‘ସାନ ପୁଅ କଥା ଭାରି ମାନେ ପଡୁଛି, ତୋ ଭାଉଜକୁ ଛାଡି ରହିପାରୁନି, ଭଲ ହେଲେ ସେମାନଙ୍କ ପାଖରେ ରହିବି ଆଉ ସେମାନଙ୍କୁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭଲ ହୋଇଗଲେ ସ୍ତ୍ରୀ ଓ ପିଲାଙ୍କ ପାଖରେ ରହିବି । ତେବେ ହଁ ବନ୍ଧୁଗଣ ଏକ ବିଶେଷ ସୂତ୍ରରୁ ଏପରି କିଛି କଥା ମୃ-ତ୍ୟୁ ପୂର୍ବରୁ ପିନ୍ଟୁ ନନ୍ଦଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା । ତେବେ ଘର ପରିବାର ଅଛି ମାନେ ଛୋଟ ବଡ ଭୁଲ ବୁଝାବଣା ମଧ୍ୟ ସମସ୍ତଙ୍କ ଘରେ ଅଳ୍ପେ ବହୁତ ନିହାତି ଭାବରେ ରହିଥାଏ । ତେବେ ସେହିପରି କିଛି ପାରିବାରିକ ବାଦବିବାଦକୁ ନେଇ ଅଭିନେତା ପିନ୍ଟୁ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କିଛି ମାସ ଧରି କଳହ ସୃଷ୍ଟି ହୋଇଥିଲା ।

ତେବେ ଯେଉଁ କାରଣରୁ କିଛି ମାସ ଧରି ପିନ୍ଟୁ ନନ୍ଦ ଓ ତାଙ୍କ ସ୍ତ୍ରୀ ଅଲଗା ଅଲଗା ହୋଇ ରହୁଥିଲେ । ତେବେ ପିନ୍ଟୁ ନନ୍ଦ ସିନା ନିଜର ପାରିବାରିକ କଳହ କାରଣରୁ ନିଜ ସ୍ତ୍ରୀ ଠାରୁ ଅଲଗା ରହୁଥିଲେ । ହେଲେ ନିଜ ମନରେ ଥିବା ନିଜ ସ୍ତ୍ରୀଙ୍କ ଭଲ ପାଇବା କିନ୍ତୁ ନିଜର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ମଧ୍ୟ ତାଙ୍କ ମନରେ ରହିଥିଲା । ତେଣୁ ସେ ନିଜର ଏକ ନିକଟତର ବନ୍ଧୁ ନିକଟରେ ନିଜର ମନର କଥାକୁ ଖୋଲି କହିଥିଲେ ।

ଯେ ମୋ ଦେହ ଟିକେ ଭଲ ହୋଇଗଲେ । ମୁଁ ମୋ ସ୍ତ୍ରୀ ଓ ପିଲା ମାନଙ୍କ ସାଙ୍ଗରେ ମିଶିକି ରହିବି । ମୋ ସାନ ପୁଅଟି କଥା ମୋର ଭାରି ମନେ ପଡୁଛି । ଏକୁଟିଆ ଜୀବନ ଟା’ ଜମାରୁ ମଧ୍ୟ ଭଲ ଲାଗୁନି । ତେବେ ବହୁତ ବଡ ଏକ ସ୍ଵପ୍ନ ରହିଥିଲା । ଯେ ନିଜର ସ୍ଵାସ୍ଥବସ୍ତାରେ ଉନ୍ନତି ଘଟିଲେ । ନିଜର ସ୍ତ୍ରୀ ଓ ପିଲାଙ୍କ ସହିତ ପୁଣି ପୂର୍ବ ଭଳି ଭଲରେ ଭଲରେ ସଂସାର ଗଢିବେ ।

ହେଲେ ପିନ୍ଟୁ ନନ୍ଦଙ୍କର ସେହି ଅଧୁରା ସ୍ଵପ୍ନ ସବୁଦିନ ପାଇଁ ଅଧୁରା ହୋଇ ରହିଗଲା । କାରଣ ସେହି ଇଛାକୁ ପୂରଣ କରିବା ପାଇଁ ଆଉ ଆମ ଗହଣରେ ପିନ୍ଟୁ ନନ୍ଦ ନାହାନ୍ତି । ସେ ସବୁଦିନ ପାଇଁ ତାଙ୍କ ସ୍ତ୍ରୀ ଓ ପିଲା ମାନଙ୍କୁ ଛାଡି ଆରପାରି କୁ ଚାଲିଯାଇଛନ୍ତି ।

ତେବେ ଅଭିନେତା ପିନ୍ଟୁ ନନ୍ଦଙ୍କର ଦେହାନ୍ତ ପରେ କେବଳ ତାଙ୍କ ପରିବାରବର୍ଗ କାହିଁକି ସାରା ଓଡିଶାବ୍ୟାପୀ ଦୁଃଖ ଓ ଶୋକର ଛାୟା ଖେଳିଯାଇଛି । ଯଦି ଏହି ପୋଷ୍ଟଟି  ଆପଣ ମାନଙ୍କୁ  ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *