ବାପା-ପୁଅ ଉଭୟଙ୍କ ସହିତ ରୋମାନ୍ସ କରି ସାରିଛନ୍ତି Bollywood ଓ Tollywood ର ଏହି 5 ଜଣ ଫେମସ Actress, 2 ନମ୍ବର Actress ଙ୍କ ନାଁ ଜାଣିଲେ ତ ଆଶ୍ଚର୍ଯ୍ୟ ହେବେ

ନମସ୍କାର ବନ୍ଧୁଗଣ ବଲିଉଡ ହେଉ କିମ୍ବା ଟଲିଉଡ ସବୁଥିରେ ଅଭିନେତା ଏବଂ ଅଭିନେତ୍ରୀ ଙ୍କ ଅଲଗା ଅଲଗା ରୂପ ଦେଖିବାକୁ ମିଳେ ଅଲଗା ଅଲଗା ଚରିତ୍ର ରେ ମଧ୍ୟ ଦେଖିବାକୁ ମିଳିଥାଏ। ତେବେ କିଛି ଏଭଳି ଅଭିନେତ୍ରୀ ମାନେ ଅଛନ୍ତି ଯେଉଁମାନେ ଉଭୟ ବାପା ଏବଂ ପୁଅ ଙ୍କ ସହ ସିନେମା ହେଉ କିମ୍ବା କୌଣସି ଆଇଟମ ଗୀତ ର୍ଡ ନୃତ୍ୟ ପରିବେଷଣ ନଜର ଆସିଛନ୍ତି। ତେବେ ଆସନ୍ତୁ ସେହି ଅଭିନେତ୍ରୀ ମାନଙ୍କ ବିଷୟ ରେ ଜାଣିନେବା।

୧- ପ୍ରଥମ ରେ ହେଉଛନ୍ତି ଅଭିନେତ୍ରୀ ରକୁଲ ପ୍ରୀତ। ରକୁଲ ପ୍ରୀତ ସାଉଥ ଏବଂ ବଲିଉଡ ର ଜଣେ ଲୋକପ୍ରିୟ ଅଭିନେତ୍ରୀ ସେ ଅନେକ ସିନେମା ରେ ସୁନ୍ଦର ଅଭିନୟ କରି ଲୋକ ମାନଙ୍କ ହୃଦୟ ରେ ଘର କରି ପାରିଛନ୍ତି ତେବେ ରକୁଲ ନାଗାଚୈତନ୍ୟ ଙ୍କ ସହ କମେଡି ସିନେମା ରାରଣ୍ଡୁ ଭେଦୁକା ଚୁଧାମ ସିନେମା ରେ ନଜର ଆସିଥିଲେ ଏବଂ ସେ ୨୦୧୯ ରେ ନାଗ ଚୈତନ୍ୟ ଙ୍କ ବାପା ନାଗାର୍ଜୁନ ଙ୍କ ସହ ମନମଧୁଡୁ ୨ ରେ ମଧ୍ୟ ନଜର ଆସିଥିଲେ।

୨- ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି ଡ଼ିମ୍ପଲ କପାଡ଼ିଆ। ଅଶୀ ଦଶକ ର ଲୋକପ୍ରିୟ ଅଭିନେତ୍ରୀ ଭାବେ ଡ଼ିମ୍ପଲ ପରିଚିତ ଥିଲେ। ତେବେ ସେ ମଧ୍ୟ ବାପା ଏବଂ ପୁଅ ଙ୍କ ସହ ଅନସ୍କ୍ରିନ ରୋମାନ୍ସ କରିବାର ନଜର ଆସିଛନ୍ତି। ଯେଉଁଠି ସେ ବିନୋଦ ଖନା ଙ୍କ ସହ ବତ୍ଵଡା, ଲେକିନ, ଇଂସାଫ,ଦବଙ୍ଗ ଆଦି ସିନେମା ରେ ନଜର ଆଶିଥିବା ବେଳେ ବିନୋଦ ଙ୍କ ପୁଅ ଅକ୍ଷୟ ଖାନ୍ନ ଙ୍କ ସହ ଦିଲ ଚାହଁତା ହେ ସିନେମା ରେ।

୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି ତମାନ୍ନା ଭାଟିଆ। ତମାନ୍ନା ବଲିଉଡ ଏବଂ ସାଉଥ ର ଜଣେ ସଫଳ ଏବଂ ଲୋକପ୍ରିୟ ଅଭିନେତ୍ରୀ ତାଙ୍କ ଅଭିନୟ କୁ ସମସ୍ତେ ପସନ୍ଦ ମଧ୍ୟ କରନ୍ତି ତେବେ ସେ ମଧ୍ୟ ଅନ୍ସିକ୍ରିନ ବାପା ପୁଅ ଙ୍କ ସହ ରୋମାନ୍ସ କରିଛନ୍ତି। ଯେଉଁଠି ସେ ସାୟରା ସୁମୋରେଡ୍ଡୀ ରେ ଚିରଞ୍ଜିବି ଙ୍କ ସହ ନଜର ଆସିଥିବା ବେଳେ ରାଚା ସିନେମା ରେ ଚିରଞ୍ଜିବି ଙ୍କ ପୁଅ ରାମ ଚରଣ ଙ୍କ ସହ ନଜର ଆସିଥିଲେ।

୪- ଚତୁର୍ଥ ରେ ହେଉଛନ୍ତି ମାଧୁରୀ ଦୀକ୍ଷିତ। ମାଧୁରୀ ଙ୍କୁ ଡାଂସିଂ କୁଇନ ମଧ୍ୟ କୁହାଯାଏ ଏବଂ ତାଙ୍କର ସମସ୍ତ ସିନେମା କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରନ୍ତି। ମାଧୁରୀ ଋଷି କପୂର ଙ୍କ ସହ ପ୍ରେମ ଗ୍ରାନ୍ତ, ୟରାନା ଆଦି ସିନେମା ରେ ନଜର ଆସିଥିବା ବେଳେ ଋଷି ଙ୍କ ପୁଅ ରଣବିର ଙ୍କ ସହ ସେ ୟେ ଜୱାନି ହେ ଦିୱାନି ରେ ଏକ ଆଇଟମ ସଙ୍ଗ ରେ ନୃତ୍ୟ କରିବାର ନଜର ଆସିଥିଲେ।

୫- ପଞ୍ଚମ ରେ ହେଉଛନ୍ତି ଅମୃତା ସିଂହ। ଅମୃତା ବଲିଉଡ ର ଜଣେ ଜଣାଶୁଣା ଏବଂ ଲୋକପ୍ରିୟ ଅଭିନେତ୍ରୀ ଙ୍କ ମଧ୍ୟରୁ ଜଣେ। ସେ ବଲିଉଡ କୁ ଅନେକ ହିଟ ସିନେମା ପ୍ରଦାନ କରିଛନ୍ତି ତେବେ ସେ ମଧ୍ୟ ନିଜ କ୍ୟାରିଆର ରେ ବାପା ଏବଂ ପୁଅ ଙ୍କ ସହ ଅନସ୍କ୍ରିନ ରେ କାମ କରିଛନ୍ତି। ଯେଉଁଠି ସେ ସନି ଦେୱାଲଙ୍କ ସହ ବେତାବି ସିନେମା ରେ ରୋମାନ୍ସ କରିଥିବା ବେଳେ ସଚାଇ କି ତାକତ ସିନେମା ରେ ସନି ଙ୍କ ବାପା ଧର୍ମେନ୍ଦ୍ର ଙ୍କ ସହ ମଧ୍ୟ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *