେ ସୋ-ସି-ଆ-ଲ ମି-ଡି-ଆ ଦ୍ଵାରା ଆମେ ଦୂରରେ ରହି ମଧ୍ୟ ଜୀବ ଜନ୍ତୁଙ୍କ ହ-ର-କ-ତ ବିଷୟରେ ଅତି ସହଜରେ ଜାଣି ପାରୁଛୁ । ଜୀବ ଜନ୍ତୁଙ୍କର କିଛି ଜବରଦସ୍ତ ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ମନୋଟେନାଗ୍ରୋର ରାଜଧାନୀ ପୋଡଗୋରିକାର ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହୋଇଥିଲା । ଭିଡିଓରେ ଏକ ହଳଦିଆ ରଙ୍ଗର ଡ୍ରେସ ପିନ୍ଧିବା ବ୍ୟକ୍ତି ଆଗରେ ଯାଉଥିବା ଯୁବତୀଙ୍କ ପି-ଛା କରୁଛି । ରାସ୍ତାରେ ଏକ କୁକୁର ମଧ୍ୟ ବସିଛି । ଯେତେବେଳ ବ୍ୟକ୍ତି ଜଣକ ମହିଳାର ବ୍ୟାଗ ଚୋ-ରୀ କରିବାକୁ ଚେଷ୍ଟା କରୁଛି ସେତେବେଳେ ସେହି କୁକୁରଟି ଚୋ-ର ଉପରେ ଆ-କ୍ର-ମ-ଣ କରିବା ପାଇଁ ଚେଷ୍ଟା କରୁଛି । ହଠାତ ଆ-କ୍ର-ମ-ଣ କାରଣରୁ ବ୍ୟକ୍ତି ଜଣକ କିଛି ବୁଝି ନ ପାରି ସେହି ସ୍ଥାନ ଛାଡି ଚାଲିଯାଉଛି ।

୨. ଆମ ଲିଷ୍ଟର ଦ୍ଵିତୀୟ ଭିଡିଓଟି ହେଉଛି ଚୀନର ହେନାନ ପ୍ରୋଭିନ୍ସର । ଏହି ସ୍ଥାନରେ ଥିବା ହେନାଙ୍ଗ ବିଶ୍ୱବିଦ୍ୟାଳୟରେ ଏକ କୁକୁର ଥିଲା । କୁକୁରଟି ସେପ୍ଟେମ୍ବର ୨୦୧୮ରେ ୭ଟି ଛୁଆ ଜନ୍ମ କରିଥିଲା । ଛୁଆ ମାନଙ୍କର ଯତ୍ନ ଠିକ ଭାବରେ ନେଇ ପାରି ନଥିବାରୁ ଏକ ମହିଳା ଗୋଟେ କୁକୁର ଛୁଆକୁ ନେଉଥିଲା । ସେହି ସମୟରେ ମା କୁକୁରଟି ଛୁଆ ପାଖକୁ ଯାଇ ଗେଲ କରିଥିଲା । ଗେଲ କରିବା ପରେ ମଧ୍ୟ ସେ ତା ଛୁଆକୁ ଚାହିଁ ରହିଥିଲା ।

୩. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଭିଡିଓଟି ହେଉଛି ଓଡିଶାର । ଓଡିଶାର ନନ୍ଦନ କାନନକୁ ଗତ ବର୍ଷ ପଶ୍ଚିମ ବାଙ୍ଗାଲର ସୌମେନ ବାଜପାଇ ଯାଇଥିଲେ । ନନ୍ଦନ କାନନରେ ସେ ଏକ ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ ଦେଖିଥିଲେ । ସେହି ସ୍ଥାନରେ ସେକ ଏକ ଏପରି ବାଘ ଦେଖିଥିଲେ ଯାହାର ଦେହରେ ବହୁତ ଅଧିକ କଳା ଦାଗ ଥିଲା । ବନ୍ଧୁଗଣ ଏହି ପରିକା ବାଘର ସଂଖ୍ୟା ସଂପୂର୍ଣ୍ଣ ରାଜ୍ୟରେ କେବଳ ୭ ରୁ ୮ ପ୍ରତିଶତ ଥାଏ । ଏହି ପରିକା ବାଘ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

୪. ଜୁଲାଇ ୨୦୨୦ରେ ମେକ୍ସିକୋରେ ଥିବା ଇକୋଲୋଜିକାଲ ପାର୍କରେ ଏକ ଭା-ୟା-ନ-କ ଘ-ଟ-ଣା ଘ-ଟି-ଥି-ଲା । ସେହି ସ୍ଥାନକୁ କିଛି ମହିଳା ହେକାର୍ସ ବୁଲିବାକୁ ଯାଇଥିଲେ । ସେହି ସମୟରେ ହଠାତ ଜଙ୍ଗଲରୁ ଏକ କଳା ଭାଲୁ ମହିଳାଙ୍କ ପାଖକୁ ଆସି ଯାଇଥିଲା । ସେହି ସ୍ଥାନରେ ଥିବା ମହିଳା ମାନେ ଚୁପ ଚାପ ଛିଡା ହୋଇଗଲେ ଓ କୌଣସି ହ-ର-କ-ତ କରିଲେ ନାହିଁ । ଭାଲୁଟି ମହିଳାଙ୍କ କେଶକୁ ସୁଙ୍ଗୁଥିଲା । ଯେତେବେଳେ ଭାଲୁର ଧ୍ୟାନ ଅଲଗା ଆଡକୁ ଗଲା ସେତେବେଳେ ସେହି ମହିଳା ମାନେ ସେହି ସ୍ଥାନରୁ ଫେ-ରା-ର ହୋଇଗଲେ ।

Leave a Reply

Your email address will not be published. Required fields are marked *