ମୂଲିଆଟି ଆଗରୁ କେମିତି ଜାଣିଲା କି ଏହି ମାଲିକ ମରିଯିବ

ବନ୍ଧୁଗଣ ଆଜି କାଲି ଦୁନିଆରେ ଏପରି ସବୁ ଘ-ଟ-ଣା ଘ-ଟୁ-ଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ସାଧାରଣତଃ ଏହି ସବୁ ଘ-ଟ-ଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ଜଣେ ମାଲିକ ବସରୁ ଓଲହାଇଲେ ତାଙ୍କ ପାଖରେ କିଛି ଜିନିଷ ପତ୍ର ଥିଲା । ସେ ବସ ଷ୍ଟାଣ୍ଡର ପାଖରେ ଥିବା ଏକ ରିକ୍ସା ବାଲାକୁ ଦେଖିଲେ । ମାଲିକ ସେହି ରିକ୍ସା ବାଲାକୁ କହିଲେ, ଏହି ଜାଗାକୁ ଯିବା ପାଇଁ ତୁ କେତେ ଟଙ୍କା ନେବୁ । ସେହି ରିକ୍ସା ବାଲା କହିଲା, ବାବୁ ଆପଣଙ୍କୁ ଯେତେ ଇଛା ସେତେ ଟଙ୍କା ଦେଇଦେବେ ହେଲେ ମୋର ଗୋଟେ ସର୍ତ୍ତ ଅଛି, ଆପଣ ଯେତେବେଳେ ମୋ ସହ ଯିବେ ସେତେବେଳେ ଆପଣ ମୋ କଥା ଶୁଣିବେ ନଚେତ ଆପଣ କିଛି କଥା ମୋତେ ଶୁଣେଇବେ ।

ମାଲିକ ଏହି କଥା ଶୁଣି ତାକୁ ସେଠାରୁ ଘୋ-ଡା-ଇ ଦେଲା ଓ ଅନ୍ୟ କାହାକୁ ଖୋଜିଲା । ହେଲେ ବସ ଷ୍ଟାଣ୍ଡରେ ସେହି ରିକ୍ସା ବାଲାକୁ ଛାଡି ଦେଲେ ଅନ୍ୟ କେହି ନଥିଲେ । ମଜବୁରିରେ ମାଲିକ ସେହି ରିକ୍ସା ବାଲାକୁ ଡାକି ତା ସହ ଗଲା । ରିକ୍ସା ବାଲା ଯିବା ପାଇଁ ପ୍ରସ୍ତୁତ ହେଇଗଲା ହେଲେ ସର୍ତ୍ତ ବିଷୟରେ କହିଲା । ମାଲିକ ନିଜର ସ୍ଵାର୍ଥ ପାଇଁ ହଁ କହିଦେଲା । ମାଲିକ ଏହା ପରେ ରିକ୍ସାରେ ବସିଲା ।

ରିକ୍ସା ବାଲା କହିଲା, ବାବୁ ଆପଣ କିଛି କହିବେ ନା ମୁ କିଛି କହିବି । ମାଲିକ କହିଲା ତୁ ହିଁ କିଛି କହିଦେ । ଏହା ପରେ ରିକ୍ସା ବାଲା ମାଲିକକୁ ବହୁତ କଥା ଶୁଣେଇଲା ଓ ମାଲିକକୁ ତାର ଘରେ ପହଞ୍ଚାଇଲା । ଘରେ ପହଞ୍ଚିବା ପରେ ରିକ୍ସା ବାଲାକୁ ମାଲିକ ଯେତେ ଟଙ୍କା ଦେଲା ସେ ରଖିଦେଲା ଓ କହିଲା ବାବୁ ଆପଣ ମୋ କଥାକୁ ଧ୍ୟାନରେ ଶୁଣିଲେ ତ, ମାଲିକ କହିଲା ମୁ ତୋର କିଛି ବି କଥା ଶୁଣି ନାହିଁ ।

ଏହା ପରେ ରିକ୍ସା ବାଲା କହିଲା, ବାବୁ ଆପଣ ନିଜ ଜୀବନର ସବୁଠାରୁ ବଡ ଭୁଲ କରିଦେଲେ ଆସନ୍ତା କାଲି ସନ୍ଧ୍ୟା ସମୟରେ ଆପଣଙ୍କ ମୃ-ତ୍ୟୁ ହୋଇଯିବ । ଏହା ଶୁଣି ମାଲିକ ରା-ଗି-କି କହିଲା, ଦିନେ ନା ଦିନେ ସମସ୍ତଙ୍କୁ ମ-ରି-ବା-ର ଅଛି ଯଦି ମୋ ଭାଗ୍ୟରେ ମୃ-ତ୍ୟୁ ଥିବ ତ ଆସନ୍ତା କାଲି ହୋଇଯିବ । ସେହି ସମୟରେ ରିକ୍ସା ବାଲା ପୁଣି କହିଲା ମୋ କଥା ଧ୍ୟାନରେ ଶୁଣନ୍ତୁ ।

ରିକ୍ସା ବାଲା ଜଣକ କହିଲା, ଆପଣ ମ-ରି-ବା ପରେ ଯେତେବେଳେ ଯମ ରାଜାଙ୍କ ପାଖକୁ ଯିବେ ସେତେବେଳେ ଯମ ଆପଣଙ୍କୁ ପଚାରିବେ, ଆପଣଙ୍କୁ ପାପର ଫଳ ପ୍ରଥମେ ଦରକାର ନା ପୂଣ୍ୟର ଫଳ । ସେହି ସମୟରେ ଆପଣ କହିବେ ପାପର ଫଳ ପାଇଁ ମୁ ପ୍ରସ୍ତୁତ ଅଛି ହେଲେ ପୂଣ୍ୟ ଫଳ ମୋତେ ନିଜ ଆଖିରେ ଦେଖିବାର ଅଛି । ଏହା କହି ରିକ୍ସା ବାଲା ସେହି ସ୍ଥାନରୁ ଚାଲିଗଲା । ଏହା ପରେ ଆସନ୍ତା ସନ୍ଧ୍ୟା ସମୟରେ ମାଲିକର ମୃ-ତ୍ୟୁ ହୋଇଗଲା ।

ଏହା ପରେ ମାଲିକ ଯମ ରାଜାଙ୍କ ପାଖକୁ ଯାଇ ପାପ ଓ ପୂଣ୍ୟ କଥା ପଚାରି ଥିଲା  । ଯାହା ଫଳରେ ଯମ ରାଜା ଭଗବାନ ବିଷ୍ଣୁଙ୍କ ପାଖକୁ ସେହି ମାଲିକ ଆ-ତ୍ମା-କୁ ନେଇ ଯାଇଥିଲା । ବିଷ୍ଣୁ କହିଲେ, ଆରେ ମଣିଷ ସେହି ରିକ୍ସା ବାଲାର କଥା ଶୁଣି ତୁ ଆଜି ମୋର ଦର୍ଶନ ପାଇଛୁ ଯାହା ଫଳରେ ତୋର ସମସ୍ତ ପା-ପ ନଷ୍ଟ ହୋଇଗଲା । ମୋତେ ଦେଖିଲୁ ମାନେ ତୁ କେତେ ପୂଣ୍ୟ କରିଥିବୁ ଏବେ ଜାଣିନେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *